ପବ୍‌ଜୀ ପରେ ଏବେ ଆସିବ ଫଉଜୀ: ଅକ୍ଷୟ

ମୁମ୍ବାଇ,୪।୯: ଭାରତ ସରକାର ଚାଇନିଜ୍‌ ଆପ୍‌ ବ୍ୟାନ କରି ପଡୋଶୀ ଦେଶ ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ କରିଛନ୍ତି ବୋଲି କହୁଛନ୍ତି। ଭାରତ ସରକାର ୧୧୮ ଚାଇନିଜ ଆପ୍‌ ବ୍ୟାନ କରିଥିବା ବେଳେ ଦେଶରେ ସବୁଠାରୁ ଲୋକପ୍ରିୟ ଗେମିଙ୍ଗ ଆପ୍‌ ପବ୍‌ଜୀର ମଧ୍ୟ ଏଥିରେ ପାଳି ପଡିଛି। ହେଲେ ପବ୍‌ଜୀ ବ୍ୟାନ ହେବାର ଦ୍ୱିତୀୟ ଦିନରେ ବଲିଉଡ୍‌ର ଖିଲାଡି ବୟ ଅକ୍ଷୟ କୁମାର ପବ୍‌ଜୀ ଖେଳାଳୀଙ୍କ ପାଇଁ ଏକ ଖୁସି ଖବର ଦେଇଛନ୍ତି। ସେ କହିଛନ୍ତି ପବ୍‌ଜୀକୁ ମିସ୍‌ କରୁଥିବା ଲୋକଙ୍କ ପାଇଁ ଖୁବ୍‌ଶୀଘ୍ର ଏହାର ବିକଳ୍ପ ଅର୍ଥତ୍‌ ଫଉଜୀ(Fearless and United: Guards (FAU:G)) ଆସିଯିବ। ଏହା ଅକ୍ଷୟ କୁମାରଙ୍କ ମେଣ୍ଟରଶିପରେ ପ୍ରସ୍ତୁତ କରାଯିବ ଯାହା ଏକ ମଲ୍ଟିପ୍ଲେୟାର ଆକ୍ସନ ଗେମ୍‌ ହେବ। ଏହା ସମ୍ପୂର୍ଣ୍ଣ ରୂପେ ଭାରତର ହେବ। ଆଉ ଏଥିରୁ ଆୟ ଅର୍ଥର ୨୦ ପ୍ରତିଶତ ‘ଭାରତର ବୀର ଟ୍ରଷ୍ଟ’କୁ ଦାନ କରାଯିବ। ଏଥିରେ ଭାରତୀୟ ଯବାନଙ୍କୁ ସହଯୋଗ ମିଳିବ। ଅକ୍ଷୟ କହିଛନ୍ତି ଯୁବବର୍ଗ ପାଇଁ ଗେମିଂ ଇଣ୍ଟରନେଟର ଏକ ଜରୁରୀ ଅଂଶ ପାଲଟି ଯାଇଛି। ଏହି ଫଉଜୀକୁ ଅକ୍ଟୋବର ମାସରେ ଲଞ୍ଚ କରିବାକୁ ଅକ୍ଷୟ ଲକ୍ଷ୍ୟ ରଖିଛନ୍ତି। ଏହା ଉଭୟ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେବେ ସୋନମ କପୁର

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ସେ ଏନେଇ ସୂଚନା ଦେଇଛନ୍ତି। ଫଟୋରେ ସେ ସ୍ବାମୀ...

କୁଳଭୂଷଣଙ୍କ ଭଳି ପାକିସ୍ତାନ ଜେଲ୍‌ରେ ଅଛନ୍ତି ୨୭୩ ଭାରତୀୟ

ନୂଆଦିଲ୍ଲୀ,୧୮।୭: କୁଳଭୂଷଣ ଯାଦବଙ୍କ ଭଳି ପାକିସ୍ତାନ ଜେଲ୍‌ରେ ୨୭୩ ଜଣ ଭାରତୀୟ ବନ୍ଦୀ ଭାବେ ରହିଛନ୍ତି। ପାକିସ୍ତାନରେ ବିଭିନ୍ନ ଜେଲ୍‌ରେ ଏହି ଭାରତୀୟମାନେ ରହିଛନ୍ତି। ସେମାନଙ୍କ...

ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ପାଇଁ ଶପଥ ନେବା

ନୂଆଦିଲ୍ଲୀ,୩୦ା୯(ପି.ଟି.): ସ୍ବଚ୍ଛ ଭାରତ ଅଭିଯାନ, ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତରେ ପ୍ଲଗିଙ୍ଗ୍‌ ଅଭିଯାନ ଆରମ୍ଭ କରିବା ଲାଗି ତାଙ୍କର...

ବିଳମ୍ବିତ ରାତିରେ ଜମ୍ମୁ କ୍ୟାମ୍ପରେ ଶରଣ ନେଲେ କଶ୍ମୀରୀ ପଣ୍ଡିତ, କର୍ମଚାରୀ

ଜମ୍ମୁ,୩ ।୬: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ୧୨ ଘଣ୍ଟା ମଧ୍ୟରେ ଆତଙ୍କବାଦୀମାନେ ୨ ମୁଣ୍ଡ ଗଡାଇଲେଣି...

ସତ୍ତା ନୁହେଁ, ସତ୍ୟମେବ

ନୂଆଦିଲ୍ଲୀ,୨୭ା୮: କ୍ଷମତା ନୁହେଁ, ସତ୍ୟର ବିଜୟ ହେବ। ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ କେନ୍ଦ୍ରର ଭୁଲ୍‌ ନିଷ୍ପତ୍ତି ଓ ବିରୋଧୀ ଶାସିତ ରାଜ୍ୟଗୁଡ଼ିକୁ କ୍ରମାଗତ ଅବହେଳା ବିରୋଧରେ...

ମାଙ୍କଡ ଭଳି ସବୁଦିନ ଡିଆଁ କୁଦା କରୁଛନ୍ତି ରାଜଭର: ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ଲକ୍ଷ୍ନୌ,୨୮ ।୭: ସୁହେଲଦେବ ଭାରତୀୟ ସମାଜ ପାର୍ଟି(ସୁଭାସପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଓ ସମାଜବାଦୀ ପାର୍ଟି(ସପା) ମଧ୍ୟରେ ତଲାକ ହୋଇଯାଇଛି । ଏହାପରେ...

ବିବାହରେ ମନ୍ତ୍ର ବଦଳରେ ପଢ଼ାଗଲା ଆମେ ଭାରତବାସୀ…

କାଙ୍କେର,୨୭।୨: ବିବାହରେ ମନ୍ତ୍ର ପାଠ କରାଯାଇଥାଏ। ତେବେ ଛତିଶଗଡ଼ କାଙ୍କେରରେ ଏକ ଏକ ବିବାହ ଉତ୍ସବରେ ମନ୍ତ୍ର ବଦଳରେ ଆମେ ଭାରତବାସୀ ପାଠ କରାଯାଇ କନ୍ୟା-ବର...

୩୦୦ ଟଙ୍କା ଭିତରେ ହେଉଥିବା ସମସ୍ତ ଟେଷ୍ଟ ଏବେ ମାଗଣା

ନୂଆଦିଲ୍ଲୀ,୨୦।୫: ରୋଗୀଙ୍କୁ ଆଉ ଦେବାକୁ ପଡିବନି ଟଙ୍କା। ମାଗଣାରେ ରୋଗୀମାନେ ନିଜର ପରୀକ୍ଷଣ କରିପାରିବେ। ଏ ନେଇ ଦିଲ୍ଲୀ ଏମ୍‌ସ ପକ୍ଷରୁ ଘୋଷଣା କରାଯାଇଛି। ୩୦୦...

Advertisement
Archives

Model This Week