କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ

ପଞ୍ଜାବର ଚର୍ଚ୍ଚିତ ଅଭିନେତ୍ରୀ ହିମାଂଶୀ ଖୁରାନା କରୋନାରେ ଆକ୍ରାନ୍ତ ହେବା ପରେ ଏବେ ସେ ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ଜ୍ୱର ଆସିବା ସହ ଶ୍ୱାସ ନେବାରେ ଅସୁବିଧା ହେଲା। ତେଣୁ ହିମାଂଶୀଙ୍କୁ ଲୁଧିୟାନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ଜଣାପଡ଼ିବା ପରେ ପ୍ରଶଂସକ ତଥା ଘନିଷ୍ଠ ବନ୍ଧୁ ତାଙ୍କର ଆଶୁ ଅରୋଗ୍ୟ କାମନା କରୁଛନ୍ତି।
କିଛିଦିନ ତଳେ ହିମାଂଶୀ କରୋନାରେ ଆକ୍ରାନ୍ତ ଥିବା ନିଜେ ସୋସିଆଲ ମିଡିଆରେ ପୋଷ୍ଟକରି ଜଣାଇଥିଲେ। ତାଙ୍କୁ ‘ବିଗ୍‌ ବସ୍‌’ର ୧୩ତମ ସିଜିନ୍‌ରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି ଏହି ଷ୍ଟାରକିଡ୍‌ଙ୍କ ଫଟୋ: ହୃଦୟ ଜିତୁଛି ଭଉଣୀଭାଇଙ୍କ ଯୋଡ଼ି

ବମ୍ବେ: ବଲିଉଡ୍‌ର ହିଟ୍‌ ଷ୍ଟାରକିଡ୍‌ଙ୍କ ମଧ୍ୟରୁ ସୈଫ ଲଳନା ସାରା ଅଲ୍ଲୀ ଖାନ ଏବଂ ପୁଅ ଇବ୍ରାହିମ ଅନ୍ୟତମ। ସୋସିଆଲ ମିଡିଆରେ ଉଭୟଙ୍କ ଫଲୋଅର୍ସ ମଧ୍ୟ...

ପିଲାଦିନ ଫଟୋ ଶେୟାର କଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଖୁବ୍‌ ଶ୍ରୀଘ୍ର ଅଭିଷେକଙ୍କ ସହ ଆସିବେ ନଜର

ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ସେହି ତାରକାଙ୍କ ମଧ୍ୟରୁ ଜଣେ ଯିଏ, ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି। ଇଲିଆନା ସୋସିଆଲ ମିଡିଆରେ ନିଜର ବାସ୍ତବ...

ମୋ ଭାଇ ମୃତ୍ୟୁର ଫାଇଦା ନ ଉଠାଯାଉ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆଜି ବି ରହସ୍ୟ ଘେରରେ। ଦୀର୍ଘ ଦିନ ଧରି ଅନୁସନ୍ଧାନ ଏବଂ ତଦନ୍ତ ସତ୍ତ୍ୱେ ମୃତ୍ୟୁ ସହ ଜଡିତ...

୨୫ ବର୍ଷ ବୟସରେ ବିବାହ, ପରେ ମା’: ପକାଇଥିଲା ମଲାଇକାଙ୍କ ଜୀବନରେ କି ପ୍ରଭାବ

ଅଭିନେତ୍ରୀ ମଲାଇକା ଅରୋରା ଇଣ୍ଡଷ୍ଟ୍ରିରେ କାମ କରିବା ସହିତ ଫିଟନେସ ଏବଂ ଗ୍ଲାମରସ ଷ୍ଟାଇଲ ପାଇଁ ମଧ୍ୟ ଜଣାଶୁଣା। ବୃତ୍ତିଗତ ଜୀବନ ସହିତ, ମଲାଇକା ତାଙ୍କ...

ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି କି ଐଶ୍ଚର୍ଯ୍ୟା

ବଲିଉଡର ଅଭିନେତ୍ରୀ ତଥା ବଚ୍ଚନ ବୋହୂ ଐଶ୍ୱର୍ଯ୍ୟା ରାୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏଥର ଐଶ୍ୱର୍ଯ୍ୟା ଏକ ଭିନ୍ନ କାରଣ ପାଇଁ ଆଲୋଚନାକୁ...

‘କଫି ଓ୍ବିଥ୍‌ କରଣ’ର ଗୋଟିଏ ଏପିସୋଡ ପାଇଁ ଏତିକି ଟଙ୍କା ଚାର୍ଜ କରନ୍ତି କରଣ

ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଦ୍ୱାରା ଆୟୋଜିତ ‘କଫି ଓ୍ବିଥ୍‌ କରଣ’ ଲୋକପ୍ରିୟ ସେଲିବ୍ରିଟି ଚାଟ ଶୋ’ ମଧ୍ୟରୁ ଅନ୍ୟତମ। ଏହା ୨୦୦୪ରେ ଆରମ୍ଭ...

ଅଯଥା କଥାରେ ସମୟ ନଷ୍ଟ କରୁଛନ୍ତି ଟ୍ରମ୍ପ: ସୋନମ

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନମ କପୁର ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ନେଇ କରିଥିବା ଟୁଇଟ୍‌ ଭାଇରାଲ ହେବାରେ ଲାଗିଛି। ବିଶ୍ୱରେ କରୋନା ମହାମାରୀ...

ଶୁଟିଂ ସେଟ୍‌ରେ ପ୍ରବଳ କାନ୍ଦିଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଫିଲ୍ମ ‘ଦି ଗାର୍ଲ ଅନ ଟ୍ରେନ’ଟ୍ରେଲର ନିକଟରେ ରିଲିଜ ହୋଇଛି। ଟ୍ରେଲରକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଫିଲ୍ମରେ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅଭିନୟ...

Advertisement
Archives

Model This Week