ମନୋରଞ୍ଜନ

ଜ୍ୟାକଲିନଙ୍କ ଜନ୍ମଦିନରେ ପୁଣି ମହଙ୍ଗା ଉପହାର ଦେଲେ ସୁକେଶ

ମୁମ୍ବାଇ,୧୨।୮: ଦିଲ୍ଲୀର ତିହାର ଜେଲରେ ରହୁଥିବା ଠକ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଜ୍ୟାକଲିନ ଫନାଡିଜଙ୍କୁ ଏକ ୟାଚ ବା ଜାହାଜ ଉପହାର ଦେଇଛନ୍ତି। ଜ୍ୟାକଲିନ ତାଙ୍କର ୩୯ତମ ଜନ୍ମଦିନକୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ରବିବାର ଦିନ ପାଳନ କରିଥିଲେ। ସୁକେଶ…

‘ଦି ବ୍ଲଫ୍‌’କୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

କାନ୍‌ବେରା:ବଲିଉଡ୍‌ରୁ ହଲିଉଡ୍‌ ଯାଏ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟର ଜଲଓ୍ବା ଦେଖାଇ ବିଶ୍ୱସ୍ତରୀୟ ତାରକା ଭାବେ ପରିଗଣିତ ହୋଇପାରିଛନ୍ତି। ଅଭିନେତ୍ରୀ ଜଣକ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ବ୍ଲଫ୍‌’କୁ ପାଇଁ ଚର୍ଚ୍ଚାରେ ରହିଛନ୍ତି, ଯେଉଁଥିପାଇଁ ସେ ଗତ କିଛିଦିନ…

ଶାହରୁଖ୍‌ଙ୍କୁ ‘ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ’

ଲୋକାର୍ନୋ, ୧୨।୮:ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ନାମରେ ଆଉ ଏକ ଉପଲବ୍ଧି ଯୋଡ଼ି ହୋଇଛି। ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣରେ ତାଙ୍କୁ ପାର୍ଡୋ ଅଲା କାରିଏରା (ଲାଇଫ୍‌ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ)ରେ ସମ୍ମାନିତ କରାଯାଇଛି। ଶାହରୁଖ୍‌ ଏହି ପୁରସ୍କାରରେ ସମ୍ମାନିତ ହୋଇଥିବା…

ପ୍ରଥମ ରିଲିଜରେ ଫ୍ଲଫ୍, ଦ୍ୱିତୀୟ ରିଲିଜରେ ସୁପରହିଟ୍

ମୁମ୍ବାଇ: ୨୦୧୮ ରେ ରିଲିଜ ହୋଇଥିବା ହିନ୍ଦୀ ସିନେମା ‘ଲୈଲା ମଜନୁ’ ଭୟଙ୍କର ଫ୍ଲଫ୍ ହୋଇଥିଲେ ମଧ୍ୟ ଦୀର୍ଘ ୬ ବର୍ଷ ପରେ ପୁଣିଥରେ ରିଲିଜ ହୋଇ ସୁପରହିଟ୍ ହେବାକୁ ଯାଉଛି। ସିନେମା ଘରେ ଫିଲ୍ମଟି ଫ୍ଲଫ୍ ହୋଇଥିଲେ ମଧ୍ୟ ଓଟିଟି…

ଦୟାବେନ୍‌ଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍‌

ଲୋକପ୍ରିୟ ଟିଭି ସିରିଏଲ ‘ତାରକ ମେହେତା କା ଓଲଟା ଚଷ୍‌ମା’ ଦେଖିବାକୁ ଦର୍ଶକ ପସନ୍ଦ କରନ୍ତି। ଏହି ଶୋ’ର ପ୍ରତ୍ୟେକ ଚରିତ୍ର ପ୍ରତ୍ୟେକ ଘରେ ଘରେ ପ୍ରସିଦ୍ଧ। ‘ତାରକ ମେହେତାା କା ଓଲଟା ଚଷ୍‌ମା’ ୧୫ ବର୍ଷ ଧରି ନିଜର ପ୍ରାଧାନ୍ୟ…

ମୁସଲମାନ ପ୍ରେମିକଙ୍କ ସହ ସମ୍ପର୍କ କାଟିଲେ ଏହି ଅଭିନେତ୍ରୀ!

