ମନୋରଞ୍ଜନ

ଜୁଆ ଖେଳ ଯୋଗୁ ଏହି ପ୍ରସିଦ୍ଧ ଅଭିନେତାଙ୍କ ଉଜୁଡି ଯାଇଥିଲା ବୈବାହିକ ସଂସାର

ଜୁଆ ଖେଳର ନିଶା ଯୋଗୁ କେତେ ଘର ନଷ୍ଟ ହୋଇଯାଇଛି। ଏହାର ଏକ ବଡ଼ ଉଦାହରଣ ହେଉଛି ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅଭିନେତା ଅରବାଜ ଖାନ। ଜୁଆ ଖେଳ ଯୋଗୁ ଏହି ହୁହିଁଙ୍କ ବୈବାହିକ ଜୀବନରେ ପଡିଛି ଯବନିକା। ଯଦିଓ…

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତ୍ରୀ: ଜାଣନ୍ତୁ କାହିଁକି…

ଡେଟିଂ ଉପରେ ଆଧାରିତ ଟିଭି ରିଆଲିଟି ଶୋ’ ‘ମୁଝ୍‌ସେ ଶାଦି କରୋଗେ’ରୁ ଘରେ ଘରେ ପରିଚିତ ହୋଇସାରିଥିବା ଅଭିନେତ୍ରୀ ହେଉଛନ୍ତି ଆଞ୍ଚଲ ଖୁରାନା। ମଙ୍ଗଳବାର ସନ୍ଧ୍ୟାରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ଗାଡି ତାଙ୍କ କାରକୁ ଧକ୍କା ଦେବାରୁ…

ରିୟାଙ୍କ ମାୟାଜାଲରୁ ମୁକୁଳାଇବା ଲାଗି ଭଉଣୀଙ୍କୁ ଅନୁରୋଧ କରିଥିଲେ ସୁଶାନ୍ତ

ମୁମ୍ବାଇ, ୫।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଅଧିକ ରହସ୍ୟମୟ ହେବାରେ ଲାଗିଛି। ସମ୍ପ୍ରତି ସୁଶାନ୍ତଙ୍କ ବଡ଼ ଭଉଣୀ ରାନୀଙ୍କ ମନ୍ତବ୍ୟ ଆତ୍ମହତ୍ୟାକୁ ହତ୍ୟା ଭଳି ପ୍ରତିପାଦିତ କରିଛି। ରାନୀ କହିଛନ୍ତି ଯେ, ସୁଶାନ୍ତ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କଠାରୁ…

ଇବ୍ରାହିମ ଅଲ୍‌କାଜିଙ୍କ ପରଲୋକ

ନୂଆଦିଲ୍ଲୀ,୫।୮: ଥିଏଟର ଲିଜାଣ୍ଡ ଇବ୍ରାହିମ୍‌ ଆଲ୍‌କାଜିଙ୍କ ମଙ୍ଗଳବାର ନୂଆଦିଲ୍ଲୀର ଏସ୍‌କର୍ଟ ହସ୍ପିଟାଲରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୯୫ ବର୍ଷ ହୋଇଥିଲା। ଭାରତରେ ଥିଏଟର ଜଗତରେ ଇବ୍ରାହିମ୍‌ ବିପ୍ଲବ ଆଣିଥିଲେ। ୪୦ ଦଶକରେ ମୁମ୍ବାଇରେ ଜଣେ ବିଶିଷ୍ଟ ଥିଏଟର ଆର୍ଟିଷ୍ଟ ଭାବେ…

ସାକ୍ଷାତକାରରେ ଲାଇଭ୍‌ ଥିବା ବେଳେ କାନ୍ଦିପକାଇଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ତଥା ନର୍ସ ଶିଖା ମଲହୋତ୍ରା ନିଜ କାମ ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ସବୁଠାରେ ତାଙ୍କର ପ୍ରଶଂସା କରାଯାଉଛି। କାରଣ ଶିଖା କରୋନା ମୁକାବିଲା ପାଇଁ ମୁମ୍ବାଇର ଏକ ହସ୍ପିଟାଲରେ ସ୍ବେଚ୍ଛସେବୀ ଭାବେ କାମ କରୁଛନ୍ତି। ସେ କାମ…

ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଶୁଣି ଭୋ ଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ରାଜନେତା

ରାଜ୍ୟସଭା ସଦସ୍ୟ ଅମର ସିଂଙ୍କ ୬୪ ବର୍ଷ ବୟସରେ ଗତ ଶନିବାର ନିଧନ ଘଟିଛି। ବଲିଉଡ୍‌ କାଳାକାରଙ୍କ ସହ ତାଙ୍କ ସମ୍ପର୍କ ବେଶ୍‌ ଭଲ ଥିଲା। ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ତାଙ୍କ ସ୍ବାମୀଙ୍କ ସହ ଅମର ସିଂଙ୍କ ଦୃଢ ସମ୍ପର୍କ…

ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ଦାବି କଲେ ବିହାର ସରକାର

ପାଟନା,୪।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ ମାସରୁ ଊର୍ଦ୍ଧ୍ୱ ବିତିଯାଇଛି। ହେଲେ ତାଙ୍କ ମୃତ୍ୟୁ ପଛର କାରଣ ଏବେ ବି ରହସ୍ୟ ଘେରରେ ରହିଛି। ଜଣେ ଦକ୍ଷ ଅଭିନେତା କେଉଁ ପରିସ୍ଥିତିରେ ଏଭଳି ପଦକ୍ଷେପ ନେଲେ ବା…

ସ୍ବାମୀଙ୍କଠାରୁ ଅଲଗା ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ମିନିଶା ଲାମ୍ବା ସ୍ବାମୀ ରିଆନ ଥାମଙ୍କୁ ଛାଡପତ୍ର ଦେଇଛନ୍ତି। ୨୦୧୮ରୁ ମିନିଶା ଏବଂ ରିଆନ ଅଲଗା ରହୁଥିଲେ। ନିକଟରେ ଏକ ସାକ୍ଷାତକାରରେ ମିନିଶା କହିଛନ୍ତି, ମୁଁ ଏବଂ ରିଆନ ପରସ୍ପରଠାରୁ ଅଲଗା ହୋଇଯାଇଛୁ। ଆଇନଗତ କାର୍ଯ୍ୟ ମଧ୍ୟ ସମାପ୍ତ…

ବିଧାନସଭାରେ ସିବିଆଇ ତଦନ୍ତ ଦାବି

ମୁମ୍ବାଇ,୪।୮:ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ ବାଦବିବାଦ ଲାଗିଥିବାବେଳେ ମୁମ୍ବାଇ ପୋଲିସ ସୋମବାର ରହସ୍ୟ ଖୋଲିଛି। ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତ ମାନସିକ ଭାବେ ଚାପଗ୍ରସ୍ତ ଥିଲେ। ବାଇପୋଲାର ଡିଜ୍‌ଅର୍ଡର ଯୋଗୁ ସେ ଚିକିତ୍ସିତ ହେବା ସହ ଔଷଧ ମଧ୍ୟ ଖାଉଥିଲେ…

ଆତ୍ମହତ୍ୟା କରିବାକୁ ଚାହୁଁଥିବା ବନ୍ଧୁଙ୍କୁ ରୋକିଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଇତିମଧ୍ୟରେ ଦେଢ଼ ମାସ ହୋଇଯାଇଛି। କିନ୍ତୁ ଏବେ ବି ତାଙ୍କୁ ଭୁଲିପାରି ନାହାନ୍ତି ପରିବାର ଲୋକେ ଏବଂ ପ୍ରଶଂସକ। ପ୍ରତିଦିନ ତାଙ୍କୁ ନେଇ ଚର୍ଚ୍ଚା ହେଉଛି। ସୁଶାନ୍ତ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେବେ,…

ଗୀତ ଅଭ୍ୟାସ କରୁଛି ରୋହିତ୍‌ଙ୍କ ପୋଷା କୁକୁର

ମୁମ୍ବାଇ, ୩।୮: ଏବେ ମୁମ୍ବାଇର ରାଇଟର ତଥା କମେଡିଆନ୍‌ ରୋହିତ୍‌ ନାୟାରଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ୨୯ ସେକେଣ୍ଡର ଭିଡ଼ିଓରେ ରୋହିତ୍‌ ନିଜ ପୋଷା କୁକୁର ଜୋଏ ସହିତ ଗୀତ ଗାଉଥିବାରୁ ଦେଖିବାକୁ ମିଳୁଛି।…

ଭଉଣୀଙ୍କୁ ଏମିତି ଉପହାର ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ଆଜି ସାରା ଦେଶରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଉଛି। ଫିଲ୍ମ ଷ୍ଟାର୍‌ମାନେ ମଧ୍ୟ ଏହି ଦିନଟିକୁ ବିଶେଷ ଭାବରେ ପାଳନ କରୁଛନ୍ତି। ଅଭିନେତା ଅକ୍ଷୟ କୁମାର ଆଜିର ଦିନରେ ତାଙ୍କ ଭଉଣୀ ଅଲ୍‌କା ଭାଟିଆଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri