ଏହି ଗୀତରୁ ନେହା କକ୍କରଙ୍କ ପ୍ରଥମ ପ୍ରେମ ହୋଇଥିଲା ଆରମ୍ଭ
ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ଏବଂ ହିମାଂଶ କୋହଲିଙ୍କ ମଧ୍ୟରେ ପ୍ରଥମେ ପ୍ରେମ ପରେ ବ୍ରେକ୍ଅପ୍ ହୋଇସାରିଥିବା ଖବର ପ୍ରାୟ ସମସେତେ ଜାଣିଛନ୍ତି। ଏକଥା ନେହା ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଦୁଃଖଭରା ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଥିଲେ। ତେବେ କେବେ…
‘ବେଲ୍ବଟମ’ ଶୁଟିଂ ସାରି ସ୍କଟ୍ଲାଣ୍ଡରୁ ଭାରତ ଫେରିଲେ ଅକ୍ଷୟ
ମୁମ୍ବାଇ: ଖିଲାଡ଼ି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ବେଲ୍ବଟମ’ର ଶୁଟିଂ ଇତିମଧ୍ୟରେ ସରିଛି। ଶୁଟିଂ ସାରି ଅକ୍ଷୟ, ଅଭିନେତ୍ରୀ ବାଣୀ କପୁର ଏବଂ ତାଙ୍କ ପୂରା ଟିମ ଭାରତ ଫେରିଛନ୍ତି। ଅକ୍ଷୟ ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି…
ଆସିଲା ସୁଶାନ୍ତଙ୍କ ମୃତ୍ୟୁର ଫରେନ୍ସିକ୍ ରିପୋର୍ଟ, ଏହାକୁ ନେଇ ସନ୍ତୁଷ୍ଟ ନୁହନ୍ତି ତାଙ୍କ ସମ୍ପର୍କୀୟ; ଜାଣନ୍ତୁ କାହିଁକି
ମୁମ୍ବାଇ,୩ା୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୩ ମାସରୁ ଅଧିକ ହୋଇସାରିଲାଣି। ତେବେ ଆଜି ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରୁନାହିଁ। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ସୁଶାନ୍ତଙ୍କ ପରିବାର ଏବଂ ପ୍ରଶଂସକମାନେ…
ବିଗତ ଦିନକୁ ମନେ ପକାଇଲେ କରିସ୍ମା କପୁର: ପ୍ରଶଂସକ କହିଲେ ଏପରି
କରିସ୍ମା କପୁର ବଲିଉଡ୍ର ଏପରି ଜଣେ ଅଭିନେତ୍ରୀ ଯିଏକ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ଅନେକ ସମୟରେ ସେ ନିଜ ଫଟୋ ଏବଂ ଭିଡିଓ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏବେ ସେ ନିଜର ଏକ ଥ୍ରୋବ୍ୟାକ୍…
ପୁଅମାନଙ୍କୁ ଦିଆଯାଉ ଉତ୍ତମ ସଂସ୍କାର: ଅନୁଷ୍କା
ମୁମ୍ବାଇ: ବଲଉଡ୍ ନାୟିକା ଅନୁଷ୍କା ଶର୍ମା ଏବେ ଖୁବ୍ ଚର୍ଚ୍ଚାରେ । ଆଉ କିଛିଦିନ ପରେ ସେ ମା’ ହେବାକୁ ଯାଉଥିବା ଖବର ଜଣାପଡିବା ପରେ କେବେ କେବେ ସେ ସୋସିଆଲ ମିଡିଆରେ ଆସିଯାଉଛନ୍ତି ଚର୍ଚ୍ଚାକୁ । ଏବେ ସାରା ଦେଶରେ…
ମୁମ୍ବାଇ ବସ୍ତିର ଝିଅ ମଲିଶା ରାତାରାତି ହେଲେ ପ୍ରସିଦ୍ଧ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ମୁମ୍ବାଇ ବସ୍ତିରେ ରହୁଥିବା ଝିଅ ମଲିଶା ଖାରଓ୍ବା ଏବେ ଖୁବ୍ ଚର୍ଚ୍ଚାରେ। ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଫଲୋଅର୍ସଙ୍କ ତାଲିକା ମଧ୍ୟ କ୍ରମାଗତ ଭାବେ ବଢ଼ିଚାଲିଛି। ଏହାର କାରଣ ହେଉଛନ୍ତି ହଲିଉଡ୍ ଅଭିନେତା ରବର୍ଟ ହୋଫମ୍ୟାନ୍। ପ୍ରକୃତ କଥା ହେଲା, ଗତ ଫେବୃୟାରୀରେ ରବର୍ଟ…
ମୋଦିଙ୍କ ନିକଟକୁ ପତ୍ର ଲେଖିଲେ କରନ
ମୁମ୍ବାଇ,୩ ।୧୦: ବଲିଉଡ୍ରେ ଚାଲିଥିବା ନେପୋଟିଜମ ଓ ଡ୍ରଗ୍ସ ମାମଲା ମଧ୍ୟରେ ନିର୍ଦ୍ଦେଶକ କରନ ଜୋହର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ଏକ ପତ୍ର ଲେଖିଛନ୍ତି । ଦେଶ ସ୍ୱାଧିନତାର ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ କରନ ଜୋହର ଏକ ବିଶେଷ…
ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନୁହେଁ ଆତ୍ମହତ୍ୟା!
