ମନୋରଞ୍ଜନ

ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଆସିଲେ ନୂଆ ଅତିଥି, ଫଟୋ ଶେୟାର କରି ଜଣାଇଲେ ପ୍ରଶଂସକଙ୍କୁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଏବେ ନୂଆ ଅତିଥି ଆସିଛନ୍ତି। ଏନେଇ ପ୍ରିୟଙ୍କା ଫଟୋ ଶେୟାର କରି ତାଙ୍କ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ଅସଲ କଥା ହେଲା ପୂର୍ବରୁ ପ୍ରିୟଙ୍କାଙ୍କର ଦୁଇଟି କୁକୁର ଜିନୋ ଏବଂ ଡାଏନା ଥିଲେ। ବର୍ତ୍ତମାନ…

ହାତ ଯୋଡି ଅନୁରୋଧ କଲେ ସୋନୁ: ଅତିକମରେ ଜଣେ ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରନ୍ତୁ

ମୁମ୍ବାଇ,୯।୮: କରୋନା ମହାମାରୀ ସମୟରେ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ବେଳେ ବହୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ କିନ୍ତୁ ଦେବଦୂତ ସାଜିଛନ୍ତି ବଲିଉଡ୍‌ର ଖଳନାୟକ ଚରିତ୍ରରେ ନଜର ଆସୁଥିବା ଅଭିନେତା ସୋନୁ ସୁଦ।…

୨୦୨୦ କଳାକାର ଜଗତ ପାଇଁ କଳାବର୍ଷ: ଏସବୁ ତାରକାଙ୍କ ଆତ୍ମହତ୍ୟାକୁ ନେଇ ଇଣ୍ଡଷ୍ଟ୍ରି ପ୍ରକମ୍ପିତ

୨୦୨୦ ଏକ କଳାବର୍ଷ। ସମଗ୍ର ବିଶ୍ୱ ପାଇଁ ଏହି ବର୍ଷ ଅଶୁଭ ପାଲଟି ଯାଇଛି। କରୋନା ମହାମାରୀ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ନେଉଥିବା ବେଳେ ଚଳଚ୍ଚିତ୍ର ଜଗତ ମଧ୍ୟ ବହୁ ମୂଲ୍ୟବାନ ତାରକାଙ୍କୁ ହରାଇଛି। ଚଳିତ ବର୍ଷ ଅନେକ…

ଖୁବ୍‌ ବିଳାସମୟ ମହେଶ ବାବୁଙ୍କ ଭ୍ୟାନିଟି ଭ୍ୟାନ

ଚେନ୍ନାଇ: ତେଲଗୁ ସୁପରଷ୍ଟାର ମହେଶ ବାବୁ କଳାକାର ପରିବାରରୁ ଆସିଥିଲେ ବି ବଡ ପରଦାରେ ତିଷ୍ଠି ରହିବାକୁ ସେ ଖୁବ୍‌ ପରିଶ୍ରମ କରିଛନ୍ତି। ନିଜର ପରିଶ୍ରମ ହିଁ ଆଜି ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ। କେବଳ ତେଲଗୁ ଇଣ୍ଡଷ୍ଟ୍ରି ନୁହେଁ…

ହସ୍ପିଟାଲରେ ସଞ୍ଜୟ ଦତ୍ତ

ମୁମ୍ବାଇ, ୯। ୮: ଅଭିନେତା ସଞ୍ଜୟ ଦତ୍ତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଶନିବାର ସନ୍ଧ୍ୟାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ହେବା ସହ ନିଃଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିଥିଲେ। ତାଙ୍କର ରାପିଡ୍‌ ଆଣ୍ଟିଜେନ ମାଧ୍ୟମରେ…

ସୁପ୍ରିମକୋର୍ଟରେ କାଉଣ୍ଟର ଆଫିଡେଭିଟ୍‌ ଦାଖଲ

ନୂଆଦିଲ୍ଲୀ, ୯ା୮ : ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ ମାମଲା ସ୍ଥାନାନ୍ତର ନେଇ କରିଥିବା ଆବେଦନ ବିରୋଧରେ ଶନିବାର କାଉଣ୍ଟର ଆଫିଡେଭିଟ୍‌ ଦାଖଲ କରାଯାଇଛି। ସୁଶାନ୍ତଙ୍କ ବାପା କେ.…

