ରିୟାଙ୍କୁ ୯ ଘଣ୍ଟା ଧରି ଜେରା କଲା ସିବିଆଇ

ମୁମ୍ବାଇ, ୩୦।୮(ପି.ଟି.)-ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ରବିବାର ପୁଣି ଥରେ ସିବିଆଇ ନିକଟରେ ହାଜର ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ। ତୃତୀୟ ଦିନ ପାଇଁ ସିବିଆଇ ତାଙ୍କୁ ଜେରା କରିଛି। ସିବିଆଇ ଅଧିକାରୀମାନେ ତାଙ୍କୁ ୯ ଘଣ୍ଟା ଧରି ଜେରା କରିଥିଲେ। ତାଙ୍କ ଭାଇ ଶୋଓ୍ବିକ୍‌ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ରବିବାର ଜେରା କରାଯାଇଛି। ଜେରା ପାଇଁ ଉଭୟ ଦିନ ସାଢ଼େ ୧୦ଟା ବେଳେ ସାନ୍ତାକ୍ରୁଜ୍‌ର କଲିନା ସ୍ଥିତ ଡିଆର୍‌ଡିଓ ଗେଷ୍ଟ ହାଉସ୍‌ରେ ପହଞ୍ଚତ୍ଥିଲେ। ଉଭୟେ ସେଠାରୁ ସନ୍ଧ୍ୟା ୭ଟାରେ ବାହାରିଥିଲେ। ସିବିଆଇ ଏହି ମାମଲାରେ ସାମୁଏଲ ମିରଣ୍ଡା, କୁକ ନିରଜଙ୍କୁ ମଧ୍ୟ ପଚରାଉଚରା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଅନ୍‌ସ୍କ୍ରିନ୍‌ ମାତାପିତାଙ୍କୁ ହୃଦୟ ଦେଇ ବସିଥିଲେ ଏସବୁ କଳାକାର: କେହି ମା’ଙ୍କୁ କରିଛନ୍ତି ବିବାହ ତ କେହି ଶାଶୁଙ୍କୁ କରିଛନ୍ତି ଡେଟ୍‌

ବମ୍ବେ: ପରଦା ଉପର ଜୀବନ ଆଉ ବ୍ୟକ୍ତିଗତ ଜୀବନ ମଧ୍ୟରେ ବେଶ୍‌ ତଫାତ। ସେଥିପାଇଁ ତ ପରଦା ଉପରେ ମା’ପୁଅ ସମ୍ପର୍କ ଦେଖାଇ ଆସିଥିବା କିଛି...

ଜାଣନ୍ତୁ ଆଶୀର୍ବାଦ ଦେବାପାଇଁ ପହଞ୍ଚି ଥିବା କିନ୍ନରଙ୍କୁ କେତେ ଟଙ୍କା ଦେଲେ ରଣବୀର-ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କ ବିବାହକୁ ନେଇ ପ୍ରାୟ ସମସ୍ତେ ବେସ ଖୁସି...

ଅଗଷ୍ଟ ୯ରେ ‘ଜବରିୟା ଯୋଡ଼ି’ ରିଲିଜ

ମୁମ୍ବାଇ:ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅଭିନୀତ ‘ଜବରିୟା ଯୋଡ଼ି’ ଅଗଷ୍ଟ ୯ରେ ରିଲିଜ ହେବାକୁ ଯାଉଛି। ଏଥିରେ ତାଙ୍କ ସହ ଅଭିନୟ କରିଛନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା।...

ମା’ହେବେ କାଜଲ!

ମୁମ୍ବାଇ: ସାଉଥ୍ ସୁନ୍ଦରୀ କାଜଲ ଅଗ୍ରୱାଲ ମା’ ହେବା ଖବର କିଛିଦିନ ହେଲା ଚର୍ଚ୍ଚାରେ ରହୁଛି । ହେଲେ ଏହା କେତେ ସତ ତାହା ଏପଯ୍ୟନ୍ତ...

ବିଦେଶରେ ଦେଶୀ ଲୁକ୍‌କୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦୀର୍ଘଦିନ ଧରି ହଲିଉଡ୍‌ରେ ଦେଶର ନାଁକୁ ଉଜ୍ଜ୍ୱଳ କରି ଚାଲିଛନ୍ତି। ସେ ଦକ୍ଷିଣ ଏସୀୟ ଏକ୍ସଲେନ୍ସ ଫିଲ୍ମର ପ୍ରି-ଓସ୍କାର ଇଭେଣ୍ଟରେ...

ଗୋଆରେ ନିଜର ଚତୁର୍ଥ ଘର କିଣିଲେ ଏହି ସୁନ୍ଦରୀ ଅଭିନେତ୍ରୀ, ବିଳାସମୟ ଜୀବନଶୈଳୀ ଦେଖିଲେ…

ହାଇଦ୍ରାବାଦ: ତେଲୁଗୁ ଫିଲ୍ମ ‘ଗୀତା ଗୋବିନ୍ଦମ୍‌’ ଜରିଆରେ ଲାଇମ୍‌ଲାଇଟ୍‌କୁ ଆସିଥିଲେ ସୁନ୍ଦରୀ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଏବେ ସେ ନ୍ୟାଶନାଲ କ୍ରସ୍‌। ସମସ୍ତେ ତାଙ୍କର ଚୁଲବୁଲି...

‘ଖତ୍‌ରୋ କେଁ ଖିଲାଡି-୧୨’ରେ ନଜର ଆସିବେନି ମୁନାୱାର

ଲୋକପ୍ରିୟ ରିଆଲିଟି ଶୋ’ ‘ଲକ ଅପ’ର ବିଜେତା ମୁନାୱାର ଫାରୁକି ରିଆଲିଟି ଶୋ’ଖତ୍‌ରୋ କେଁ ଖିଲାଡି’ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ...

କଥା ପକ୍କା ହୋଇଗଲା, ଖାଲି ନିମନ୍ତ୍ରଣ କାର୍ଡ ବାଣ୍ଟିବା ବାକି

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ଟେଲି ପରଦାର ଲୋକପ୍ରିୟ ଯୋଡ଼ି ଅଲି ଗୋନୀ ଏବଂ ଜସ୍ମିନ ଭସିନ। ଏକାଠି ଅନେକ ରିଆଲିଟି ଶୋ’ରେ ନଜର ଆସିଥିବା...

Advertisement
Archives

Model This Week