ମନୋରଞ୍ଜନ

କାହିଁକି ରାଜନୀତି ଛାଡିଥିଲେ ସୀତା

ରାମାୟଣରେ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିୟା ଅଧିକାଂଶ ସମୟ ସୋସିଆଲ ମିଡିଆରେ ସକ୍ରିୟ ଥାନ୍ତି। ଜଣେ ଅଭିନେତ୍ରୀ ସହ ରାଜନୀତିରେ ମଧ୍ୟ ସେ ଜଣାଶୁଣା ଥିଲେ। ୧୯୯୧ ରେ ସେ ଗୁଜରାଟର ବଡୋଦରା ଆସନରୁ ଭାରତୀୟ…

ଶାହାରୁଖ୍‌ଙ୍କ ଝିଅକୁ ସମର୍ଥନ କଲେ ସୈଫ୍‌ଙ୍କ ପୁଅ

ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କ ଝିଅ ସୁହାନା ଆଜିକାଲି ଖୁବ୍‌ ଚର୍ଚ୍ଚାରେ। ସୁହାନାଙ୍କ ରଙ୍ଗକୁ ନେଇ ସୋସିଆଲ ମିଡିଆରେ କିଛି ବ୍ୟକ୍ତି ତାଙ୍କୁ କାଳି ଏବଂ ଅସୁନ୍ଦର ବୋଲି କହିଥିଲେ। ଏ ନେଇ ସୁହାନା ମେସେଜ୍‌ ମାଧ୍ୟମରେ ସେମାନଙ୍କୁ କଡ଼ା ଜବାବ…

ସୋନୁ ସୁଦଙ୍କୁ ପାକିସ୍ତାନରୁ ଆସିଲା ପ୍ରଶଂସା ବାର୍ତ୍ତା: ଜାଣନ୍ତୁ କିଏ କଲେ

ବଲିଉଡ୍‌ ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍‌ ସମୟରେ ଅନେକ ଅସହାୟଙ୍କୁ ସାହାଯ୍ୟ କରିିଛନ୍ତି। ଏବେ ବି ତାଙ୍କର ଏହି କାମ ଜାରି ରହିଛି। ଏହି ପଦକ୍ଷେପ ତାଙ୍କୁ ସାରା ବିଶ୍ୱରେ ପ୍ରସିଦ୍ଧ କରିପାରିଛି। ଏଥିପାଇଁ ସମସ୍ତେ ସୋନୁଙ୍କୁ ମେସେଜ୍‌ କରି ତାଙ୍କର…

ଆକ୍ସନ ଫିଲ୍ମ ଆଶାରେ ଅନନ୍ୟା

ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ଅନନ୍ୟା ପଣ୍ଡେ। ଇତିମଧ୍ୟରେ ସେ ‘ପତି ପତ୍ନି ଓ୍ବର ଓ୍ବ’ ରେ ମଧ୍ୟ କାମ କରିସାରିଛନ୍ତି। ତାଙ୍କର ଆଉ ଏକ ଫିଲ୍ମ ‘ଖାଲି ପିଲି’ ରିଲିଜ୍‌ ଅପେକ୍ଷାରେ…

ମାତ୍ର ୨ ଟଙ୍କା ପାଇଁ କ୍ରିକେଟ ଟିମ୍‌ରେ ସାମିଲ ହେବାରୁ ବଞ୍ଚିତଥିଲେ ବିଗ୍‌ ବି

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଲୋକପ୍ରି ଟିଭି ଶୋ’‘କୌନ ବନେଗା କରୋଡପତି’ର ୧୨ତମ ସିଜିନ୍‌ ମାଧ୍ୟମରେ ପୁଣିଥରେ ଦର୍ଶକଙ୍କ ସାମ୍ମାକୁ ଆସିସାରିଛନ୍ତି। ଇତିମଧ୍ୟରେ ଶୋ’ର କେତୋଟି ଏପିସୋଡ୍‌ ପ୍ରସାରିତ ହୋଇସାରିଛି। ସବୁଥର ପରି ଏଥର ମଧ୍ୟ ବିଗ୍‌ ବି ତାଙ୍କ ଜୀବନ…

ଥାନାରେ ହାଜର ହେଲେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ

ମୁମ୍ବାଇ,୧।୧୦- ମୁମ୍ବାଇ ଭର୍ସୋଭା ପୋଲିସ ନିକଟରେ ଗୁରୁବାର ହାଜର ହୋଇଛନ୍ତି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ। ଅଭିନେତ୍ରୀ ପାୟଲ ଘୋଷ ଆଣିଥିବା ଯୌନ ଶୋଷଣ ଅଭିଯୋଗରେ କଶ୍ୟପ ହାଜର ହୋଇଥିବା ଜଣାପଡିଛି। ଗୁରୁବାର ସକାଳେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଏହାପରେ ପୋଲିସ…

ସୁପରହିରୋ ଶକ୍ତିମାନ ଉପରେ ନିର୍ମାଣ ହେବ ଫିଲ୍ମ!

ମୁମ୍ବାଇ: ପିଲାମାନଙ୍କର ଅତିପ୍ରିୟ ଧରାବାହିକ ଶକ୍ତିମାନ ସେତେବେଳେ ତା’ର ଲୋକ ପ୍ରିୟତାକୁ ବଜାୟ ରଖିଥିଲା । କେହି ଏହାକୁ ଭାରତର ପ୍ରଥମ ସୁପରହିରୋ କୁହନ୍ତି ତ କେହି କୁହନ୍ତି ଏହା ସବୁଠାରୁ ଶକ୍ତିଶାଳୀ । ୯୦ ଦଶକରେ ଏହି ଧାରାବାହିକ ବେଶ୍…

ପ୍ରେମକୁ ନେଇ ରେଖା କହିଲେ ଏମିତି, ଭିଡିଓ ଭାଇରାଲ

ମୁମ୍ବାଇ,୧ା୧୦: ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ଯାଦୁ ଆଜି ମଧ୍ୟ ପୂର୍ବପରି ରହିଛି। ବଡ଼ ପରଦା ପରେ ରେଖା ଏବେ ଛୋଟ ପରଦାରେ ଲୋକଙ୍କ ହୃଦୟ ଜିତିପାରିଛନ୍ତି। ପ୍ରକୃତ କଥା ହେଲା ଏକ ଟିଭି ସିରିୟଲ ‘ଗୁମ ହୈ କିସି କେ ପ୍ୟାର୍‌…

ଫିଲ୍ମ ହଲ୍ ଖୋଲିଲେ ପ୍ରଥମେ ରିଲିଜ୍ ହେବ ଅକ୍ଷୟଙ୍କ ‘ବେଲ୍ ବଟମ’

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୭ ମାସ ହେବ ବନ୍ଦ ରହିଛି ସାରା ଦେଶର ସିନେମା ହଲ୍ । ଏବେ କିନ୍ତୁ ଅନ୍‌ଲକ୍ ୦.୫ ଆରମ୍ଭ ହୋଇ ଯାଇଥିବା ବେଳେ କେତେକ ରାଜ୍ୟରେ ଫିଲ୍ମ ହଲ୍ ଖୋଲିବାକୁ ସରକାର…

ଝିଅକୁ କଳା କହିବାକୁ ନେଇ ଭାବପ୍ରବଣ ହେଲେ ଗୌରୀ ଖାନ୍‌

ବଲିଉଡ୍‌ର କିଙ୍ଗ୍‌ ଶାହରୁଖ ଖାନ୍‌ଙ୍କ ଝିଅ ସୁହାନା ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସୁହାନାଙ୍କୁ କିଛି ବ୍ୟକ୍ତି ସୋସିଆଲ ମିହିଆରେ କଳା କହିବାକୁ ନେଇ ମା’ ଗୌରୀ ଖାନ୍‌ ଭାବପ୍ରବଣ ହୋଇପଡିଛନ୍ତି। ସେ ମହିଳା ସଶକ୍ତିକରଣକୁ ନେଇ ଏକ ପୋଷ୍ଟ ଶେୟାର…

ଭଲ ବେଳା ଆସିଛି

ସତରେ, ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢାଳିବା। ଶାହରୁଖଙ୍କ ଖୁସିି ଏବେ କହିଲେ ନ ସରେ। କାରଣ ଯେଉଁ ୟଶରାଜ ଫିଲ୍ମସ ବ୍ୟାନର ତାଙ୍କୁ ନେମ୍‌ ଫେମ୍‌ ଦେଇଛି ସେହି ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଥିବା ସିନେମାରେ…

ସୋନମ୍‌ଙ୍କ ଫିଟ୍‌ନେସ୍‌ ଟିପ୍ସ

ସୋନମ୍‌ କପୁର ଏବେ ଫିଟ୍‌ନେସ ଟିପ୍ସ ବାଣ୍ଟୁଛନ୍ତି। କେବଳ ସେତିକି ନୁହେଁ, ନିଜେ ମଧ୍ୟ ନିଜ ଫିଟ୍‌ନେସ ପ୍ରତି ବେଶ୍‌ ସଚେତନ। ପ୍ରତିଦିନ ସକାଳେ ଦୁଇ ଘଣ୍ଟା ଏବଂ ସନ୍ଧ୍ୟାରେ ଦୁଇ ଘଣ୍ଟା ବ୍ୟାୟାମ କରୁଛନ୍ତି। ତା’ ସହ ଯୋଗ, ପ୍ରାଣାୟାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?