ଆତ୍ମହତ୍ୟା କରିବାକୁ ଚାହୁଁଥିବା ବନ୍ଧୁଙ୍କୁ ରୋକିଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଇତିମଧ୍ୟରେ ଦେଢ଼ ମାସ ହୋଇଯାଇଛି। କିନ୍ତୁ ଏବେ ବି ତାଙ୍କୁ ଭୁଲିପାରି ନାହାନ୍ତି ପରିବାର ଲୋକେ ଏବଂ ପ୍ରଶଂସକ। ପ୍ରତିଦିନ ତାଙ୍କୁ ନେଇ ଚର୍ଚ୍ଚା ହେଉଛି। ସୁଶାନ୍ତ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେବେ, ତାହା ବିଶ୍ୱାସ ହେଉ ନାହିଁ। ଏହା କହିଛନ୍ତି ସୁଶାନ୍ତଙ୍କ କୋରିଓଗ୍ରାଫର ବନ୍ଧୁ ଗଣେଶ ହିଓ୍ବାର୍‌କର। ସେ କହିଛନ୍ତି ଯେ, ଯେତେବେଳେ ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲି, ସେତେବେଳେ ସୁଶାନ୍ତ ମୋତେ ଏପରି କରିବାକୁ ବାରଣ କରିଥିଲେ। ଶେଷରେ ନିଜେ ଆତ୍ମହତ୍ୟା କଲେ ବୋଲି ଗଣେଶ କହିଛନ୍ତି।
୨୦୦୭ରେ ଗଣେଶ ପ୍ରଥମ ଥର ସୁଶାନ୍ତଙ୍କୁ ଭେଟିଥିଲେ। ଏହି ସମୟରେ ଗଣେଶଷଙ୍କର ତାଙ୍କ ପ୍ରେମିକଙ୍କ ସହ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ତେଣୁ ସେ ଦୁଃଖରେ ଆତ୍ମହତ୍ୟା କରିବାକୁ ଚାହୁଁଥିବା ସୁଶାନ୍ତଙ୍କୁ କହିଥିଲେ। ଏପରି ନ କରିବା ପାଇଁ ସୁଶାନ୍ତ ତାଙ୍କୁ ବହୁତ ବୁଝାଇଥିଲେ। ଖାଲି ସେତିକି ନୁହେଁ, ଏହି ସମୟରେ ସୁଶାନ୍ତ ତାଙ୍କ ସହ ସମୟ ବିତାଇବା ସହ ଘଣ୍ଟା ଧରି କଥା ହେଉଥିଲେ। ଆତ୍ମହତ୍ୟା ପାଇଁ ଅନ୍ୟକୁ ମନା କରୁଥିବା ବ୍ୟକ୍ତି ନିଜେ କିପରି ଏମିତି କରିପାରବେ ବୋଲି ଗଣେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଚିନ୍ତାରୁ ଦୂରେଇବା ପାଇଁ ମାଧୁରୀଙ୍କ ଗୀତରେ ନୃତ୍ୟକଲେ ବିଦେଶୀ ମହିଳା

କରୋନା ଭୟରେ ଅଧିକାଂଶ ଦେଶର ଲୋକେ ଘରୁ ବାହାରିବା ବନ୍ଦ କରିଦେଲେଣି। ଏତିକିବେଳେ ଜର୍ମାନର ଜଣେ ମହିଳା କରୋନା ଚିନ୍ତାରୁ ମୁକୁଳିବା ପାଇଁ ଏକ ଖାସ୍‌...

ଶବ୍ଦରେ ଛନ୍ଦି ହେବାକୁ ଦିଅନ୍ତିନି ଖୋକାଭାଇ

ଓଡ଼ିଆ ଭଜନ ହେଉ କି ଆଧୁନିକ ସଙ୍ଗୀତ, ନିଜର ଯାଦୁକରି କଣ୍ଠ ସାହାଯ୍ୟରେ ଯିଏ ଅଗଣିତ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମନରେ ଜାଗା ସୃଷ୍ଟି କରି ପାରିଛନ୍ତି...

ମାଟି ପାତ୍ର ଚା’ର ମଜା ନେଲେ ଅନନ୍ୟା-କାର୍ତ୍ତିକ

ମୁମ୍ବଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପାଇଁ ବ୍ୟସ୍ତ ଅଛନ୍ତି। ଲକ୍ଷ୍ନୌରେ ଏବେ...

ବଡ ପରଦାକୁ ଫେରିବେ ରାହୁଲ !

ମୁମ୍ବାଇ: ଦିନେ ବଲିଉଡ୍‌ରେ ହ୍ୟାଣ୍ଡସମ ହିରୋ ଭାବେ ପରିଚିତ ଥିବା ରାହୁଲ ରଏ କିଛିଦିନ ହେବ ଆଉ ବଡ ପରଦାରେ ନଜର ଆସୁ ନାହାନ୍ତି। ଏବେ...

ପୁଲ୍‌ଓ୍ବାମା ସହିଦଙ୍କୁ ମନେ ପକାଇ ଗୀତ ରେକର୍ଡିଂ କଲେ ଐଶ୍ୱର୍ଯ୍ୟା

ପୁଲଓ୍ବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବଲିଉଡ୍‌ ଷ୍ଟାରମାନେ ଏକ ଗୀତ ରେକର୍ଡିଂ କରିଛନ୍ତି। ଏହି ଗୀତର ନାଁ ‘ତୁ ଦେଶ୍‌ ମେରା’। ଅମିତାଭ ବଚ୍ଚନ,...

ପ୍ରଯୋଜିକା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରିୟା

ଫିଲ୍ମ ପ୍ରଯୋଜିକା ତଥା ବଲିଉଡ୍‌ ଅଭିନେତା ଅନିଲ କପୁରଙ୍କ ସାନ ଝିଅ ରିୟା କପୁର। ମୁମ୍ବାଇରେ ଜନ୍ମିତ ରିୟା ଜଣେ ଫିଲ୍ମ ନିର୍ମାତା ସାଙ୍ଗକୁ ଫ୍ୟାଶନ...

୨୦ ହଜାର ଯୋଡା ଜୋତା ଦାନ କରିବେ ପ୍ରିୟଙ୍କା !

ମୁମ୍ବାଇ: ଦେଶ କରୋନା ଭାଇରସ ସହ ଲଢୁଥିବା ବେଳେ ଏବେ ସମସ୍ତେ ଏହାଠାରୁ ବିଜୟୀ ହେବାକୁ ଲାଗି ପଡିଛନ୍ତି। ବଲିଉଡ୍‌ର ଅନେକ ସେଲିବ୍ରିଟି ଏ ଦିଗରେ...

ନିଜ ଗୁରୁଙ୍କ ଫଟୋ ଶେୟାର କରି ଭାବୁକ ହେଲେ ନଓ୍ବାଜୁଦ୍ଦିନ

ମୁମ୍ବାଇ: ବଲିଉଡ୍‌ରେ ନିଜର ଦମଦାର ଅଭିନୟ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନଓ୍ବାଜୁଦ୍ଦିନ ସିଦ୍ଦିକି। ହେଲେ ସେ କାହାଠାରୁ ଅଭିନୟ ଶିକ୍ଷା କରିଛନ୍ତି...

Coronavirus Update

Archives

Model This Week

Why Dharitri