ମିଳିଗଲେ ଚାହତଙ୍କ ପ୍ରେମିକ?କ’ଣ ୨୧ ଲକ୍ଷ ପାଇବେ ଏହି ବଲିଉଡ୍‌ ଅଭିନେତା…

ବମ୍ବେ: ଆଜିକାଲି ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ବସ’ ଖୁବ୍‌ ଚର୍ଚ୍ଚାରେ। ଫିନାଲେକୁ ଆଉ କିଛି ଦିନ ବାକି ଥିବା ବେଳେ ପ୍ରତିଯୋଗୀମାନେ ନିଜ ନିଜର ଗେମ୍‌ ଖେଳୁଛନ୍ତି। ଏମିତିରେ ପ୍ରତିଯୋଗୀ ଚାହତ ପାଣ୍ଡେଙ୍କ ମା’ ବିଗ୍‌ବସ୍‌ ଟିମ୍‌କୁ ଏକ ଚ୍ୟାଲେଞ୍ଜ ଦେଇଥିଲେ। ଯିଏ ତାଙ୍କ ଝିଅଙ୍କ ପ୍ରେମିକଙ୍କୁ ଖୋଜିଦେବେ ତାଙ୍କୁ ୨୧ ଲକ୍ଷ ପୁରସ୍କାର ରାଶି ଦେବେ ବୋଲି ସେ କହିଥିଲେ। ଏବେ ଜଣେ ବଲିଉଡ୍‌ ଅଭିନେତା ଚାହତଙ୍କ ପ୍ରେମିକଙ୍କୁ ଖୋଜିଥିବା ଦାବି କରିଛନ୍ତି।

ଅଭିନେତା କମଲ ରଶିଦ ଖାନ ଟୁଇଟରରେ ଚାହତଙ୍କ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଅଭିନେତ୍ରୀଙ୍କ ସହ ଜଣେ ବ୍ୟକ୍ତି ନଜର ଆସୁଛନ୍ତି। ସେହିଭଳି ଚାହତ ମଧ୍ୟ ବେଶ ପତଳା ଲାଗୁଛନ୍ତି। ବୋଧହୁଏ ଏହା ତାଙ୍କ କ୍ୟାରିୟରର ପ୍ରଥମ ଦିନ ସମୟର। ଏହାକୁ ଶେୟାର କରି କେଆର୍‌କେ ଚାହଙ୍କ ମା’ଙ୍କ ଚ୍ୟାଲେଞ୍ଜ ପୂରଣ କରିଥିବା ଦାବି କରିଛନ୍ତି।

କେଆର୍‌କେ ଏଭଳି କରି ଶୋ’ ନିର୍ମାତାଙ୍କ ସହାୟତା କରୁଥିବା କହିଛନ୍ତି। ଏଥିସହ ସେ ବିଗ୍‌ ବସ୍‌ ଏବଂ କଲର୍ସକୁ ଟ୍ୟାଗ୍‌ କରିଛନ୍ତି। ଏଥିରେ ଲୋକ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୈଫଙ୍କଠାରୁ ଏତିକି ଟଙ୍କା ଦାବି କରିଥିଲେ ଆକ୍ରମଣକାରୀ, ସାମ୍ନାକୁ ଆସିଲା ବଡ଼ ତଥ୍ୟ

ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ ଏକ ଏଫ୍‌ଆଇଆର ରୁଜୁ କରିଛି। ଏବେ ଏହି ଦୁଇ ପୃଷ୍ଠାର ଏଫଆଇଆରର...

କିଏ କରିଥିଲା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ

ମୁମ୍ବାଇ,୧୬।୧: ବୁଧବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣ କିଏ ଆଉ କାହିଁକି କରିଛି...

ବଡ଼ପୁଅ ଇବ୍ରାହିମ୍‌ ବଞ୍ଚାଇଥିଲେ ସୈଫଙ୍କ ଜୀବନ, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ…

ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଶଂସକ ଚିନ୍ତାରେ। ଗୋଟିଏପଟେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଜୋରଦାର କରିଥିବା...

ଅଭିନେତା ହୋଇ ବି କ୍ରିକେଟରୁ ମୋଟା ଅଙ୍କ ଆୟ କରନ୍ତି ସୈଫ, ଜାଣନ୍ତୁ କ’ଣ ଏହାର ମାଧ୍ୟମ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଫିଲ୍ମ ଜଗତର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ। ଜାନୁଆରୀ ୨୦୨୫ ସୁଦ୍ଧା, ସୈଫ ଅଲ୍ଲୀ ଖାନଙ୍କ...

ଅପରେଶନ ପରେ ବିପଦମୁକ୍ତ ସୈଫ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ନିଜ ଘରେ ଛୁରୀରେ ଆକ୍ରମଣ ହୋଇଛି। ଏହା ପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ...

ICUକୁ ଗଲେ ସୈଫ ଅଲ୍ଲୀ ଖାନ୍‌, ଡାକ୍ତର କହିଲେ-ମେରୁଦଣ୍ଡରେ ପଶିଥିଲା ଦେଢ଼ ଇଞ୍ଚର ଛୁରୀ ଖଣ୍ଡ…

ମୁମ୍ବାଇ,୧୬।୧: ସରିଲା ସର୍ଜରୀ। ଆଇସିୟୁକୁ ସ୍ଥାନାନ୍ତରିତ ହେଲେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌। ଏବେ ସେ ସୁସ୍ଥ ଅଛନ୍ତି। ତାଙ୍କ ମେରୁଦଣ୍ଡରେ ଥିବା ଦେଢ଼...

ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ, ଏହି କାରଣ ପାଇଁ ହୋଇଛି…

ମୁମ୍ବାଇ,୧୬ା୧: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ହୋଇଛି। ଇତିମଧ୍ୟରେ ସୈଫ୍‌ଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ। ଚୋରି କରିବାକୁ ଆସିଥିବା...

ରାତି ୨ଟାରେ ସାନପୁଅ ଜେହଙ୍କ ଘରେ ପଶିଥିଲେ ଦୁର୍ବୃତ୍ତ, ଚାକରାଣୀଙ୍କ ଚିତ୍କାର ଶୁଣି ସୈଫ ପହଞ୍ଚିବା ପରେ…

ମୁମ୍ବାଇ: ସକାଳ ପ୍ରାୟ ଦୁଇଟା ବେଳେ ଘରେ ପଶିଥିଲେ ଅଜଣା ବ୍ୟକ୍ତି। କେହି କିଛି ବୁଝିବା ଆଗରୁ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ କରିଥିଲେ ଅତର୍କିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri