ଗୀତ ଅଭ୍ୟାସ କରୁଛି ରୋହିତ୍‌ଙ୍କ ପୋଷା କୁକୁର

ମୁମ୍ବାଇ, ୩।୮: ଏବେ ମୁମ୍ବାଇର ରାଇଟର ତଥା କମେଡିଆନ୍‌ ରୋହିତ୍‌ ନାୟାରଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ୨୯ ସେକେଣ୍ଡର ଭିଡ଼ିଓରେ ରୋହିତ୍‌ ନିଜ ପୋଷା କୁକୁର ଜୋଏ ସହିତ ଗୀତ ଗାଉଥିବାରୁ ଦେଖିବାକୁ ମିଳୁଛି। ଜୋଏ ରୋହିତଙ୍କ ସ୍ବରରେ ତାଳ ମିଳାଇ ଭୁକିବାକୁ ଲାଗୁଛି। ଭିଡ଼ିଓକୁ ଶେୟାର କରି ରୋହିତ୍‌ ଲେଖଛନ୍ତି ଯେ, ‘ରାଗ୍‌ ଭୋକାର’ରେ ପୋଷା କୁକୁର ତାଙ୍କ ସହିତ ଗୀତ ଗାଇବା ଅଭ୍ୟାସ କରୁଛି। ଇତିମଧ୍ୟରେ ଏହି ଭିଡ଼ିଓକୁ ୧୬ ଲକ୍ଷରୁ ଅଧିକ ଥର ଦେଖା ହୋଇସାରିଛି। ୨୮ ହଜାରରୁ ଅଧିକ ୟୁଜର ଭିଡ଼ିଓକୁ ନେଇ ନିଜର ମତାମତ ଦେଇଛନ୍ତି। ଜୋଏର ଉତ୍ସାହ ଏବଂ ଗୀତ ଗାଇବାର ଆଗ୍ରହକୁ ୟୁଜର ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ନେତା ଶିବକୁମାରଙ୍କ ଘରେ ସିବିଆଇ ଚଢ଼ାଉ

ବେଙ୍ଗାଲୁରୁ, ୫।୧୦: କର୍ନାଟକ କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ଡି.କେ. ଶିବକୁମାରଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବାରୁ ଏହି...

ସୁପ୍ରିମକୋର୍ଟ ଗଲେ ସିନ୍ଧେ

ମୁମ୍ବାଇ/ନୂଆଦିଲ୍ଲୀ,୨୭ା୬: ଶିବସେନାର ଅସଲ ନେତା କିଏ ତାକୁ ନେଇ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଓ ବିଦ୍ରୋହୀ ସେନାପତି ଏକନାଥ ସିନ୍ଧେଙ୍କ ମଧ୍ୟରେ ଟଣାଓଟରା ଜାରି...

ପୁଣି ଭାରତୀୟ ଦଳର ଜର୍ସି ପିନ୍ଧିଲେ ଧୋନୀ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୭।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ କ୍ରିକେଟର୍‌ ସମସ୍ତ ଫର୍ମାଟ୍‌ରେ ଅବସର ନେଇଛନ୍ତି। ଏବେ ସେ କେବଳ ଆଇପିଏଲ୍‌ ଖେଳୁଛନ୍ତି। ନିକଟରେ...

ବୋଲ୍ଡ ଲୁକ୍‌ରେ ଇଲିଆନା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡି-କ୍ରୁଜ ଫଟୋ ଏବଂ ଭିଡିଓକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଏବେ ସେ ମାଲଦ୍ୱୀପରେ ଛୁଟିଦିନ କାଟୁଛନ୍ତି...

ଡ୍ରାଇଭର ସହ ଯୁକ୍ତିତର୍କ ପରେ ପୁଅକୁ ଗୁଳି କଲେ ବାପା

ମାଙ୍ଗାଲୋର,୬।୧୦: ବାପାଙ୍କ ଗୁଳି ମାଡ଼ରେ ଗୁରୁତର ହୋଇ ଜଣେ ୧୬ ବର୍ଷୀୟ ନାବାଳକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବାପାଙ୍କ ନାମ ରାଜେଶ ପ୍ରଭୁ। ସେ ଏକ...

ଦୁଇରୁ ୩ ମାସରେ ଭାଙ୍ଗିବ ବିହାର ସରକାର

ପାଟନା,୨୭।୬: ଦୁଇରୁ ୩ ମାସ ମଧ୍ୟରେ ଭାଙ୍ଗିବାକୁ ଯାଉଛି ନୀତିଶ କୁମାରଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍‌ଡିଏ) ସରକାର। ବିହାର ବିରୋଧୀ ଦଳ ନେତା...

କରୋନା ନେଲାଣି ୪୫ ପୋଲିସଙ୍କ ଜୀବନ

ମୁମ୍ବାଇ,୧୮।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରର ସ୍ଥିତି ଏବେବି ଉଦ୍‌ବେଗଜନକ ରହିଛି। ମହାରାଷ୍ଟ୍ରରେ ଏବେ ସୁଦ୍ଧା ୪୫ ଜଣ...

ରାଜସ୍ଥାନ ନାଁ କର୍ତ୍ତବ୍ୟ ସ୍ଥାନ ହେଉ: ଥରୁର

ନୂଆଦିଲ୍ଲୀ,୧୧ା୯: କେନ୍ଦ୍ର ସରକାର ନୂଆଦିଲ୍ଲୀ ରାଜପଥକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରିଛନ୍ତି। ରାଜପଥ ଭାରତର ଦାସତ୍ୱର ପ୍ରତୀକ ଥିଲା, ଯାହା ଏବେ ଇତିହାସ ହେଲା...

Advertisement
Archives

Model This Week