ଅଙ୍ଗ ଦାନ କରିବେ ଅମିତାଭ ବଚ୍ଚନ
ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ସେ ପ୍ରାୟତଃ ପ୍ରଶଂସକଙ୍କ ଯୋଡି ହୋଇ ରହିଥାନ୍ତି। ଅନେକ ସମୟ ନିଜ ଫଟୋ ଶେୟାର କରି ନିଜ ପିତାଙ୍କ ପଂକ୍ତି ଲେଖନ୍ତି। ଏବେ ସେ ଏକ ବଡ ନିଷ୍ପତ୍ତି ନେଇ…
ପ୍ରେମରେ ଅସଫଳ ରହିବାରୁ ଏମିତି ନିଷ୍ପତ୍ତି ନେଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ପ୍ରଖ୍ୟାତ ଅଭିନେତ୍ରୀ ଆଶା ପାରେଖ ଅକ୍ଟୋବର ୨, ୧୯୪୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଶା ହିନ୍ଦୀ ସିନେମାର ଏକ ବଡ ନାମ। ସମୟ ଥିଲା ଯେତେବେଳେ ବର୍ଶକ ଆଶା ପାରେଖଙ୍କ ପାଇଁ ପାଗଳ ଥିଲେ। ଆଶା ପାରେଖ ୧୯୫୯ରୁ ୧୯୭୩ ପର୍ଯ୍ୟନ୍ତ…
ଅଭିନୟ କଲେ ଛାଡି ଚାଲିଯିବାକୁ ଧମକ ଦେଇଥିଲେ ଏହି ସଫଳ ଗାୟକଙ୍କ ସ୍ତ୍ରୀ
ବଲିଉଡ୍ର ସଫଳ ଗାୟକଙ୍କ ମଧ୍ୟରେ ଅନ୍ୟତମ ଶାନ୍ତନୁ ମୁଖାର୍ଜା ଅର୍ଥାତ୍ ଶାନ୍। ୩୦ ସେପ୍ଟେମ୍ବର ୧୯୭୨ରେ ମଧ୍ୟପ୍ରଦେଶର ଖଣ୍ଡଓ୍ବାଠାରୁ ଜନ୍ମ ଗ୍ରହଣ କରିଥିବା ଶାନ୍ଙ୍କର ଆଜି ହେଉଛି ଜନ୍ମଦିନ। ମାତ୍ର ୧୩ ବର୍ଷ ବୟସରୁ ବାପାଙ୍କୁ ହରାଇଥିବା ଶାନ୍ ଜଣେ ଗାୟକ…
‘କେବିସି’ର ଟିଆର୍ପି କମିବାରୁ ଅମିତାଭଙ୍କୁ କ୍ଷମା ମାଗିଥିଲେ ଶାହାରୁଖ୍: ଜାଣନ୍ତୁ କାହିଁକି
ଛୋଟ ପରଦାର ଲୋକପ୍ରିୟ ଶୋ’ ‘କୌନ୍ ବନେଗା କରୋଡପତି’(କେବିସି) ସିଜିନ୍ ୧୨ ଗତ ସୋମବାରଠାରୁ ଆରମ୍ଭ ହୋଇଯାଇଛି। ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ହୋଷ୍ଟ କରୁଥିବା ଏହି ଶୋ’ ଏଥର ନୂଆ ରୂପରେ ଦର୍ଶକଙ୍କ ସମ୍ମୁଖକୁ ଆସିଛି। ଶୋ’ରେ ଅନେକ ଛୋଟ…
ସୁଶାନ୍ତଙ୍କ ପରେ ମୁମ୍ବାଇରେ ଆଉ ଜଣେ ବିହାର ଅଭିନେତାଙ୍କ ପରଲୋକ
ମୁମ୍ବାଇ, ୨୯।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବିହାରର ଆଉ ଜଣେ ଉଦୀୟମାନ କଳାକାରଙ୍କ ବିୟୋଗ ସାମ୍ନାକୁ ଆସିଛି। ଯୁବ ଅଭିନେତା ତଥା ଆଲବମ୍ କଳାକାର ଅକ୍ଷତ ଉତ୍କର୍ଷ ଚୌଧୁରୀଙ୍କ ମୃତ ଦେହ ମୁମ୍ବାଇର ଅନ୍ଧେରୀରୁ ଉଦ୍ଧାର…
୧୨ ଜଣଙ୍କଠାରୁ ପ୍ରତାରିତ ହେବା ପରେ ଏମିତି କହିଲେ ବଲିଉଡ୍ର ଏହି ଲୋକପ୍ରିୟ ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦ୍ୱାରା ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ୧୯୯୪ରେ ସେ ମିସ୍ ଇଣ୍ଡିଆ, ବ୍ରାହ୍ମାଣ୍ଡ ସୁନ୍ଦରୀ ହୋଇଥିଲେ। ସେ ଐଶ୍ୱର୍ଯ୍ୟା ରାୟଙ୍କୁ ହରାଇ ଏହି ସଫଳତା ପାଇଥିଲେ। ୫ ଫୁଟ ୯ ଇଞ୍ଚର…
ଝିଅ ସାରାଙ୍କୁ ସାହାଯ୍ୟ କରିବାକୁ ମନା କଲେ ଶୈଫ
ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଏନ୍ସିବି ପାଖାପାଖି ୨୦ ଜଣଙ୍କୁ ନିଜ କଷ୍ଟୋଡିକୁ ନେଇ ସାରିଲାଣି । ଏଥିରେ ଦୁଇଦିନ ପୂର୍ବରୁ ଅଭିନେତ୍ରୀ ସାରା ଅଲ୍ଲି ଖାଁଙ୍କୁ ବି ପଚରା…
ଦିଶାଙ୍କ ଫଟୋରେ କମେଣ୍ଟ କଲେ ଟାଇଗର
ମୁମ୍ବାଇ: ବଲିଉଡ୍ ନାୟିକା ଦିଶା ପାଟନି ନିଜ ଫିଟନେସ୍ ଓ ବୋଲ୍ଡ ଫଟୋକୁ ନେଇ ଅଧିକାଂଶ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଥିବା ଦିଶା ନିକଟରେ ଏକ ଫଟୋ ପୋଷ୍ଟ କରିଥିଲେ । ଯାହାକୁ ନେଇ…
ଡ୍ରଗ୍ସ ମାମଲା: ଅଭିନେତ୍ରୀଙ୍କ ପରେ ଏନ୍ସିବି ରାଡାରରେ ଆସିପାରନ୍ତି ବଲିଉଡ୍ର ଆଗଧାଡିର ଅଭିନେତା
ମୁମ୍ବାଇ,୨୯ ।୯: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାଲଲାରେ ଦୀପିକା ପାଦୁକୋନ, ସାରା ଅଲ୍ଲି ଖାଁ, ଶ୍ରଦ୍ଧା କପୁର ଓ…
ଦେବୀ ଦୁର୍ଗା ସାଜି ଫଟୋଶୁଟ୍ କଲେ ଏହି ସୁନ୍ଦରୀ ରାଜନେତ୍ରୀ
ଲୋକସଭା ସଦସ୍ୟା ତଥା ଅଭିନେତ୍ରୀ ନୁସରତ ଜାହାନ କୌଣସି ନା କୌଣସି କଥାକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେ କ୍ରମାଗତ ଭାବେ ନିଜର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ତାକୁ ପ୍ରଶଂସକମାନେ ପସନ୍ଦ ମଧ୍ୟ…
ପ୍ରେମିକାଙ୍କୁ ଆତ୍ମହତ୍ୟା ଧମକ ଦେଇ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା
କମେଡି କିଙ୍ଗ ମେହମୁଦ ୧୯୩୩ ସେପ୍ଟେମ୍ବର ୨୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କର ଜନ୍ମ ବାର୍ଷିକୀ। ଭିନ୍ନ ଶୈଳୀ, ହାସ୍ୟ ଏବଂ କମେଡିରେ ସେ ସମସ୍ତଙ୍କ ହୃଦୟ ଜିତିଥିଲେ। ସେ ଯେଉଁ ଚରିତ୍ରରେ ଅଭିନୟ କରୁଥିଲେ ଦର୍ଶକ ତାକୁ ଦେଖିବା…
ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜରେ ଯୋଗଦେଲ ସୋନୁ
ହାଇଦ୍ରାବାଦ,୨୯ ।୯: ବଲିଉଡ୍ ଅଭିନେତା ସୋନୁ ସୁଦ ଆଜି ପ୍ରବାସୀ ଶ୍ରମିକଙ୍କ ଈଶ୍ୱର ଭାବେ ବେଶ୍ ପରିଚିତ । ଏବେ ଦେଖଇବାକୁ ମିଳିଛି ସେ ଗ୍ରୀନ୍ ଇଣ୍ଡିଆ ଚ୍ୟାଲେଞ୍ଜରେ ଯୋଗ ଦେଇଛନ୍ତି । ଏହି କ୍ରମରେ ସେ ରାମୋଜି ଫିଲ୍ମ ସିଟିରେ…