ମୁମ୍ବାଇ:୩ ।୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୩ ମାସ ବିତି ଯାଇଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଏହାର କାରଣ ଖୋଜିବାକୁ ଦେଶର ୩ ବଡ…
୧୨ ଘଣ୍ଟାରେ ନୂଆ ରେକର୍ଡ ସୃଷ୍ଟି କଲେ ପ୍ରିୟଙ୍କା ଚୋପ୍ରା
ବଲିଉଡ୍ ଅଭିନେତ୍ରୀ ତଥା ଗ୍ଲୋବାଲ ଆଇକ୍ ପ୍ରିୟଙ୍କା ଚୋପ୍ରା ସଫଳତାର ଆଉ ପାଦେ ଆଗରେ ପହଞ୍ଚିଛନ୍ତି। ଅଭିନୟ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ଏହି ଦେଶୀଗର୍ଲ ଲେଖା ଜଗତରେ ପଧ୍ୟ ପଛରେ ପଡ଼ି ନାହାନ୍ତି। ପ୍ରିୟଙ୍କାଙ୍କର ପ୍ରଥମ…
ସିନେମା ହଲ୍ ଖୋଲିଲେ ପ୍ରଥମେ ରିଲିଜ୍ ହେବ କିଆରାଙ୍କ ଅଭିନୀତ ଫିଲ୍ମ
ମୁମ୍ବାଇ: ଦୀର୍ଘ ପାଖାପାଖି ୬ ମାସ ହେବ କରୋନା ମହାମାରୀ ଲକ୍ଡାଉନ ଯୋଗୁ ବନ୍ଦ ରହିଛି ସିନେମା ହଲ୍ । ଏବେ ଅନ୍ଲକ୍ ଚାଲିଥିଲେ ବି ସଂକ୍ରମଣକୁ ଦେଖି ସବୁ ରାଜ୍ୟରେ ସରକାର ସିନେମା ହଲ୍ ଖୋଲିବା ସପକ୍ଷରେ ନାହାନ୍ତି ।…
୪୪ ବର୍ଷ ବୟସରେ କଲେଜ ଛାତ୍ର ଭୂମିକାରେ ଅଭିନୟ କରିଥିଲେ ଆମିର
ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ଜଣାଶୁଣା ଆମିର ଖାଁଙ୍କ ହିଟ୍ ଫିଲ୍ମ କଥା ଯଦି ବିଚାରକୁ ନିଆଯାଏ ତେବେ କୟା ମତ ସେ କୟାମତକ, ଦିଲ, ୩ ଇଡିଅଟ୍ସ, ତାରେ ଜମିନ ପର, ଗଜନି, ଦଙ୍ଗଲ ଆଦିର ନାଁ ପ୍ରଥମେ…
ରେଷ୍ଟୁରାଣ୍ଟର ନାଁ ସୋନୁ ସୁଦ୍ ରଖିଲେ ଏହି ବ୍ୟକ୍ତି
ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ଲୋକଙ୍କୁ ନିରନ୍ତର ସାହାଯ୍ୟ ସହଯୋଗ କରିଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। ନିକଟରେ ସୋନୁ କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ‘ଏଡିଜି ସ୍ପେଶାଲ…

