ରାତି ୨ଟାରେ ସାନପୁଅ ଜେହଙ୍କ ଘରେ ପଶିଥିଲେ ଦୁର୍ବୃତ୍ତ, ଚାକରାଣୀଙ୍କ ଚିତ୍କାର ଶୁଣି ସୈଫ ପହଞ୍ଚିବା ପରେ…

ମୁମ୍ବାଇ: ସକାଳ ପ୍ରାୟ ଦୁଇଟା ବେଳେ ଘରେ ପଶିଥିଲେ ଅଜଣା ବ୍ୟକ୍ତି। କେହି କିଛି ବୁଝିବା ଆଗରୁ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ କରିଥିଲେ ଅତର୍କିତ ଛୁରାମାଡ଼। ଏଥିରେ ତାଙ୍କ ଘରର ଚାକରାଣୀ ମଧ୍ୟ ଆହତ ହୋଇଥିଲେ। ଏବେ ଉଭୟଙ୍କ ଚିକିତ୍ସା ଲୀଳାବତୀ ହସ୍ପିଟାଲରେ ହେଉଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

ମୁମ୍ବାଇ ଡିସିପି ଦିକ୍ଷୀତ ଗେଡାମ କହିଛନ୍ତି, ଅଜଣା ବ୍ୟକ୍ତି ସୈଫଙ୍କ ସାନପୁଅ ଜେହଙ୍କ କୋଠରୀରେ ପଶିଯାଇଥିଲେ। ସେଠାରେ ସେ ଚାକରାଣୀ ଅରିଆମା ଫିଲିପ୍ସ ଓରଫ ଲିମାଙ୍କୁ ଧରି ନେଇଥିଲେ। ଏହାପରେ ଲିମା ଜୋର୍‌ରେ ଚିତ୍କାର କରିଥିଲେ। ସୈଫ ଚିତ୍କାର ଶୁଣି ଆସିବା ପରେ ବ୍ୟକ୍ତିଜଣଙ୍କ ତାଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଥିଲେ।

ଆକ୍ରମଣ ବେଳେ ଦୁଇପୁଅ ତୈମୁର ଏବଂ ଜେହ ଘରେ ଥିଲେ। କରିନା ସାଙ୍ଗମାନଙ୍କ ସହ ପାର୍ଟି କରୁଥିଲେ। ଏବେ ଘରର ସୁରକ୍ଷାକର୍ମୀଙ୍କ ସହ ଚାକରାଣୀଙ୍କୁ ନେଇ ସନ୍ଦେହ ପ୍ରକାଶ ପାଇଛି। ପୋଲିସ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Sikandar Release Date: ଫେବୃଆରୀ ୨୭ରେ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେବେ ସଲମାନ

ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ସିକନ୍ଦର’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଅନେକ ଦିନର ବ୍ୟବଧାନ ପରେ ସଲମାନ ‘ସିକନ୍ଦର’ ସହିତ...

Video:ପ୍ରଥମଥର ବିମାନରେ ବସିଲେ ମୋନାଲିସା: ଷ୍ଟାଇଲିସ୍‌ ଲୁକ୍‌ ଦେଖି ଲୋକେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୮।୨: ମହାକୁମ୍ଭର ଭାଇରାଲ ଗାର୍ଲ ମୋନାଲିସାଙ୍କ ଭାଗ୍ୟ ଫିଟିଛି। ସେ ଖୁବଶୀଘ୍ର ଫିଲ୍ମ ଜଗତରେ ପାଦ ଦେବାକୁ ଯାଉଛନ୍ତି। ପ୍ରତିଦିନ ମୋନାଲିସାଙ୍କ ନୂଆ ନୂଆ ଭିଡିଓ...

Krrish 4ରେ ଏଣ୍ଟ୍ରି କରିବେ ଏହି ଅଭିନେତ୍ରୀ!

ମୁମ୍ବାଇ: ବଲିଉଡର ସବୁଠାରୁ ସଫଳ ସୁପରହିରୋ ଫିଲ୍ମ ଫ୍ରାଞ୍ଚାଇଜ କ୍ରିଶର ଚତୁର୍ଥ ସଂସ୍କରଣ ବେଶ କିଛି ଦିନ ଧରି ଖବରରେ ରହିଛି। ସମସ୍ତେ Krrish 4ର...

ବଲିଉଡରେ ଏଣ୍ଟ୍ରି କରିବେ ସାନିଆ ମିର୍ଜାଙ୍କ ପୁଅ! ଏହି ଫିଲ୍ମ ମେକର ଦେଲେ…

ମୁମ୍ବାଇ,୧୮।୨: ଫରାହ ଖାନ YouTubeରେ କୁକିଂ ବ୍‌ଲଗ ତିଆରି କରନ୍ତି। ନିକଟରେ ଟେନିସ ତାରକା ସାନିଆ ମିର୍ଜାଙ୍କୁ ତାଙ୍କ ଭିଡିଓରେ ଦେଖିବାକୁ ମିଳିଥିଲା। ସାନିଆଙ୍କୁ ତାଙ୍କ...

ହସ୍ପିଟାଲରେ ଭର୍ତ୍ତି ହେଲେ ଶକିରା

ବୋଗୋଟା: କଲମ୍ବିଆର ପ୍ରସିଦ୍ଧ ସିଙ୍ଗର ତଥା ସଙ୍ଗ୍‌ ରାଇଟର ଶକିରା (୪୮) ରବିବାର ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫଳରେ ପେରୁର...

କାର୍ତ୍ତିକଙ୍କ ବିପକ୍ଷରେ ଶ୍ରୀଲୀଲା

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍‌ ଭୁଲୈୟା ୩’ ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ ମଚାଇବା ପରେ ଏବେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା...

Anubhav Mohanty ବହିରେ ସବୁକଥା ଲେଖିଦେଲେ ଜାଗୃତି, ସମ୍ପର୍କରେ ଆସିଲା ନୂଆ ଟ୍ବିଷ୍ଟ!

ଭୁବନେଶ୍ୱର,୧୫।୨: ପ୍ରକାଶ ପାଇଛି ଓଡିଶାର ଲୋକପ୍ରିୟ ସୁପରଷ୍ଟାର ତଥା ରାଜନେତା Anubhav Mohanty ବାୟୋଗ୍ରାଫି। ତେବେ ଏହି ବାୟୋଗ୍ରାଫିର ରଚନା କରିଛନ୍ତି Jagrati Shukla।  ଏହାର...

Amitabh Bachchan ୬୩ ବର୍ଷରେ ରେଡ୍‌ ଲାଇଟ୍‌ ଏରିଆ ଯାଇଥିଲେ ବିଗ୍‌ ବି! କ୍ଲବରେ…ବଡ଼ ଖୁଲାସା

ମୁମ୍ବାଇ: ଫିଲ୍ମ ର୍ନିମାତା ଅପୂର୍ବ ଲାଖିଆ Amitabh Bachchan ଙ୍କ ସହ ଜଡିତ ଏକ ତାଜୁବ କରିଦେବା ଭଳି କାହାଣୀ ଶେୟାର କରିଛନ୍ତି। ଅପୂର୍ବା ୨୦୦୫ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri