ମନୋରଞ୍ଜନ

ହୋଟେଲ ଓ୍ବେଟରରୁ ସଫଳ ଅଭିନେତା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ କଳାକାରଙ୍କ ମଧ୍ୟରେ ଅଭିନେତା ବୋମନ ଇରାନୀ ଅନ୍ୟତମ। ମଙ୍ଗଳବାର ଏକ ସାକ୍ଷାତ୍‌କାର ଦେଇ ବୋମନ ତାଙ୍କ ନିଜ ଜୀବନର ଅନେକ କାହାଣୀ ସମ୍ପର୍କରେ ପ୍ରଘଟ କରିଛନ୍ତି। ସେ ମୁମ୍ବାଇର ମିଠିବାଇ କଲେଜରୁ ସ୍ନାତକ ପଢ଼ା ସାରି ବୋମନ…

କମେଡିଆନ୍‌ ସୁନୀଲ ପାଲଙ୍କୁ କରାଯାଇଥିଲା ଅପହରଣ

ମୁମ୍ବାଇ: ମିଳିଲା କମେଡିଆନ ସୁନୀଲ ପାଲଙ୍କ ପତ୍ତା। ସେ ନିଖୋଜ ଥିବା ନେଇ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ ଏବେ ସେ ଠିକ୍‌ ଥିବା ନିଜେ ଫୋନ୍‌ ଯୋଗେ କହିଛନ୍ତି। ଏହାଛଡ଼ା ତାଙ୍କର ଅପହରଣ ହୋଇଥିବା ସେ ପୋଲିସକୁ ଜଣାଇଛନ୍ତି।…

ନିଖୋଜ, ଅପହରଣ ନା ପ୍ରଚାର…ହାସ୍ୟ ଅଭିନେତା ସୁନୀଲ ପାଲ ନିଖୋଜ ନେଇ ଥାନାରେ ପତ୍ନୀ

ମୁମ୍ବାଇ,୩।୧୨: ଅଭିନେତା ତଥା ଲୋକପ୍ରିୟ କମେଡିଆନ୍‌ ସୁନୀଲ ପାଲଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ସେ ନିଖୋଜ ଥିବା ନେଇ ପତ୍ନୀ ସାନ୍ତାକ୍ରୁଜ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସାରା ଦିନ ପତ୍ନୀଙ୍କ ସହ ସମ୍ପର୍କ ହୋଇପାରିନାହିଁ। ଫୋନ୍‌ କରିବାରେ…

‘ଦ ସାବରମତି ରିପୋର୍ଟ’ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୨: ସଂସଦର ବାଲ୍‌ଯୋଗୀ ଅଡିଟୋରିୟମରେ ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ଦେଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଏନ୍‌ଡିଏର ଏମ୍‌ପିମାନେ ମଧ୍ୟ ଏହି ଚଳଚ୍ଚିତ୍ର ଦେଖିଛନ୍ତି। ଏନେଇ ସ୍ପେଶାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଥିଲା।…

ଅପରାହ୍ନ ୪ଟାରେ ମୋଦି ଦେଖିବେ ‘ଦ ସାବରମତି ରିପୋର୍ଟ’

ନୂଆଦିଲ୍ଲୀ,୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅପରାହ୍ନ ୪ଟାରେ ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ଦେଖିବେ। ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରଟି ନ୍ୟାୟ ବ୍ୟବସ୍ଥା, ସମାଜ ଏବଂ ବ୍ୟକ୍ତିଗତ ସଂଘର୍ଷକୁ ଗତିଶୀଳ ହୋଇଛି। ମୁଭିର କାହାଣୀ ଗଭୀର ସାମାଜିକ…

ଛାଡପତ୍ର ଖବର ମଧ୍ୟରେ ବିବାହିତ ପୁରୁଷଙ୍କୁ ଏମିତି ଉପଦେଶ ଦେଲେ ଅଭିଷେକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଭିଷେକ ବଚ୍ଚନଙ୍କ ସହ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଦୀର୍ଘ ଦିନ ଧରି ଖବରରେ ରହିଛନ୍ତି। ଦମ୍ପତିଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ପ୍ରଚାରିତ ହେଉଛି। ତେବେ ଏହି ଖବର…

