ଚଟାଣରେ ଶୋଇଥିଲେ ଏହି ପ୍ରସିଦ୍ଧ ଅଭିନେତା, ମା’ କହିଲେ..

ବଲିଉଡ୍‌ର ଆକ୍ସନ ହିରୋ ଟାଇଗର୍‌ ଶ୍ରଫଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଟାଇଗର ତଳେ ଶୋଇଥିବା ଦେଖାଯାଇଛି। ଫଟୋଟିକୁ ତାଙ୍କ ମା’ ଆୟେଶା ଶ୍ରଫ୍‌ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପୁଅକୁ ଏମିତି ତଳେ ଶୋଇଥିବା ଦେଖି ଆୟେଶା କହିଛନ୍ତି, କଡା ପରିଶ୍ରମ ପରେ ପ୍ରବଳ ନିଦ ଆସିଯାଇଛି, ପୁଅ ପାଇଁ ଗର୍ବିତ। ଟାଇଗରଙ୍କୁ ଫିଲ୍ମ ବାଗୀ-୨ରେ ଶେଷଥର ପାଇଁ ନଜର ଆସିଥିଲେ। ୨୦୧୯ ଟାଇଗରଙ୍କ ଅଭିନୀତ ଫିଲ୍ମ ଓ୍ବାର୍‌ ପରଦାକୁ ଆସିଥିଲା। ଏହି ଫିଲ୍ମ ପାଖାପାଖି ୩୦୦ କୋଟି ଆୟ କରିଥିଲା। ସେହି ଫିଲ୍ମରେ ହ୍ରିତିକ ରୋଶନଙ୍କ ସହ ପ୍ରଥମଥର ନଜର ଆସିଥିଲେ। ଖୁବଶ୍ରୀଘ୍ର ଟାଇଗର ଫିଲ୍ମ ହିରୋପନ୍ଥୀ-୨ରେ ନଜର ଆସିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି କି? ସମ୍ପର୍କରେ ଇମ୍ରାନ ଆଲିଆଙ୍କ ଭାଇ…

ବମ୍ବେ: ବଲିଉଡ୍‌ରେ ସିରିଏଲ୍‌ କିସ୍‌ର ଭାବେ ପରିଚିତ ଇମ୍ରାନ ହାସମିଙ୍କର ଆଜି ହେଉଛି ହାପି ବର୍ଥ ଡେ। ୧୯୭୯ ମାର୍ଚ୍ଚ ୨୪ରେ ବମ୍ବେରେ ଅଭିନେତାଙ୍କ ଜନ୍ମ।...

ଛୋଟ ବେଳୁ ମଡେଲିଂ ପ୍ରୀତି: ଇଚ୍ଛା ଦେଇଛି ସଫଳତା

ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳିଥାଏ। ଛୋଟ ବେଳୁ ମଡେଲ ଓ ଗ୍ଲାମର ଦୁନିଆରେ ନିଜ ପରିଚୟ ସୃଷ୍ଟି କରିବାର ଇଚ୍ଛା ଆଜି ତାଙ୍କୁ...

କୃଷ୍ଣଙ୍କ ଉପରେ ପୁଣି ରାଗିଲେ ଗୋବିନ୍ଦା : କହିଲେ ଏମିତି…

ଅଭିନେତା ଗୋବିନ୍ଦା ଏବଂ ତାଙ୍କ ଭଣଜା କୃଷ୍ଣ ଅଭିଷେକଙ୍କ ମଧ୍ୟରେ ମତଭେଦ ବିଷୟରେ ସମସ୍ତେ ଅବଗତ ଅଛନ୍ତି। ମାମୁ ଏବଂ ଭଣଜାଙ୍କ ମଧ୍ୟରେ ଦୂରତା ଏ...

ଅଭିନେତ୍ରୀ ଶେଫାଳୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ : କରୋନାରେ ଆକ୍ରାନ୍ତ ଥିବା ଏଥିରେ ସୂଚନା

ମୁମ୍ବାଇ : ହଲିଉଡ୍‌ ପରେ ଏବେ ବଲିଉଡ୍‌ରେ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିଚାଲିଛି। ପୂର୍ବରୁ ଅଭିନେତ୍ରୀ କନିକା କପୁର ଏବଂ ପ୍ରଯୋଜକ କରୀମ...

ୟାମି ଗୌତମଙ୍କୁ ଇଡି ସମନ

ବିଦେଶୀ ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ସମ୍ପୃକ୍ତ ଅଭିନେତ୍ରୀ ୟାମି ଗୌତମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସମନ ଜାରି କରାଯାଇଛି। ଇଡି...

ଅମିତାଭ-ଜୟାଙ୍କ ବିବାହକୁ ପୁରିଲା ୪୭ ବର୍ଷ, ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ-ଜୟାଙ୍କ ଆଜି ୪୭ ତମ ବିବାହ ବାର୍ଷିକୀ। ତାଙ୍କୁ ଏ ନେଇ ପୁଅ ଅଭିଷେକ ଓ ଝିଅ ଶ୍ୱେତା ଶୁଭେଚ୍ଛା...

ବିବାହ ପୂର୍ବରୁ ଏହି ୫ କଥା ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ସବୁ ଝିଅଙ୍କ ଜୀବନର ଏକ ବିଶେଷ ମୁହୂର୍ତ୍ତ। ଏହି ସମୟକୁ ସେମାନେ ଅପେକ୍ଷା କରି ରହିଥାନ୍ତି। ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା...

ରଣବୀରଙ୍କୁ ବହୁତ ମନେ ପକାଉଛନ୍ତି ଆଲିଆ: ଏପରି କହିଲେ ହୃଦୟର କଥା

ବଲିଉଡ୍‌ର ଲଭ୍‌ ବାର୍ଡସ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏବେ ପରସ୍ପରକୁ ସାକ୍ଷାତ କରିପାରୁ ନାହାନ୍ତି। କାରଣ ନିକଟରେ ରଣବୀରଙ୍କ ରିପୋର୍ଟ କରୋନା ପଜିଟିଭ...

Advertisement
Archives

Model This Week