ମୁମ୍ବାଇ: ଟିଭି ଅଭିନେତ୍ରୀ ଜସ୍ମିନ ଭାସିନ ଏବଂ ଅଲ୍ଲୀ ଗୋନିଙ୍କ କେମିଷ୍ଟ୍ରି ‘ବିଗ୍‌ ବସ୍‌ ୧୪’ରେ ଦେଖିବାକୁ ମିଳିଥିଲା। ଦୁହେଁ ଏହି ସମ୍ପର୍କକୁ ବନ୍ଧୁତା ବୋଲି କହୁଥିଲେ। ମାତ୍ର ପରେ ସେମାନେ ନିଜେ ଅନୁଭବ କରିଥିଲେ ଯେ, ସେମାନଙ୍କ ମଧ୍ୟରେ ବନ୍ଧୁତାଠାରୁ…

ମୁଁ ସିଙ୍ଗଲ୍‌ ଅଛି

ଓଲିଉଡ୍‌ର ଚାନ୍ଦ ପରି ସୁନ୍ଦରୀ ନାୟିକା ସିଏ। ହେଲେ ତାଙ୍କ ଦେହରେ ଲାଗିନି କେବେ କଣ୍ଟ୍ରୋଭର୍ସିର କିଛି ବି ଦାଗ। ସେ ହେଉଛନ୍ତି ଅଭିନେତ୍ରୀ ପୁନମ୍‌ ମିଶ୍ର। ଏଥର ସେଲିବ୍ରିଟି ସିକ୍ରେଟ୍‌ରେ ଜାଣିବା ତାଙ୍କ ସିକ୍ରେଟ୍‌… ବାକି କରି ଚକୋଲେଟ୍‌ ଖାଉଥିଲି:…

ନାଗାଙ୍କ ନିର୍ବନ୍ଧ ପରେ ସାମନ୍ଥାଙ୍କୁ ମିଳିଲା ବିବାହ ପ୍ରସ୍ତାବ, ଅଭିନେତ୍ରୀ କହିଲେ…

ମୁମ଼୍ବାଇ, ୧୧।୦୮: ନିକଟରେ ଅଭିନେତା ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ନିର୍ବନ୍ଧ ସରିଛି । ନାଗା ଏବଂ ଶୋଭିତାଙ୍କ ପରିବାରର ଉପସ୍ଥିତିରେ ଏହି ନିର୍ବନ୍ଧ ହୋଇଛି । ଯାହାକୁ ନେଇ ଫ୍ୟାନ୍ସ ଚକିତ ହୋଇଯାଇଥିବା ବେଳେ ଏକ୍ସରେ ଭିନ୍ନ…

‘ମୁଁ ଏବଂ ଐଶ୍ୱର୍ଯ୍ୟା ଛାଡପତ୍ର ନେଉଛୁ’….ଭିଡିଓରେ କହିଦେଲେ ଅଭିଷେକ!

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମତଭେଦ ଏବଂ ଛାଡପତ୍ରକୁ ନେଇ ଗୁଜବ ମଧ୍ୟରେ ପୁରୁଣା ଭିଡିଓ କ୍ରମାଗତ ଭାବରେ ଭାଇରାଲ ହେବାରେ ଲାଗିଛି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ହାଇ ପ୍ରୋଫାଇଲ ବିବାହ ଐଶ୍ୱର୍ଯ୍ୟା ରାୟ…

ନାଗା ଚୈତନ୍ୟଙ୍କ ନିର୍ବନ୍ଧ ପରେ ସାମନ୍ଥାଙ୍କ ପ୍ରଥମ ପୋଷ୍ଟ, ହାର୍ଟବ୍ରେକ୍‌ ଇମୋଜି ସହ ଲେଖିଦେଲେ ଏମିତି…

ମୁମ୍ବାଇ: ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କର ଗୁରୁବାର ସକାଳେ ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି। ନାଗା ଚୈତନ୍ୟଙ୍କ ବାପା ତଥା ସୁପରଷ୍ଟାର ନାଗାର୍ଜୁନ କିଛି ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଶେୟାର କରିଛନ୍ତି। ତେବେ ଏହାର ପରବର୍ତ୍ତୀ…

ଆଇଟମ୍‌ ଗୀତକୁ ମୀନାକ୍ଷୀ ମନ

ମୁମ୍ବାଇ: ପୂର୍ବତନ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରୀ ଏକ ଆଇଟମ୍‌ ଗୀତ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଚମତ୍କାର ନୃତ୍ୟ ପରିବେଶଣ କରିଥିବା ଏହି ଅଭିନେତ୍ରୀ ନିକଟରେ ତାଙ୍କର ଆଗ୍ରହ ଓ ବିଶ୍ୱାସକୁ ଶେୟାର କରିଛନ୍ତି। ତାଙ୍କର କୌଣସି ଆଇଟମ ଗୀତ…

୨ ଗାଁ ଚଳାଉଛନ୍ତି ମହେଶ ବାବୁ

ମୁମ୍ବାଇ: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁ ଶୁକ୍ରବାର ତାଙ୍କର ୪୯ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅଭିନେତା ବହୁ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି ଓ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଜାଣି ଆଶ୍ଚର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?