ମନୋରଞ୍ଜନ

ଛାଡପତ୍ର ଖବର ଉପରେ ବ୍ରେକ୍‌ ଲଗାଇଲେ ଐଶ୍ୱର୍ଯ୍ୟା-ଅଭିଷେକ, ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଗୁଜବ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି। ବାସ୍ତବରେ ଏହି ଦମ୍ପତିଙ୍କୁ ଅନେକ ସମୟରେ ଅଲଗା ଅଲଗା ଦେଖାଯାଆନ୍ତି। ଯେଉଁ କାରଣରୁ ଗୁଜବ ପ୍ରଚାରିତ ହେଲା ଯେ ଐଶ୍ୱର୍ଯ୍ୟା ଏବଂ…

ଗୁରୁବାର ବଲିଉଡ ଓ ଶୁକ୍ରବାର ଦିନ ସାଉଥ୍‌ରେ କାହିଁକି ରିଲିଜ୍‌ ହୁଏ ଫିଲ୍ମ? ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୬।୧୨: ଆପଣ ନିଶ୍ଚିତ ଭାବରେ ଦେଖିଥିବେ ଯେ ବଲିଉଡର ଅଧିକାଂଶ ଫିଲ୍ମ ଶୁକ୍ରବାର ଦିନ ରିଲିଜ୍‌ ହେଉଥିବାବେଳେ ସାଉଥ୍‌ ଫିଲ୍ମରେ ଏହା ଗୁରୁବାର ରିଲିଜ୍‌ ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଫିଲ୍ମ ରିଲିଜ ପାଇଁ କେବଳ ଏହି ଦୁଇ ଦିନ…

ଭାଙ୍ଗିଲା ହଲିଉଡ-ବଲିଉଡ ରେକର୍ଡ: ଅଲୁ ଅର୍ଜୁନଙ୍କୁ ମିଳିଲା ସର୍ବାଧିକ ପାରିଶ୍ରମ

ମୁମ୍ବାଇ: ସାଉଥ ମେଗାଷ୍ଟାର ଅଲୁ ଅର୍ଜୁନ ପୁଣିଥରେ ସିନେମାଘରେ ନିଆଁ ଲଗାଇଛନ୍ତି। ଗୁରୁବାର ବହୁ ପ୍ରତିକ୍ଷିତ ଫିଲ୍ମ ପୁଷ୍ପା-୨ ରିଲିଜ ହୋଇଛି। ଏହି ଫିଲ୍ମ ସିନେମାଘରକୁ ଆସିବା ପୂର୍ବରୁ ସମଗ୍ର ବିଶ୍ୱରେ ଏହାର ଚର୍ଚ୍ଚା ହେଉଛି। ବର୍ତମାନ ଏହାର ଚାହିଦା ଏପରି…

ପରଦାକୁ ଆସିଲା ପୁଷ୍ପା-୨: ଭାଙ୍ଗିବ ରେକର୍ଡ

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବହୁ ଚର୍ଚ୍ଚିତ ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା-୨’ ଆଜି ରିଲିଜ ହେବାକୁ ଯାଉଛି। ହେଲେ ରିଲିଜ ହେବା ପୂର୍ବରୁ ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିବ ବୋଲି କେତେକ ସିନେ ସମୀକ୍ଷକ ଆକଳନ କରିସାରିଲେଣି।…

ଅବସର ଘୋଷଣା କରି ଶୁଟିଂସେଟ୍‌କୁ ଫେରିଲେ ବିକ୍ରାନ୍ତ, ଫ୍ୟାନ୍ସ ତାଜୁବ

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ବିକ୍ରାନ୍ତ ମେସି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୪ଦିନ ପୂର୍ବରୁ ସେ ଅଭିନୟରୁ ବିରତି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନୟରୁ ବିରତି ନେଉଛନ୍ତି ବୋଲି ସେ କହିଥିଲେ।…

ନାଗାଚୈତନ୍ୟ-ଶୋଭିତାଙ୍କ ଚାଲିଥିଲା ବିବାହ, ଏ କ’ଣ ପୋଷ୍ଟ କରିଦେଲେ ସାମନ୍ଥା, ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ!

ମୁମ୍ବାଇ: ହାଇଦ୍ରାବାଦରେ ବୁଧବାର ତେଲୁଗୁ ରୀତିନୀତି ଅନୁଯାୟୀ ଅଭିନେତା ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲ ବିବାହ କରିଛନ୍ତି। ଅଭିନେତ୍ରୀ ସାମନ୍ଥା ପ୍ରଭୁଙ୍କୁ ଛାଡପତ୍ର ଦେବା ପରେ ନାଗା ଦ୍ୱିତୀୟ ବିବାହ କରିଛନ୍ତି। ବର୍ତ୍ତମାନ ନାଗା-ଶୋଭିତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ…

ଲରେନ୍ସ ବିଷ୍ଣୋଇଙ୍କୁ ଡାକିବି କି? ଶୁଟିଂ ସେଟ୍‌ରେ ପଶି ସଲମାନଙ୍କୁ ଧମକ ଦେଲେ ଅଜଣା ଯୁବକ

ମୁମ୍ବାଇ,୫।୧୨:ମୁମ୍ବାଇରେ ସଲମାନଙ୍କ ଏକ ଫିଲ୍ମର ଶୁଟିଂ ଚାଲିଥିବାବେଳେ ଜଣେ ଅଜଣା ଯୁବକ ଶୁଟିଂ ସେଟ୍‌ ମଧ୍ୟରେ ପଶି ସଲମାନଙ୍କୁ ଧମକ ଦେଇଛନ୍ତି। ଉକ୍ତ ଯୁବକ ସୁରକ୍ଷା କର୍ମୀଙ୍କୁ ଧୂଳି ଚଟାଇ ଶୁଟିଂ ସେଟ ମଧ୍ୟରେ ପଶିଥିଲେ। ସେ ସଲମାନଙ୍କୁ ଦୂରରୁ ଦେଖି…

୧୬୦କୋଟିର ସମ୍ପତ୍ତି, ବିଳାସପୂର୍ଣ୍ଣ ଗାଡିର ସୌକୀନ, ନାଗାଚୈତନ୍ୟଙ୍କ ଲାଇଫଷ୍ଟାଇଲ୍‌ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ମୁମ୍ବାଇ: ଦକ୍ଷିଣ ସିନେମାର ବଡ଼ ଚେହେରା ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ବିବାହ ଶେଷ ହୋଇଛି। ନାଗାଙ୍କର ପ୍ରଥମ ସ୍ତ୍ରୀ ସାମନ୍ଥା ଋତ ପ୍ରଭୁଙ୍କଠାରୁ ଅଲଗା ହେବା ପରେ ନାଗା ଶୋଭିତାଙ୍କୁ ବିବାହ କରିଥିଲେ। ତେବେ ଆପଣ କ’ଣ…

ସାତ ଜନ୍ମର ସାଥୀ ହେଲେ ନାଗା-ଶୋଭିତା

ହାଇଦ୍ରାବାଦ, ୫।୧୨:ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା ଧୁଲିପାଲା ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଏହି ଷ୍ଟାର୍‌ କପଲଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହରେ ଫିଲ୍ମ ଜଗତର ବହୁ ବିଶିଷ୍ଟ ବ୍ୟକ୍ତଙ୍କ ସହ ନାଗା…

‘ଦି ରୋଶନ୍ସ’ ପୋଷ୍ଟର ଆଉଟ୍‌

ମୁମ୍ବାଇ: ଓଟିଟି ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସ ବୁଧବାର ଅଭିନେତା ହ୍ରିତିକ ରୋଶନଙ୍କ ପରିବାର ଉପରେ ଆଧାରିତ ଏକ ସ୍ବତନ୍ତ୍ର ଡକ୍ୟୁମେଣ୍ଟାରି ସିରିଜ୍‌ ‘ଦି ରୋଶନ୍ସ’ର ଘୋଷଣା କରିଛି। ଏହି କ୍ରମରେ ଦର୍ଶକମାନେ ରୋଶନ ପରିବାରର ପ୍ରସିଦ୍ଧ ସିନେମା ଯାତ୍ରା ବିଷୟରେ ଅତି ନିକଟରୁ…

ପୁଷ୍ପା-୨ ପ୍ରିମିୟରରେ ବଡ଼ ଦଳାଚକଟା, ମାଆ-ଛୁଆଙ୍କୁ ଚାପିଦେଲା ଭିଡ

ନୂଆଦିଲ୍ଲୀ,୫।୧୨: ରିଲିଜ ହୋଇଛି ‘ପୁଷ୍ପା ୨’ ପ୍ରିମିୟର। ତେବେ ହାଇଦ୍ରାବାଦରେ ରିଲିଜ୍‌ ହେବା ପୂର୍ବରୁ ସେଠାରେ ବଡ଼ ଅଘଟଣ ଘଟିଯାଇଛି। ହଠାତ୍‌ ଭିଡ ହୋଇ ଦଳାଚକଟା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଆଲ୍ଲୁ ଅର୍ଜୁନ ଏବଂ ତାଙ୍କ ଫିଲ୍ମ ‘ପୁଷ୍ପା ୨’…

୨୪ ବର୍ଷ ପରେ ଭାରତ ଫେରିଲେ ଏହି ଅଭିନେତ୍ରୀ, ପ୍ରଶଂସକ କହିଲେ…

ମୁମ୍ବାଇ: ୯୦ ଦଶକର ସନସନି ‘କରଣ ଅର୍ଜୁନ’ ଫେମ ବିୟୁଟିଫୁଲ ଅଭିନେତ୍ରୀ ମମତା କୁଲକର୍ଣ୍ଣି ୨୪ ବର୍ଷ ପରେ ଭାରତ ଫେରିଛନ୍ତ। ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଅଭିନେତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଅଭିନେତ୍ରୀଙ୍କ ପ୍ରତ୍ୟାବର୍ତ୍ତନରେ ତାଙ୍କ ପ୍ରଶଂସକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?