ମନୋରଞ୍ଜନ

ରଜନୀକାନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଆଜି ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଅନେକ ସଫଳତା ପାଇଛନ୍ତି। ସେ ତାଙ୍କର ଚମତ୍କାର ଅଭିନୟ ସହ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ଏକ ବିଳାସପୂର୍ଣ୍ଣ ଜୀବଳଶୈଳୀ…

ବିବାହର ୬ମାସ ପରେ ଗର୍ଭବତୀ ହେଲେ ସୋନାକ୍ଷୀ? ଅଭିନେତ୍ରୀ କହିଲେ…

ମୁମ୍ବାଇ: ବଲିୁଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଜହିର ଇକବାଲଙ୍କ ସହ ତାଙ୍କ ମ୍ୟାରେଡ ଲାଇଫ୍‌ ଏନଜୟ କରୁଛନ୍ତି। ନିକଟରେ ସୋନାକ୍ଷୀ ପରିବାର ସହିତ ଜହିରଙ୍କ ଜନ୍ମଦିନ ପାଳନ କରିଥିଲେ। ସୋନାକ୍ଷୀ ଏବଂ ଜହିର ୨୩ଜୁନ ରେ ବିବାହ କରିଥିଲେ। ବିବାହ ପରେ…

ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଖୋଲାଖୋଲି ଏମିତି କହିଦେଲେ ଅମିତାଭ, ସମସ୍ତେ କାବା

ମୁମ୍ବାଇ: ବଚ୍ଚନ ପରିବାର ଦୀର୍ଘ ଦିନ ଧରି ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଐଶ୍ୱର୍ଯ୍ୟା-ଅଭିଷେକ ବଚ୍ଚନଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି ଚାଲିଥିବା ଚର୍ଚ୍ଚା ଏବେ ଏକ ଗୁଜବ ବୋଲି ପ୍ରମାଣିତ ହୋଇଛି। ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଏବଂ…

ହଜାରେ କୋଟି କ୍ଲବ୍‌ରେ ‘ପୁଷ୍ପା ୨’

ହାଇଦ୍ରାବାଦ: ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ଦି ରୁଲ୍‌’ ଚଳଚ୍ଚିତ୍ର ରିଲିଜ୍‌ ହେବାର ମାତ୍ର ୬ ଦିନ ମଧ୍ୟରେ ୧ ହଜାର କୋଟି କ୍ଲବ୍‌ରେ ସାମିଲ ହୋଇ ରେକର୍ଡ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ‘ପୁଷ୍ପା ଦି ରୁଲ୍‌’ର ନିର୍ମାତାଙ୍କ ପକ୍ଷରୁ…

ମୋଦିଙ୍କୁ ଭେଟିଲେ କପୁର ପରିବାର, କରିନା ନେଲେ ଅଟୋଗ୍ରାଫ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୧।୧୨: ଭାରତୀୟ ସିନେମାର ମହାନ ଶୋ’ମ୍ୟାନ ରାଜ କପୁରଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଧୁମଧାମରେ ପାଳନ କରାଯିବ। କପୁର ପରିବାର ପୁରା ଦମରେ ଉତ୍ସବର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ଏହାକୁ…

‘ଫତେହ’ ଟିଜର ଆଉଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ ସମ୍ପ୍ରତି ନିଜର ଚଳଚ୍ଚିତ୍ର ‘ଫତେହ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇରେ ସେ ତାଙ୍କ ଜନ୍ମଦିନ ଅବସରରେ ଏହି ଫିଲ୍ମ ସମ୍ପର୍କରେ ନିଜ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ। ସୋମବାର ‘ଫତେହ’ର ଟିଜର ରିଲିଜ ହୋଇଛି।…

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଡିଭୋର୍ସକୁ ନେଇ ରାଗିଲେ ଅମିତାଭ

ମୁମ୍ବାଇ,୯।୧୨: ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମତଭେଦ ଖବର ଦୀର୍ଘ ଦିନ ଧରି ଚାଲିଆସୁଛି। ଅମ୍ବାନୀଙ୍କ ବିବାହରେ ଦମ୍ପତି ପୃଥକ ଭାବରେ ପହଞ୍ଚିବା ପରେ ଛାଡପତ୍ରର ଗୁଜବ ବୃଦ୍ଧି ପାଇଲା। ଏହା ପରେ ନିକଟରେ ଐଶ୍ୱର୍ଯ୍ୟା-ଅଭିଷେକ ଏକ…

୪ ଦିନରେ ୭୫୦ କୋଟି

ହାଇଦ୍ରାବାଦ: ରିଲିଜ୍‌ ହେବା ପରଠାରୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ଦି ରୁଲ୍‌’ ଚଳଚ୍ଚିତ୍ର ବିଭିନ୍ନ ରେକର୍ଡକୁ ଭଙ୍ଗ କରି ନୂତନ ରେକର୍ଡ ସୃଷ୍ଟି କରିଚାଲିଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ, ରବିବାର ରାତି ୧୧ଟା ସୁଦ୍ଧା ବିଶ୍ୱବ୍ୟପୀ ‘ପୁଷ୍ପା ୨’ ଚଳଚ୍ଚିତ୍ର…

ଅଭିନେତ୍ରୀ ସାଇରା ବାନୋ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ୧୯୬୦-୭୦ ଦଶକରେ ବଲିଉଡର ରାଜ୍‌ କରୁଥିବା ପ୍ରସିଦ୍ଧ ତଥା ଭେଟେରାନ ଅଭିନେତ୍ରୀ ସାଇରା ବାନୋ ଅସୁସ୍ଥ ହୋଇ ପଡିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ବର୍ଗତ ଅଭିନେତା ଦିଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି ଏବଂ ତାଙ୍କ…

ମୃତ ମହିଳାଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଆଲୁ ଅର୍ଜୁନ: ଦେବେ ୨୫ ଲକ୍ଷ ଟଙ୍କା

ଡିସେମ୍ବର ୪ରେ, ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ‘ପୁଷ୍ପା ୨’ର ସ୍କ୍ରିନିଂ ସମୟରେ ଜଣେ ମହିଳା ପ୍ରାଣ ହରାଇଥିଲେ। ଏହି ମାମଲାରେ ଆଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଏଜେନ୍ସି ଏବଂ ଥିଏଟର ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଆଲୁ ଏହି ପ୍ରସଙ୍ଗରେ…

ନାଗା ଚୈତନ୍ୟ-ଶୋଭିତାଙ୍କ ମଧ୍ୟରୁ କିଏ ଅଧିକ ଧନୀ

ସାଉଥ୍‌ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ନିକଟରେ ଅଭିନେତ୍ରୀ ଶୋଭିତା ଧୂଲିପାଲଙ୍କୁ ବିପାହ କରିଚନ୍ତି। ଉଭୟଙ୍କ ବିବାହ ବେଶ୍‌ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଥିଲା।ସାମନ୍ଥା ରୁଥ୍‌ ପ୍ରଭୁଙ୍କଠାରୁ ଛାଡପତ୍ର ପରେ ନାଗା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି।…

କୋଟିପତି ବଏଫ୍ରେଣ୍ଡଙ୍କୁ ବିବାହ କରିବେ ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ: ଭାଇରାଲ ହେଲା ବିବାହ କାର୍ଡ

ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ କରିବେ ବିବାହ । ସେ ତାଙ୍କର ବହିଦିନର ପ୍ରେମିକ ଆଣ୍ଟୋନି ଥାଟିଲଙ୍କୁ କରବାକୁ ଯାଉଛନ୍ତି । ନିକଟରେ ଇନଷ୍ଟାଗ୍ରାମରେ ସେ ତାଙ୍କ ସମ୍ପକକୁ ଅଫିସିଆଲ ଘୋଷଣା କରିଥିଲେ । ଅଭିନେତ୍ରୀ କହିଥିଲେ, ସେ ଆଣ୍ଟୋନିଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?