ଏହି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଶାନ୍ତଙ୍କ ବାପା, ଭଉଣୀ: ଜାଣନ୍ତୁ କାରଣ

ନୂଆଦିଲ୍ଲୀ, ୮।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ଶନିବାର ଫରିଦାବାଦରେ ନ୍ୟାୟ ପାଇଁ ସୁଶାନ୍ତଙ୍କ ପିତା କେ.କେ ସିଂ ଏବଂ ଭଉଣୀ ରୀନା ସିଂ ହରିୟାଣା ମୁଖ୍ୟମନ୍ତ୍ରୀ…

ଅନ୍‌ଲାଇନ୍‌ କ୍ଲାସ୍‌ରେ ହିନ୍ଦୀ ଶିଖୁଛନ୍ତି ଏହି ଷ୍ଟାର୍‌ କିଡ୍‌

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଅନଲାଇନ୍‌ ହିନ୍ଦୀ ଶିଖୁଥିବା ନଜର ଆସିଛନ୍ତି। କିଛି ସପ୍ତାହ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ…

ଯେତେବେଳେ ହ୍ରିତିକ୍‌ ରୋଶନଙ୍କୁ ଶ୍ରୀଦେବୀ ପଚାରିଥିଲେ ତାଙ୍କ ନାମ, ମିଳିଥିଲା ଏମିତି ଉତ୍ତର

୧୯୮୬ରେ ମୁକ୍ତିଲାଭ କରିଥିଲା ବଲିଉଡ୍‌ ଫିଲ୍ମ ‘ଭଗବାନ ଦାଦା’। ଏଥିରେ ପ୍ରମୁଖ ଚରିତ୍ରରେ ଶ୍ରୀଦେବୀ, ରଜନୀକାନ୍ତ ଏବଂ ରାକେଶ ରୋଶନ ଅଭିନୟ କରିଥିଲେ। ହ୍ରିତିକ ରୋଶନଙ୍କୁ ଫିଲ୍ମରେ ଶିଶୁକଳାକାର ଚରିତ୍ରରେ ଦେଖିବାକୁ ମିଳିଥିଲା। ଏବେ ଏହି ଫିଲ୍ମର ଏକ ଭିଡିଓ ସୋସିଆଲ…

ମିଥ୍ୟା ପାଇଁ ଅନେକ ସମୟରେ ଯୁକ୍ତି କରାଯାଏ, ସତ୍ୟ ତା’ର ନିଜର ଓକିଲ

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ରାଜନେତା, ସେଲିବ୍ରିଟ୍‌ କେହି ଏଥିରୁ ବାଦ୍‌ ପଡ଼ୁ ନାହାନ୍ତି। ତଳେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କରୋନାରେ…

ସାମ୍ନାକୁ ଆସିଲା ଦିଶା ସାଲିଆନଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଜଡ଼ିତ ଥିବା କ୍ରମାଗତ ଅଭିଯୋଗ ହୋଇ ଆସୁଛି। ରିୟାଙ୍କୁ ମଧ୍ୟ ଏଜେନ୍ସିମାନେ ତାଙ୍କୁ ପଚରାଉଚରା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ…

ପାର୍ଲରରେ ପ୍ରିୟା…

ମୁମ୍ବାଇ: ପ୍ରିୟା ପ୍ରକାଶ ଓ୍ବାରିୟର। ଆଖି ମାରିବା ପାଇଁ ସେ ବେଶ୍‌ ଚର୍ଚ୍ଚିତ। ନିଜ ଆଖିର ଯାଦୁରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ ପ୍ରିୟା। ଏବେ ଏହି ଅଭିନେତ୍ରୀ ଜାତୀୟ ସ୍ତରରେ ବେଶ୍‌ ପରିଚିତ। ସେଦିନର ସେହି ଆଖିମରା ଭିଡିଓ ଆଜିବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?