ଗର୍ଭାବସ୍ଥାରେ ପତଳା ଦେଖାଯିବାକୁ ନେଇ ଟ୍ରୋଲ ହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଆଜିକାଲି ଅଭିନେତ୍ରୀଅଭିନେତାମାନେ ସୋସିଆଲ ମିଡିଆରେ ଟ୍ରୋଲ ହେବା ସାଧାରଣ କଥା ହୋଇଗଲାଣି। ନିକଟରେ ଛୋଟ ପରଦା ଲୋକପ୍ରିୟ ଅଭିନେତା କରଣଭୀର ବୋହ୍‌ରାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଟିଜେ ସିଦ୍ଧୁ ଟ୍ରୋଲ ହୋଇଛନ୍ତି। ଟିଜେ ଖୁବ୍‌ଶୀଘ୍ର ତୃତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି। ସେ ୫ ମାସ ବେବି ବମ୍ପ ସହ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ପତଳା ଦେଖାଯାଉଥିବା ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଥିଲେ। ଏଥିରେ ରାଗିଯାଇଛନ୍ତି ଟିଜେ। ସେ ଲେଖିଛନ୍ତି- ଲୋକମାନେ କୁହନ୍ତି ଯେ ମୁଁ ବହୁତ ପତଳା। ବିଶେଷ କରି ଯେତେବେଳେ ମୁଁ ମା ହେବାକୁ ଯାଉଛି, ସେତେବେଳେ ମୁଁ ଟିକିଏ ମୋଟା ହେବା ଆବଶ୍ୟକ। କିନ୍ତୁ ଓଜନ ବଢିବା ମୋ ପାଇଁ କେବେ ସହଜ ହୋଇନାହିଁ। ପ୍ରଥମ ତିନି ମାସ ମୁଁ ଭଲ ଅନୁଭବ କରି ନ ଥିଲି। ସେହି ସମୟରେ ମୁଁ କିଛି ଖାଇ ପାରି ନାହିଁ। ବର୍ତ୍ତମାନ ମୁଁ ସଠିକ ଭାବରେ ଖାଉଛି। ମୋର ଓଜନ ବଢିଛି। ଗର୍ଭାବସ୍ଥାରେ ଯଦି ଆପଣ ସୁସ୍ଥ ଅଛନ୍ତି ତେବେ ମୋଟା ପତଳା କୌଣସି ଫରକ ପଡେ ନାହିଁ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମେକଅପ୍‌ ନ ନେଇ ବିୟୁଟିଫୁଲ୍‌…

ମୁମ୍ବାଇ: ଫିଲ୍ମ ଶୁଟିଂ ସମୟରେ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟ କଳାକାରଙ୍କୁ ମେକଅପ୍‌ ନେବାକୁ ପଡ଼ିଥାଏ। କିନ୍ତୁ ବିଲିଉଡର ଏଭଳି କେତେକ ଅଭିନେତ୍ରୀ ଅଛନ୍ତି, ସେମାନଙ୍କୁ...

ଇର୍ଫାନ-ରିଷିଙ୍କ ମଧ୍ୟରେ ଥିଲା ଅଜବ ସଂଯୋଗ

ମୁମ୍ବାଇ: ବଲିଉଡ୍‌ ପାଇଁ ଏପ୍ରିଲ ମାସର ଶେଷ ଦୁଇ ଦିନ ଥିଲା ବେଶ୍‌ ଦୁଃଖଦ। ଏପ୍ରିଲ ୨୯-୩୦କୁ ବଲିଉଡ୍‌ ପାଇଁ କଳା ଦିନ ବୋଳି କୁହାଯାଉଛି।...

ମୋ ଜୀବନ ଶେଷ ହୋଇଗଲା: ରାକ୍ଷୀ

ମୁମ୍ବାଇ: ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତଙ୍କର ଆଉ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଖୁବ୍‌ ଜୋରରେ କାନ୍ଦିବା ସହ ଜୀବନ...

ହଲରେ ଭଙ୍ଗାରୁଜା କଲେ ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍‌

ହାଇଦ୍ରାବାଦ୍‌, ୯ା୪- ଦୁଇ ବର୍ଷର ବ୍ୟବଧାନ ପରେ ବଡ଼ ପରଦାକୁ ଫେରିଥିବା ସାଉଥ୍‌ର ପାଓ୍ବାରଷ୍ଟାର କୁହାଯାଉଥିବା ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍ସ ତେଲାଙ୍ଗାନାର ଏକ ହଲରେ ବ୍ୟାପକ...

ଶୁଟିଂ ସେଟ୍‌ରେ କଥା ହେଉ ନ ଥିଲେ ଅଭିନେତ୍ରୀ ଅଭିନେତା, ତଥାପି ସୁପରହିଟ୍‌ ହୋଇଥିଲା ଏହି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ର ୩ ଖାଁ ଏକା ସାଥୀରେ କାମ କରି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏହି ୩ ଖାଁ...

ବିଦ୍ୟା ବାଲାନ୍‌ଙ୍କ ସହ ରୋମାନ୍ସ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ, ଏକଦା ବିଗ୍‌ବସ୍‌ରେ କରିଥିଲେ ଅଶୋଭନୀୟ କାଣ୍ଡ

ବମ୍ବେ: ବୋଲ୍ଡନେସ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା। ‘ଟାଇମ୍‌ ପାସ୍‌’, ‘ରେଡ୍‌ ସ୍ବସ୍ତିକ’ ଭଳି ଚଳଚ୍ଚିତ୍ରରେ କାମ କରିଥିବା ସର୍ଲିନ୍‌ ଅନେକ ଥର...

ପ୍ରେମରେ ସଫଳ ନୁହନ୍ତି କ୍ୟାଟ୍ରିନା !

ମୁମ୍ବାଇ: ବଲିଉଡ୍‌ ବିୟୁଟି କୁଇନ୍‌ କ୍ୟାଟ୍ରିନା କୈଫ ଲକ୍ଷେ ଦିଲ୍‌ କି ଧଡକନ୍‌। କୁହାଯାଏ ତାଙ୍କ ପାଇଁ ପାଗଳ ଅନେକ ଯୁବକ। ତାଙ୍କର ଅଭିନୟ ସାଙ୍ଗକୁ...

ନୂଆ ଓଡ଼ିଆ ସିନେମା ‘ମନେ ମନେ ମନ ଖୋଜୁଥିଲା’

‘ମନେ ମନେ ମନ ଖୋଜୁଥିଲା’-ଏପରି ଶୀର୍ଷକରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଏହାର କାହାଣୀ ପ୍ରେମ ଉପରେ ପର୍ଯ୍ୟବସିତ। ହଁ,ଏକ ଭିନ୍ନ ଧରଣର ଟିନ୍‌-ଏଜ୍‌ ପ୍ରେମ...

Advertisement
Seven Jackpot


Archives

Model This Week