ଫିଲ୍ମ ହଲ୍ ଖୋଲିଲେ ପ୍ରଥମେ ରିଲିଜ୍ ହେବ ଅକ୍ଷୟଙ୍କ ‘ବେଲ୍ ବଟମ’

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୭ ମାସ ହେବ ବନ୍ଦ ରହିଛି ସାରା ଦେଶର ସିନେମା ହଲ୍ । ଏବେ କିନ୍ତୁ ଅନ୍‌ଲକ୍ ୦.୫ ଆରମ୍ଭ ହୋଇ ଯାଇଥିବା ବେଳେ କେତେକ ରାଜ୍ୟରେ ଫିଲ୍ମ ହଲ୍ ଖୋଲିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହା ଜଣାପଡିବା ପରେ ଏବେ ବଲିଉଡ୍ ଖିଲାଡି ବୟେ ତାଙ୍କ ଫ୍ୟାନମାନଙ୍କୁ ଦେଇଛନ୍ତି ଖୁସି ଖବର । ଅର୍ଥାତ୍ ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରୁ ପ୍ରଥମେ ବେଲ୍ ବଟମ ସିନେମା ହଲ୍‌ରେ ରିଲିଜ୍ ହେବ ବୋଲି ସେ କହିଛନ୍ତି । ଏହାସହ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଆସନ୍ତା ଏପ୍ରିଲ ୨, ୨୦୨୧ରେ ତାଙ୍କ ଅଭିନୀତ ଫିଲ୍ମ “ବେଲ ବଟମ’ ସିନେମା ହଲରେ ରିଲିଜ୍ ହେବ ବୋଲି ସେ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି । ଏହାର ଏକ ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି ଖିଲାଡିବୟ । ସଞ୍ଜିତ ଏମ୍ ତିୱାରିଙ୍କ ଦ୍ୱାରା ନର୍ଦ୍ଦେଶିତ ଏହି ଫିଲ୍ମଟି ହେଉଛି ଏକ ସ୍ପାଇ ଥ୍ରିଲର ଫିଲ୍ମ । ଏଥିରେ ତାରା ଦତ୍ତା ଓ ହ୍ୟୁମା କ୍ୟୁରେସିଙ୍କୁ ମଧ୍ୟ ଦେଖିବାକୁ ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ନେହାଙ୍କୁ ରେଖାଙ୍କ ଉପହାର, ଭାବବିହ୍ବଳ ହେଲେ ଗାୟିକା

ବମ୍ବେ: ନିକଟରେ ଗାୟକ ରୋହନପ୍ରିତ ସିଂହଙ୍କ ହାତ ଧରିଛନ୍ତି ହିଟ୍‌ ସିଙ୍ଗର ନେହା କକ୍କଡ। ହେଲେ ବିବାହ ପରେ ସେ ଏବେ କାମରେ ବ୍ୟସ୍ତ। ବିଭିନ୍ନ...

ଟେଲିଭିଜନ କୁଇନ୍‌ ଏକତା ପାଇବେ ପଦ୍ମଶ୍ରୀ, କରିସାରିଲେଣି ୧୩୦ରୁ ଅଧିକ ଧାରାବାହିକ

ବମ୍ବେ: ପ୍ରଯୋଜିକା ତଥା ଟେଲିଭିଜନ କୁଇନ ଏକତା କପୁର ପାଇବେ ପଦ୍ମଶ୍ରୀ ପୁରସ୍କାର। କଳା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ।...

ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି..

”ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି। ନା ମୁଁ ତୋତେ କେବେ ମା’ ବନିବାର ସୁଯୋଗ ଦେବି ନା କେବେ ଭଲ...

ରିଲିଜ୍‌ ପୂର୍ବରୁ ଆଡଭାନ୍ସ ଟିକେଟ୍‌ ବୁକିଂରେ ରେକର୍ଡ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଦୃଶ୍ୟମ-୨ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ...

ଡାକ୍ତର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ, କେବଳ ଏହି କାରଣ ପାଇଁ ବାଛିଲେ ଫିଲ୍ମ ଜଗତ

ନିଜ ଚମତ୍କାର ଅଭିନୟ ପାଇଁ ଲୋକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିବା ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନଙ୍କ ଆଜି ଜନ୍ମଦିନ। ସେ ତେଲୁଗୁ...

ଏହି ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ସାରା ଅଲ୍ଲୀ ଖାନ୍‌: ବାପା ରଖିଲେ ଏମିତି ସର୍ତ୍ତ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିଜର ସୁନ୍ଦର ଅଭିନୟ ପାଇଁ ବେଶ୍‌ ପରିଚିତ। ଏଥିସହ ପ୍ରେମ ସମ୍ପର୍କକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅନେକ...

ଏକଦା ସଲମାନଙ୍କ ସହ ଫିଲ୍ମ କରିଥିଲେ ଏସବୁ ଅଭିନେତ୍ରୀ: ଆଜି ମିଳୁନି ଖୋଜ ଖବର

ବଲିଉଡର ‘ଦବଙ୍ଗ’ ଅଭିନେତା ସଲମାନ ଖାଁ ସହ କିଏ କାମ କରିବାକୁ ନ ଚାହିଁବ। ପ୍ରତ୍ୟେକ ଅଭିନେତ୍ରୀ ତାଙ୍କ ସହିତ ଫିଲ୍ମରେ କାମ କରିବାକୁ ଇଚ୍ଛା...

ପରଦାରେ ‘ଛିଛୋରେ’: ପସନ୍ଦ ଆସୁଛି ସୁଶାନ୍ତ-ଶ୍ରଦ୍ଧାଙ୍କ କଲେଜ ଦିନର କାହାଣୀ

ମୁମ୍ବାଇ: ପରଦାରେ ସୁଶାନ୍ତ ସିଂ ରାଜପୁତ ଏବଂ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ଛିଛୋରେ’। ଆମିର ଖାନ୍‌ଙ୍କ ‘ଥ୍ରି ଇଡିଅଟ୍‌ସ’ ଭଳି ଏଥିରେ ରହିଛି କଲେଜ...

Advertisement
Archives

Model This Week