ମନୋରଞ୍ଜନ

ଟ୍ରାଡିଶନାଲ ଲୁକ୍‌ରେ ନଜର ଆସିଲେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନନ୍ୟା ପାଣ୍ଡେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମକୁ ନେଇ ଏବେ ଅଛନ୍ତି ଚର୍ଚ୍ଚାରେ। ଇଶାନ ଖଟ୍ଟରଙ୍କ ସହ ‘ଖାଲି-ପିଲି’ରେ ନଜର ଆସିବେ ଅନନ୍ୟା। ଏହାସହ ସେ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଅଛନ୍ତି। ନିକଟରେ ସେ…

ସ୍ବାମୀଙ୍କ ଦେହରେ ଭୁଲରେ ଗୁଳି ଲାଗିବାରୁ ବିଧବା ହୋଇଯାଇଥିଲେ ଏହି ସଫଳ ଅଭିନେତ୍ରୀ

ବିଗତ ଦିନର ବଲିଉଡ୍‌ର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଲୀନା ଚନ୍ଦାଭରକର। ୨୯ ଅଗଷ୍ଟ ୧୯୫୦ରେ କର୍ନାଟକରେ ଜନ୍ମଗ୍ରହଣ କରିଥିବା ଲୀନାଙ୍କର ଆଜି ହେଉଛି ଜନ୍ମଦିନ। ଅନେକ ହିଟ୍‌ ଫିଲ୍ମରେ କାମ କରିସାରିଥିବା ଲୀନା ମାତ୍ର ୨୫ ବର୍ଷ ବୟସରେ…

୧୫ ବର୍ଷ ଧରି ଡେଟ୍‌ କରିଥିଲେ ମଧ୍ୟ ନାଗାର୍ଜୁନଙ୍କୁ ବିବାହ କରି ନ ଥିଲେ ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ଆକ୍କିନେନି ନାଗାର୍ଜୁନ। ଆଜି ତାଙ୍କର ଜନ୍ମଦିନ। ୨୯ ଅଗଷ୍ଟ, ୧୯୫୯ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିବା ନାଗାର୍ଜୁନ ୬୧ବର୍ଷରେ ପାଦ ଦେଇଛନ୍ତି। କିନ୍ତୁ ତାଙ୍କ ଫିସ୍‌ନେସ୍‌କୁ ଦେଖିଲେ ଆଜି ବି ସବୁ ହିରୋକୁ ସେ ପଛରେ…

ରିଆଙ୍କର ହେବ ପଲିଗ୍ରାଫ ଟେଷ୍ଟ!

ମୁମ୍ବାଇ,୨୯।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ସିବିଆଇ ହାତରେ। ସିବିଆଇ ଶୁକ୍ରବାର ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ ତଥା ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତିଙ୍କୁ ପଚରାଉଚରା କରିଛି। ଏବେ ମିଳିଥିବା ସୂଚନାରୁ ଜଣାପଡିଛି…

ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ…

ଲସ୍‌ ଏଞ୍ଜେଲସ୍‌ , ୨୯।୮: ହଲିଉଡ୍‌ ଫିଲ୍ମ ‘ବ୍ଲାକ୍‌ ପାନ୍ଥର’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଚାଦ୍‌ଓ୍ବିକ୍‌ ବୋସ୍‌ମ୍ୟାନ୍‌ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା। ସେ ଦୀର୍ଘ ୪ ବର୍ଷ ଧରି ଅନ୍ତଃନଳୀ କର୍କଟ ରୋଗରେ…

ଭାଇରାଲ ହେଉଛି କରିନାଙ୍କ ରେସ୍ତୋରାଁ ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା କରିନା କପୁର ଖାଁ ଶୁକ୍ରବାର ଇନଷ୍ଟାଗ୍ରାମରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରୁ ଅନୁମାନ କରାଯାଉଛି ସେ ଜଣେ ଖାଦ୍ୟପ୍ରେମୀ। ଫଟୋରେ କରିନା ଏକ ରେସ୍ତୋରାଁରେ ବସି ମେନ୍ୟୁ…

ପୁଣିଥରେ ଏକାଠି ନଜର ଆସିବେ ଆଲିଆ-ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ ଓ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କୁ ପୁଣିଥରେ ଏକାଠି ବଡ ପରଦାରେ ଦେଖିବାକୁ ମିଳିବ। ପୂର୍ବରୁ ଫିଲ୍ମ ‘ଡିୟର ଜିନ୍ଦେଗି’ରେ ଉଭୟେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଥିବା ବେଳେ ଏବେ ଏମାନଙ୍କ ଯୋଡିକୁ ପ୍ରଶଂସକ…

ସମନ ପରେ ସିବିଆଇ ନିକଟରେ ହାଜର ହେଲେ ରିୟା

ମୁମ୍ବାଇ, ୨୮।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ନିକଟରେ ଶୁକ୍ରବାର ପୁଣି ଥରେ ହାଜର ହୋଇଛନ୍ତି ରିଆ ଚକ୍ରବର୍ତ୍ତୀ। ସିବିଆଇ ସମନ ପାଇବା ପରେ ରିୟା ମୁମ୍ବାଇସ୍ଥିତ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି। ଏହି ମାମଲାରେ ଜଡିତ…

କୋଲକାତାର ଏହି କଲେଜରେ ପଢ଼ିବେ ସନ୍ନି ଲିଓନି ! କହିଲେ ‘ଆଶାକରେ ତୁମେମାନେ ମୋ କ୍ଲାସରେ ଥିବ’

ବମ୍ବେ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି। କୋଲକାତାର ଏକ କଲେଜରେ ବିଏ ଆଡମିଶନ୍‌ ପାଇଁ ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ପ୍ରଥମ ମେରିଟ୍‌ ଲିଷ୍ଟରେ ତାଙ୍କ ନାମ ଥିବା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ସେ ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ସେମିଷ୍ଟାରରେ ତୁମମାନଙ୍କ…

ବାପା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ଟେଲି ଅଭିନେତା କରନ୍‌ଭିର୍‌ ବୋହରା ପୁଣି ଥରେ ବାପା ହେବାକୁ ଯାଉଛନ୍ତି। ତୃତୀୟ ସନ୍ତାନ ଅପେକ୍ଷାରେ କରନ୍‌ ଏବଂ ସ୍ତ୍ରୀ ତେଜୟ ସିନ୍ଧୁ। ଏନେଇ ଉଭୟ ନିଜର ସୋସିଆଲ ପୃଷ୍ଠାରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ପୂର୍ବରୁ ତାଙ୍କର ଦୁଇଟି ଝିଅ…

କାନ୍ଦୁଛନ୍ତି ଶାହାରୁଖ୍‌ ଖାନ୍‌ଙ୍କ ଝିଅ: ଜାଣନ୍ତୁ କାହିଁକି…

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ଝିଅ ସୁହାନା ଖାନ୍‌ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୁହାନା ଏପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇ ନାହାନ୍ତି, କିନ୍ତୁ ସୋସିଆଲ ମିଡିଆରେ କୌଣସି ସୁପରଷ୍ଟାରଙ୍କଠାରୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା…

ରିୟାଙ୍କ ଉପରେ ବର୍ଷିଲେ ସୁଶାନ୍ତଙ୍କ ଭଉଣୀ: କହିଲେ ‘ତୁମେ ସବୁ ସୀମା ପାର କଲଣି’

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କୁ ପ୍ରମୁଖ ଦୋଷୀ ବୋଲି କୁହାଯାଉଛି। ପ୍ରଥମେ ମାମଲା ବମ୍ବେ ପୋଲିସ ହାତରେ ଥିବା ବେଳେ ଏବେ ସିବିଆଇ ମୃତ୍ୟୁର ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?