ବଡ଼ପୁଅ ଇବ୍ରାହିମ୍‌ ବଞ୍ଚାଇଥିଲେ ସୈଫଙ୍କ ଜୀବନ, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ…

ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଶଂସକ ଚିନ୍ତାରେ। ଗୋଟିଏପଟେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଜୋରଦାର କରିଥିବା ବେଳେ ଡାକ୍ତରଖାନାରେ ଅଭିନେତାଙ୍କ ଚିକିତ୍ସା ଚାଲିଛି। ଆକ୍ରମଣକାରୀ ଛଅ ଥର ଅଭିନେତାଙ୍କ ଉପରେ ଆକ୍ରମଣ କରିଥିଲେ। ଏମିତିରେ ତାଙ୍କୁ ବଡ଼ ପୁଅ ଇବ୍ରାହିମ୍‌ ଅଲ୍ଲୀ ଖାନ୍‌ ରକ୍ଷା କରିଥିବା ଜଣାପଡ଼ିଛି।

ଗୁରୁବାର ରାତି ୨.୩୦ରୁ ୩ଟା ମଧ୍ୟରେ ଅଭିନେତାଙ୍କ ବାନ୍ଦ୍ରା ସ୍ଥିତ ଆବାସରେ ଦୁର୍ବୃତ୍ତ ଚୋରି ଉଦ୍ୟମ କରିଥିଲେ। ଏହି ସମୟରେ ସୈଫ ସାମ୍ନାକୁ ଆସିବାରୁ ସେ ଛୁରାମାଡ଼ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅଭିନେତାଙ୍କୁ ନେଇ ଇବ୍ରାହିମ୍‌ ଅଟୋ ରିକ୍ସାରେ ଡାକ୍ତରଖାନାରେ ପହଞ୍ଚିଥିଲେ। କାରଣ ତାଙ୍କୁ କୌଣସି ଗାଡ଼ି ମିଳି ନ ଥିଲା। ପରେ ସୈଫଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା।

ସୈଫ ଏବେ ସୁରକ୍ଷିତ ଅଛନ୍ତି। ତାଙ୍କର ସର୍ଜରୀ ଶେଷ ହୋଇଛି। ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ପୋଲିସ ଘଟଣାର ତଦନ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Uttam Mohanty Hospitalized: ଏହି ରୋଗରେ ପୀଡ଼ିତ ଅଛନ୍ତି ଉତ୍ତମ ମହାନ୍ତି, ଖୁବ୍‌ଶୀଘ୍ର ଦିଲ୍ଲୀକୁ ହେବେ ଏୟାରଲିଫ୍ଟ

ଭୁବନେଶ୍ୱର,୮।୨: ଭେଟେରାନ ଓଲିଉଡ୍‌ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର। ସେ ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ଏବେ ରାଜଧାନରର ଏକ ଘରୋଇ ହସ୍ପିଟାଲର...

ଅଭିନେତା ଉତ୍ତମ ମହାନ୍ତି ଗୁରୁତର: ହସ୍ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ୱର,୮।୨: ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର ଅଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଛି। ସେ ଆଇସିୟୁ ଚିକିତ୍ସିତ ହେଉଥିବା ନେଇ...

ଅଧରାତିରେ ଏମିତି ପୋଷ୍ଟ କଲେ ଅମିତାଭ ବଚ୍ଚନ: ପ୍ରଶଂସକ ଚିନ୍ତିତ

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବେ ମଧ୍ୟ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ଯେଉଁ ବୟସରେ ଲୋକମାନେ ଅବସର ନେଇ ଘରେ ଆରାମ କରନ୍ତି, ସେହି ବୟସରେ...

ଗ୍ଲାମର ଦୁନିଆ ଛାଡ଼ି ସାଧ୍ୱୀ ହେଲେ

ପ୍ରୟାଗରାଜ: ଚଳଚ୍ଚିତ୍ର ଏବଂ ଅନେକ ମ୍ୟୁଜିକ୍‌ ଭିଡିଓରେ ଅଭିନୟ କରିଥିବା ଅଭିନେତ୍ରୀ ଇଶିକା ତନେଜାଙ୍କୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। ସେ ମହାକୁମ୍ଭରେ ସାଧ୍ୱୀ ରୂପେ...

ବଦଳିଗଲା ମୋନାଲିସାଙ୍କ ଭାଗ୍ୟ: ଫୁଲ୍‌ଡ୍ରେସରୁ ଟପ୍ସ ସର୍ଟ ଫ୍ୟାଣ୍ଟ ପିନ୍ଧି ନାଚିଲେ

କୁମ୍ଭମେଳା (୨୦୨୫)ରେ ରାତାରାତି ଭାଇରାଲ ହୋଇଥିଲେ ମୋନାଲିସା। କୁମ୍ଭ ମେଳାରେ ମାଳା ବିକୁଥିବା ମୋନାଲିସା ନିଜର ଆଖି ପାଇଁ ଭାଇରାଲ ହୋଇଥିଲେ। ପରେ ତାଙ୍କ ଭାଗ୍ୟ...

ସୋନୁ ସୁଦଙ୍କ ବଢିଲା ଅଡୁଆ: ଗିରଫ ଓ୍ବାରେଣ୍ଟ୍‌ ଜାରି

ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। ଏକ ଠକେଇ ମାମଲାରେ ସାକ୍ଷ୍ୟ ଦେବାକୁ ହାଜର ନ ହେବା ପରେ କୋର୍ଟ ତାଙ୍କ ବିରୋଧରେ...

ମୁମ୍ବାଇରେ ଥିବା ବିଳାସପୂର୍ଣ୍ଣ ଫ୍ଲାଟ୍‌କୁ ଏତିକି ଟଙ୍କାରେ ବିକ୍ରି କଲେ ଅକ୍ଷୟ କୁମାର, ମୂଲ୍ୟ ଜାଣିଲେ…

ମୁମ୍ବାଇ: ସେଲିବ୍ରିଟି ଦମ୍ପତି ଅକ୍ଷୟ କୁମାର ଏବଂ ଟ୍‌ବିଙ୍କଲ ଖାନ୍ନା ମୁମ୍ବାଇରେ ଥିବା ସେମାନଙ୍କର ବିଳାସପୂର୍ଣ୍ଣ ଫ୍ଲାଟକୁ ୮୦ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏହି...

ବିବାହ ପୂର୍ବରୁ କାହିଁକି ମାଆ ହୋଇ ଯାଇଥିଲେ ଏସବୁ ଲୋକପ୍ରିୟ ଅଭିନେତ୍ରୀ, ଲିଷ୍ଟ ଦେଖିଲେ ଉଡିବ ହୋସ୍‌

ମା’ – ଦୁନିଆର ସବୁଠୁ ମଧୁର ଶବ୍ଦ । ଜଣେ ନାରୀତ୍ୱର ପରିପୂର୍ଣ୍ଣତା ମା’ ଡାକରୁ ହିଁ ଜଣାପଡେ। କିନ୍ତୁ ଜାଣି ତାଜୁବ ହେବେ ବଲିଉଡର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri