ଚଟାଣରେ ଶୋଇଥିଲେ ଏହି ପ୍ରସିଦ୍ଧ ଅଭିନେତା, ମା’ କହିଲେ..

ବଲିଉଡ୍‌ର ଆକ୍ସନ ହିରୋ ଟାଇଗର୍‌ ଶ୍ରଫଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଟାଇଗର ତଳେ ଶୋଇଥିବା ଦେଖାଯାଇଛି। ଫଟୋଟିକୁ ତାଙ୍କ ମା’ ଆୟେଶା ଶ୍ରଫ୍‌ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପୁଅକୁ ଏମିତି ତଳେ ଶୋଇଥିବା ଦେଖି ଆୟେଶା କହିଛନ୍ତି, କଡା ପରିଶ୍ରମ ପରେ ପ୍ରବଳ ନିଦ ଆସିଯାଇଛି, ପୁଅ ପାଇଁ ଗର୍ବିତ। ଟାଇଗରଙ୍କୁ ଫିଲ୍ମ ବାଗୀ-୨ରେ ଶେଷଥର ପାଇଁ ନଜର ଆସିଥିଲେ। ୨୦୧୯ ଟାଇଗରଙ୍କ ଅଭିନୀତ ଫିଲ୍ମ ଓ୍ବାର୍‌ ପରଦାକୁ ଆସିଥିଲା। ଏହି ଫିଲ୍ମ ପାଖାପାଖି ୩୦୦ କୋଟି ଆୟ କରିଥିଲା। ସେହି ଫିଲ୍ମରେ ହ୍ରିତିକ ରୋଶନଙ୍କ ସହ ପ୍ରଥମଥର ନଜର ଆସିଥିଲେ। ଖୁବଶ୍ରୀଘ୍ର ଟାଇଗର ଫିଲ୍ମ ହିରୋପନ୍ଥୀ-୨ରେ ନଜର ଆସିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶରଦ ପାୱାରଙ୍କୁ ଭେଟିଲେ ସୋନୁ ସୁଦ

ମୁମ୍ବାଇ,୧୩ ।୨: ବଲିଉଡ୍ ଅଭିନେତା ସୋନୁ ସୁଦ ବୁଧବାର ଏନ୍‌ସିପି ନେତା ଶରଦ ପାୱାରଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭେଟିଛନ୍ତି । ସୂଚନାଯୋଗ୍ୟ, ସୋନୁ...

ଲକ୍‌ଡାଉନ୍‌ ପରେ ‘ଦ କପିଲ ଶର୍ମା ଶୋ’ର ପ୍ରଥମ ଅତିଥି ହେବେ ଏହି ଅଭିନେତା, ଜାଣନ୍ତୁ କେବେଠାରୁ ହେବ ପ୍ରସାରିତ

ସୋନି ଟିଭିରେ ପ୍ରସାରିତ କମେଡି ଶୋ’ ‘ଦ କପିଲ ଶର୍ମା’ର ଶୁଟିଂ ଦୀର୍ଘ ୪ ମାସ ପରେ ପୁଣିଥରେ ଆରମ୍ଭ ହୋଇଛି। ତେବେ ଶୋ’ର ପ୍ରଥମ...

ଭାଇଜାନଙ୍କ ବଡି ଗାର୍ଡ କହିଲେ ଏମିତି କଥା

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସହ ତାଙ୍କ ବଡି ଗାର୍ଡ ଶେରା ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ଭାଇଜାନଙ୍କ ସହ ଶେରାଙ୍କ ସମ୍ପର୍କ ବହୁ ପୁରୁଣା। ୨୫...

ଫିଲ୍ମର ବଜେଟ୍‌ ୨୮୦, ଶାହାରୁଖ୍‌ ନେବେ ୧୦୦ କୋଟି

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ତାଙ୍କର ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଶୁଟିଂ ପାଇଁ ଶାହାରୁଖ୍‌ ଏବେ...

ଚୁମ୍ବନ ସିନ୍‌ ଯୋଗୁ ଚର୍ଚ୍ଚାରେ ଥିଲେ ଏହି ହିଟ୍‌ ଯୋଡି: କଟ୍‌ କହିବା ପରେ ମଧ୍ୟ..

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଇଣ୍ଡଷ୍ଟ୍ରିର ସବୁଠାରୁ ହିଟ୍‌ କପଲ୍‌ ଭାବେ ଜଣାଶୁଣା। ଅଫସ୍କ୍ରିନ ହେଉ କିମ୍ବା ଅନସ୍କ୍ରିନ ହେଉ, ଦୁହେଁ...

ଚାଲିଗଲେ ଟ୍ରାଜେଡି କିଙ୍ଗ୍‌

ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ବୁଧବାର ସକାଳୁ ଦେହାନ୍ତ ହୋଇଛି। ସେ ଗତ କିଛି ଦିନ ହେବ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ୯୮...

ଦୁୁର୍ଘଟଣା ପରେ ବଦଳିଗଲା ଚେହେରା

ମୁମ୍ବାଇ: ଏମିତି ସମୟ ଥିଲା ଯେତେବେଳେ ଅଭିନେତ୍ରୀ ଅନୁ ଅଗ୍ରୱାଲ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲା କରୁଥିଲେ । ଫିଲ୍ମ ‘ଆଶିକି’ରେ କାମ କରି...

ଅବସର ପରେ କ’ଣ କରିବେ ଶାହରୁଖ

ବଲିଉଡର ବାଦ୍‌ଶାହା ଶାହରୁଖ ଖାନ ଆଜିକାଲି ତାଙ୍କ କମ୍‌ବ୍ୟାକ୍‌ ଚଳଚ୍ଚିତ୍ର ‘ପଠାନ’ର ସଫଳତାକୁ ନେଇ ଚର୍ଚ୍ଚାରେ ଅଝନ୍ତି। ଏହାସହ ସେ ସୋସିଆଲ ମିଡିଆରେ ମଧ୍ୟ ପ୍ରଶଂସକଙ୍କ...

Advertisement
Archives

Model This Week