ଅଭିନୟରୁ ସନ୍ନ୍ୟାସ ନେଇ ଘୋଷଣା କରି ଚମକାଇଲେ ଅଭିନେତା ବିକ୍ରାନ୍ତ ମେସି, ୨୦ ବର୍ଷ କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ବମ୍ବେ: ଅଭିନୟରୁ ସନ୍ନ୍ୟାସ ଘୋଷଣା କଲେ ଚର୍ଚ୍ଚିତ ବଲିଉଡ୍‌ କଳାକାର ବିକ୍ରାନ୍ତ ମେସି। ନିକଟରେ ତାଙ୍କ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ରିଲିଜ ହୋଇଥିଲା। ଏଥିରେ ତାଙ୍କ ଚରିତ୍ର ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲା। ଫିଲ୍ମକୁ ନେଇ ଚର୍ଚ୍ଚା ଥମି…

ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ରାଶି

ମୁମ୍ବାଇ: ଅଭିନେତ୍ରୀ ରାଶି ଖାନ୍ନା ନିଜର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ବେଶ୍‌ ପ୍ରଶଂସା ସାଉଣ୍ଟିଛନ୍ତି। କେବଳ ବଲିଉଡ୍‌ରେ ନୁହେଁ, ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ନିକଟରେ ଅଭିନେତା ବିକ୍ରାନ୍ତ ମେସିଙ୍କ ସହ…

ପ୍ରଥମ ଦିନ ୩୦୦ କୋଟି କ୍ଲବରେ ପହଞ୍ଚିବ ‘ପୁଷ୍ପା ୨’

ହାଇଦ୍ରାବାଦ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ‘ପୁଷ୍ପା ୨: ଦି ରୁଲ୍‌’ ଫିଲ୍ମ ଆସନ୍ତା ୫ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମକୁ ନେଇ ସିନେପ୍ରେମୀ ଓ ଦର୍ଶକଙ୍କ ମଧ୍ୟରେ…

ଆତ୍ମହତ୍ୟା କଲେ ଚର୍ଚ୍ଚିତ ଅଭିନେତ୍ରୀ: ବାସଭବନରୁ ମିଳିଲା ମୃତଦେହ

ହାଇଦ୍ରାବାଦ,୧।୧୨: ଟେଲିଭିଜନ ଏବଂ ସିନେମା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶୋବିଥା ଶୋଭାନ୍ନାଙ୍କ ମୃତଦେହ ହାଇଦ୍ରାବାଦସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ୩୦ ବର୍ଷୀୟ ଶୋବିଥା ଗତ ରାତିରେ ନିଜର ଜୀବନ ହାରିଥିବା…

ବିଜୟ ଦେବରକୋଣ୍ଡା ନୁହନ୍ତି ରଶ୍ମିକାଙ୍କ ହୃଦୟରେ ଏହି ଷ୍ଟାରଙ୍କ ରାଜ୍‌, ନିଜେ କରିଦେଲେ ବଡ଼ ଖୁଲାସା

ମୁମ୍ବାଇ: ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରିରେ କେବଳ ଜଣେ ହିରୋଇନଙ୍କ ନାମ ଚର୍ଚ୍ଚାରେ। ସେ ହେଉଛନ୍ତି ‘ପୁଷ୍ପା’ର ଶ୍ରୀବଲି ’ ଅଭିନେତ୍ରୀ ରଶ୍ମିକା ମନ୍ଦନା। ‘ପୁଷ୍ପା ୨’ ମାଧ୍ୟମରେ ଆଲୁ ଅର୍ଜୁନଙ୍କ ସହ ଖୁବ ଶୀଘ୍ର ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି…

ସଲମାନଙ୍କ ଜନ୍ମଦିନରେ ‘ସିକନ୍ଦର’ର ପ୍ରଥମ ପୋଷ୍ଟର

ମୁମ୍ବାଇ: ଖୁବ୍‌ଶୀଘ୍ର ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ନିଜର ପରବର୍ତ୍ତୀ ବ୍ଲକ୍‌ବଷ୍ଟର ପ୍ରୋଜେକ୍ଟ ‘ସିକନ୍ଦର’ ସହ ନିଜ ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଯାଉଛନ୍ତି। ଏ. ମୁରୁଗଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନଙ୍କ ‘ସିକନ୍ଦର’ ଅବତାରକୁ ଦର୍ଶକମାନେ ଉତ୍ସାହର ସହ ଅପେକ୍ଷାକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?