ମକା ଫଟୋ ଶେୟାର କରି ସମସ୍ତଙ୍କ ହୃଦୟ ଜିତିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କେମିତି

ବଲିଉଡ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିଜ ପ୍ରଶଂସକଙ୍କ ସହ ସବୁବେଳେ ଯୋଡି ହୋଇ ରହିବାକୁ ଭଲ ପାଆନ୍ତି। କେତେବେଳେ ନିଜ ଫିଲ୍ମର ଫଟୋ ଶେୟାର କରନ୍ତି ତ ଆଉ କେତେବେଳେ କିଛି ଶିକ୍ଷଣୀୟ କଥା କହି ପ୍ରଶଂସକଙ୍କ ହୃଦୟ ଜିତନ୍ତି। ନିକଟରେ ଅମିତାଭ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋ ସହିତ ସେ କହଥିବା ଏକ ସାମାଜିକ ବାର୍ତ୍ତା ସମସ୍ତଙ୍କ ହୃଦୟକୁ ଛୁଇଁଛି। ସେ ସୋସିଆଲ ମିଡିଆରେ ଦୁଇଟି ମକାର ଫଟୋ ଶେୟାର କରିଛନ୍ତି। ଗୋଟିଏ ମକା କଞ୍ଚା ଏବଂ ଅନ୍ୟଟି ପୋଡା ଯାଇଛି। ଏହି ମକା ଦୁଇଟିର ମୂଲ୍ୟକୁ ବାଖ୍ୟା କରିଛନ୍ତି ଅମିତାଭ। କଞ୍ଚା ମକା ପାଞ୍ଚ ଟଙ୍କାରେ କିଣାଯାଏ। କିନ୍ତୁ ତାହା ପୋଡି ଗଲାପରେ ତାକୁ ୨୦ ଟଙ୍କାରେ ବିକ୍ରି କରାଯାଏ। ଏହି ଫଟୋ ସହିତ ସେ ଲେଖିଛନ୍ତି – ଜୀବନରେ ମୂଲ୍ୟ ବଢାଇବାର ଥିଲେ, ଗରମ ହେବାକୁ ପଡିବ। ପ୍ରଶଂସକମାନେ ଏହି ପୋଷ୍ଟରେ ସେମାନଙ୍କର ମତାମତ ଦେଉଛନ୍ତି। ସମସ୍ତେ ଅମିତାଭଙ୍କ ଏହି ଚିନ୍ତାଧାରାକୁ ପ୍ରଶଂସା କରୁଛନ୍ତି। ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜିନିୟରିଂ ପଢ଼ା ଛାଡି କବି ହୋଇଥିଲେ କୁମାର ବିଶ୍ୱାସ

ରାଜନେତା ତଥା ଜଣାଶୁଣା ବ୍ୟଙ୍ଗ କବି କୁମାର ବିଶ୍ୱାସ ୧୦ ଫେବୃଆରୀ ୧୯୭୦ରେ ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ପିଲଖୁଆରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ...

ନିଜପରି ବନ୍ଧୁଙ୍କୁ ଅବିବାହିତ ରଖିବାକୁ ଚାହୁଁଥିଲେ ସଲମାନ୍‌: ବନ୍ଧୁଙ୍କ ବିବାହ ସମୟରେ କାନରେ କହିଥିଲେ ଏହା…

ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ସଲମାନ୍‌ଙ୍କ ବିବାହକୁ ପ୍ରଶଂସକମାନେ ଚାହିଁ ବସିଛନ୍ତି। ଇତିମଧ୍ୟରେ ସେ ୫୪ ବର୍ଷର ହୋଇଯାଇଥିଲେ ମଧ୍ୟ ତାଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା...

ନିକ୍‌ ଶାଶୁଙ୍କ ପାଦ ଛୁଇଁ ମୁଣ୍ଡିଆ ମାରନ୍ତି କି ପ୍ରଶ୍ନରେ ଏପରି କହିଲେ ପ୍ରିୟଙ୍କା

ମୁମ୍ବାଇ: ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ ଜରିଆରେ ବହୁତ ଦିନ ପରେ ବଲିଉଡ୍‌ ପରଦାକୁ ଫେରୁଛନ୍ତି ପିସି ଓରଫ ପ୍ରିୟଙ୍କା ଚୋପ୍ରା। ଏବେ ସେ...

ଗାୟକ ରାହୁଲ ବୈଦ୍ୟଙ୍କୁ ହତ୍ୟା ଧମକ

ମୁମ୍ବାଇ: ଗାୟକ ତଥା ବିଗବସ୍‌ର ପୂର୍ବ ପ୍ରତିଯୋଗୀ ରାହୁଲ ବୈଦ୍ୟଙ୍କୁ ହତ୍ୟା ଧମକ ମିଳିଛି। ନିକଟରେ ରିଲିଜ ହୋଇଥିବା ତାଙ୍କ ଗୀତ ‘ଗର୍‌ବେ କି ରାତ୍‌’ରେ...

କରୋନା ସମୟରେ ଫଟୋ ନେବେ କହି ଅଭିନେତ୍ରୀଙ୍କ ପାଖରେ ପହଞ୍ଚିଲେ ପ୍ରଶଂସକ, ପରେ କଲେ ଏମିତି; ତାତିଲେ ଅଭିନେତ୍ରୀ

ଅଭିନେତ୍ରୀ ସାରା ଅଲ୍ଲୀ ଖାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟ କରନ୍ତି। କରୋନା ଲାଗି ହୋଇଥିବା...

ସାଉଥ ଅଭିନେତ୍ରୀଙ୍କ ପ୍ରେମରେ ଭାଇଜାନ!

ବଲିଉଡ୍‌ର ସୁପରଷ୍ଟାର ସଲମାନ ଖାନ ବର୍ତ୍ତମାନ ସାଉଥ ଅଭିନେତ୍ରୀଙ୍କ ପ୍ରେମରେ। ଉଭୟଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜରେ ମଧ୍ୟ ଦେଖିବାକୁ ମିଳିଛି। ଏପରି କିଛି ବାସ୍ତବ ଜୀବନରେ ନୁହଁ...

ଅମିତାଭ ବଚ୍ଚନ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରୁଟିନ୍‌ ଚେକ୍‌ଅପ୍‌ ପାଇଁ ଯାଇଥିବାବେଳେ ତାଙ୍କୁ ସେଠାରେ ରଖାଯାଇଛି। ପେଟରେ ଅଧିକ...

ପୁଣି ଏକାଠି ନଜର ଆସିବେ ଏହି ଯୋଡି

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ଦର୍ଶକ ଏକାଠି ଦେଖିବାକୁ ପାଇବେ। ଖୁବ୍‌ ଶୀଘ୍ର ସେମାନେ ଫିଲ୍ମ‘ବଣ୍ଟି...

Advertisement
Archives

Model This Week