ଟିଭିର ରାମ-ସୀତା କରୋନା ପଜିଟିଭ

ଟିଭିର ରାମ-ସୀତା ଅର୍ଥାତ୍‌ ଗୁରମୀତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ କରୋନା ପଜିଟିଭ ଜଣାପଡ଼ିଛନ୍ତି। ଏ ନେଇ ଗୁରମିତ କିଛି ସମୟ ପୂର୍ବରୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖି ଜଣାଇଛନ୍ତି। ସେ ଲେଖିଛନ୍ତି, ମୋ ସ୍ତ୍ରୀ ଦେବିନା ଏବଂ ମୋର କରୋନା ପଜିଟିଭ ଜଣାପଡ଼ିଛି। ଆମେ ଏବେ ସୁସ୍ଥ ଅଛୁ ଏବଂ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରୁଛୁ। ଏବେ ଆମେ ଘରେ ଆଇସୋଲେଶନରେ ରହୁଛୁ। ଗତ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କରୋନା ଟେଷ୍ଟ କରାଇନେବାକୁ ସେ କହିଛନ୍ତି। ତାଙ୍କର ଏହି ପୋଷ୍ଟ ଶେୟାର ହେବାପରେ ପ୍ରଶଂସକମାନେ ତାଙ୍କ ପାଇଁ ପ୍ରାର୍ଥନ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଉଥ୍‌ ସୁପରଷ୍ଟାର ପବନ କଲ୍ୟାଣଙ୍କୁ କରୋନା

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସ୍ଥିତି ଏଭଳି ହୋଇଯାଇଛି ଯେ, ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ...

ଅଭିଷେକଙ୍କ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପ୍ରସ୍ତୁତ ଏହି ଅଭିନେତା

ମୁମ୍ବାଇ: କରୋନା କବଳରେ ଏବେ ବଲିଉଡ୍‌। ବଲିଉଡ୍‌ ଇଣ୍ଡଷ୍ଟ୍ରି ଓ ଟେଲି ଜଗତର କେତେକ କଳାକାର କରୋନାରେ ପୀଡ଼ିତ ହୋଇ ସୁସ୍ଥ ହୋଇଥିବା ବେଳେ ଆଉ...

ରଣବୀରଙ୍କୁ ସୁପର୍‌ ଡ୍ରଗ୍‌ କହିଥିଲେ ଦୀପିକା, ଭାଇରାଲ ହେଉଛି ପୋଷ୍ଟ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କନେକ୍ସନ ଯାଞ୍ଚ୍‌ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଏବେ ବଲିଉଡରେ ଡ୍ରଗ୍ସ ଯୋଗାଉଥିବା ଚେନ୍‌କୁ ଧରିବାକୁ...

କିମିଆଁ କଲେ ନିଆ

ବମ୍ବେ: ଟେଲିଭିଜନ ଷ୍ଟାର ନିଆ ଶର୍ମା ଜଣେ ଲୋକପ୍ରିୟ ଅଭିନେତ୍ରୀ ହେବା ସହ ଦମ୍‌ଦାର ନୃତ୍ୟଶିଳ୍ପୀ ମଧ୍ୟ । ଏବେ ସେ କୌଣସି ଧାରାବାହିକରେ ନଜର...

ଆଲିଆଙ୍କ ଉପରେ ଖୁସି ନାହାନ୍ତି ଶାଶୁ!

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଏନେଇ ଅନେକ ଅଭିନନ୍ଦନ ଆସୁଛି। ଏହି ଖୁସି ଖବର ପରେ...

‘ଏ ଜିନ୍ଦେଗୀ’କୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ରାଜସ୍ଥାନ ସରକାର

ମୁମ୍ବାଇ: ଫ୍ରାଇଡେ ରିଲିଜରେ ଏଥର ରିଲିଜ୍ ହୋଇଛି ବଲିଉଡ ମୁଭି ’ଏ ଜିନ୍ଦେଗୀ’ । ଏହି ମୁଭି ପାଇଁ ରାଜସ୍ଥାନ ସରକାର ଏକ ଖୁସି ଖବର...

ସରଗପୁରରୁ ଆସିଚି ପ୍ରିୟା

ଇନ୍ଦ୍ରଲୋକର ଭୁଲ ପାଇଁ ପୃଥିବୀକୁ ଦଣ୍ଡ ଭୋଗିବାକୁ ଆସିଛି ଅପସରା ମେନକା। ପ୍ରଥମରୁ ଆସିବାକୁ ଡରୁଥିବା ମେନକା କିନ୍ତୁ ପରେ ପୃଥିବୀ ଛାଡିବାକୁ ନାରାଜ। ପାତାଳ...

ଏହି ଅଭିନେତାଙ୍କୁ ନିର୍ଦ୍ଦେଶକ କହିଥିଲେ କେବେ ହୋଇପାରିବନି ଷ୍ଟାର, ପୂରା ଘଟଣା ଜାଣିଲେ…

ଅନିଲ କପୁରଙ୍କୁ ବଲିଉଡ୍‌ର ଏଭରଗ୍ରିନ୍‌ ତାରକା କୁହାଯାଏ। ଅନିଲ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ଫିଟ୍‌ନେସ୍‌ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି।...

Advertisement
Archives

Model This Week