ଗତ ୧୦ ବର୍ଷ ଧରି ‘କ୍ରାଇମ୍‌ ପାଟ୍ରୋଲ୍‌’ରେ ନେଗେଟିଭ୍‌ ଭୂମିକାରେ ନଜର ଆସୁଛନ୍ତି ଏହି ଅଭିନେତ୍ରୀ: ନାମୀ ଅଭିନେତ୍ରୀଙ୍କଠାରୁ ଅଧିକ ନିଅନ୍ତି ପାଉଣା

ବମ୍ବେ: ‘କ୍ରାଇମ୍‌ ପାଟ୍ରୋଲ’ ଟେଲିପରଦାର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ଅନ୍ୟତମ। ଗତ ୧୭ ବର୍ଷରୁ ଅଧିକ ସମୟ ଧରି ଏହା ପ୍ରସାରିତ ହୋଇ ଆସୁଛି। ଏହି ଶୋ’ରେ କାମ କରୁଥିବା ଅନେକ କଳାକାର ଏବେ ବଡ଼ ପରଦାରେ ମଧ୍ୟ ନଜର ଆସୁଛନ୍ତି। ଅପରପକ୍ଷେ ଅନ୍ୟ କିଛି କଳାକାର ଶୋ’ରେ ନିଜୟ ଅଭିନୟ ଦ୍ୱାରା ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ସେଭଳି ଜଣେ ହେଲେ ଅଭିନେତ୍ରୀ ଗୀତାଞ୍ଜଳି ମିଶ୍ରା।

୨୦୧୦ରୁ ଗୀତାଞ୍ଜଳି କ୍ରାଇମ୍‌ ପାଟ୍ରୋଲରେ କାମ କରୁଛନ୍ତି। ଶୋ’ରେ ଅନେକ ଚରିତ୍ରରେ ସେ ନଜର ଆସନ୍ତି। ହେଲେ ଖଳନାୟିକା ଭୂମିକାରେ ତାଙ୍କ ଅଭିନୟ ବାରି ହୋଇପଡେ। ଏବେ ତାଙ୍କର ଲୋକପ୍ରିୟତା ଆକାଶ ଛୁଆଁ। ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଫଲୋ କରନ୍ତି।

ଗୀତାଞ୍ଜଳି ଧାରାବାହିକର ସବୁଠାରୁ ମହଙ୍ଗା କଳାକାର ମଧ୍ୟ। ସେ ପ୍ରତି ଏପିସୋଡ ପିଛା ୨ରୁ ୨.୫ ଲକ୍ଷ ଟଙ୍କା ନେଇଥାନ୍ତି। ନେଗେଟିଭ୍‌ ରୋଲ କରୁଥିବାକୁ ନେଇ ସେ ଅଧିକ ଟଙ୍କା ନେଉଥିବା କୁହାଯାଏ। କେବଳ ଯେ କ୍ରାଇମ୍‌ ପାଟ୍ରୋଲ ତାହା ନୁହେଁ ବରଂ ମାୟକେ ସେ ବନ୍ଧି ଡୋର, ରଣବୀର ରାନୋ, ସୋହନୀ ମାହିବାଲ, ମିଟ୍ଟି କି ବନୋ, ଜୟ ବୈଷ୍ଣୋ ଦେବୀ ଭଳି ଅନେକ ଧାରାବାହିକରେ ସେ ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାର ପୋଷା କୁକୁରକୁ ଭୁଲିପାରୁନି

ଏବେ ତ ଲକ୍‌ଡାଉନ୍‌ ଚାଲିଛି। ଯେହେତୁ ଶୁଟିଂ ନାହିଁ, ତେଣୁ ଘରେ ହିଁ ରହିବାକୁ ପଡୁଛି । ଏହି ସମୟରେ ନିଜ ଶୁଟିଂ ସମୟର ଅନୁଭୂତି...

ଅଭିଷେକଙ୍କୁ ‘ବେରୋଜଗାର’ କହିଲେ ଟ୍ରୋଲର

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଭଳି ସେତେଟା ସଫଳତା ପାଇନାହାନ୍ତି ପୁଅ ଅଭିଷେକ ବଚ୍ଚନ। ଫଳରେ ଅନେକ ସମୟରେ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଥାଏ।...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତାଙ୍କ ଭଉଣୀ

ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ଝିଅ ତଥା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଳା କପୁର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାରଣ ତାଙ୍କର ବ୍ଲଡ୍‌ପ୍ରେସର...

ଭଲ ମଣିଷ ହେବି, ଗରିବଙ୍କୁ ସାହାଯ୍ୟ କରିବି, ଏନ୍‌ସିବିକୁ କହିଲେ ଆର୍ୟନ…

ମୁମ୍ବାଇ,୧୭।୧୦: ଏବେ ମୁଁ ଗୁଡ୍‌ ବୟ ହେବି ବୋଲି କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାଁଙ୍କ ପୁଅ ଆର୍ଯନ ଖାଁ ହେବା...

ଅଭିନୟ ଜଗତରେ କ୍ୟାରିୟର କରିବେ ସଚିନ୍‌ଙ୍କ ଝିଅ ସାରା

କ୍ରିକେଟ୍‌ର ସଚିନ୍‌ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ବୃତ୍ତିଗତ ଜୀବନ ଯାଏ...

ଭିନ୍ନ ଢଙ୍ଗରେ ଭଉଣୀ ଅନୁଷ୍କାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଭାଇ

ମୁମ୍ବାଇ: ବଲିଉଡ୍‌ ନାୟିକା ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଧର୍ମପତ୍ନୀ ଅନୁଷ୍କା ଶର୍ମା ୩୨ ବର୍ଷରେ ପଦାର୍ପଣ କରିଛନ୍ତି। କରୋନା ଭାଇରସ...

ଫିଲ୍ମ ଆର୍‌ଆର୍‌ଆର୍‌ ରିଲିଜ୍‌ ପାଇଁ ୨ଟି ତାରିଖ ଘୋଷଣା କରି ଚିନ୍ତାରେ ପକାଇଲେ ନିର୍ମାତା

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ୍‌ ଅପେକ୍ଷାରେ ଦର୍ଶକ। ତେବେ ନିର୍ମାତା ଏସ୍‌.ଏସ୍‌ ରାଜାମୌଲି ଫିଲ୍ମର ଦୁଇଟି ରିଲିଜ୍‌ ତାରିଖ ଘୋଷଣା କରିବାକୁ ନିଷ୍ପତ୍ତି...

କିଛି ଏଭଳି ୟାମି-ଆଦିତ୍ୟଙ୍କ ଲଭ୍‌ଷ୍ଟୋରୀ: କେହି ବି ଟେର୍‌ ପାଇଲେନି; ଶୁଟିଂ ସେଟ୍‌ରୁ…

ବମ୍ବେ: ଲୁଚିଛପି ବିବାହ କରିଛନ୍ତି ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ୟାମି ଗୌତମ। ଆଦିତ୍ୟ ଧରଙ୍କୁ ସେ ବିବାହ କରିଥିବା ନେଇ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ...

Advertisement
Archives

Model This Week