ଆଉ ତିନି ଦିନ ଜେଲରେ ରହିବେ ରିଆ
ମୁମ୍ବାଇ,୧୧ ।୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକଶନକୁ ନେଇ ଫସି ଯାଇଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତି । ଶୁକବ୍ରାର ରିଆ ଓ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତିଙ୍କ ସମେତ ୬ ଜଣଙ୍କ ଜାମିନ ଆବେଦନ ମୁମ୍ବାଇ…
ଦାଉଦଙ୍କ ଘର ଭଙ୍ଗା ଯାଇ ପାରୁ ନ ଥିବା ବେଳେ କାହିଁକି ଭଙ୍ଗାଗଲା କଙ୍ଗନାଙ୍କ ଘର: ଫଡନବିଶ
ମୁମ୍ବାଇ,୧୧ ।୯: ମହାରାଷ୍ଟ୍ର ସରକାର ଓ ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ମଧ୍ୟରେ ତୁତୁ ମେମେ ଲାଗି ରହିଛି । ଇତିମଧ୍ୟରେ ମୁମ୍ବାଇ ପୋଲିସ କଙ୍ଗନାଙ୍କ ବିରୋଧରେ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ କରି ସାରିଲାଣି । ଏଥିପାଇଁ ମହାରାଷ୍ଟ୍ର ସରକାର…
କେବଳ କଙ୍ଗନା ନୁହନ୍ତି, ପୂର୍ବରୁ ଏସବୁ ତାରକାଙ୍କୁ ଟାର୍ଗେଟ୍ କରିଛି ବିଏମ୍ସି; ନେଇଛି ଏପରି କାର୍ଯ୍ୟାନୁଷ୍ଠାନ
ବିଏମ୍ସି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମୁମ୍ବାଇ କାର୍ଯ୍ୟାଳୟକୁ ଭାଙ୍ଗିଛି। ବେଆଇନ ନିର୍ମାଣ ଅଭିଯୋଗରେ ବିଏମ୍ସି ଏହି କାର୍ଯ୍ୟାନୁଷ୍ଠାନ ଭାଙ୍ଗିଥିବା କୁହାଯାଉଥିଲେ ହେଁ ଏହାକୁ ନେଇ ମହାରାଷ୍ଟ୍ର ସରକାର ଏବଂ କଙ୍ଗନାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ତେବେ ବଲିଉଡ ତାରକାଙ୍କୁ…
ରଜନୀକାନ୍ତଙ୍କଠାରୁ ଆରମ୍ଭ କରି ରଣବୀର ସିଂହ: ନିଜର ସରନେମ୍ ହଟାଇଛନ୍ତି ଏହି ୬ କଳାକାର; ପୁରା ନାମ ଶୁଣିଲେ ହେବେ ଆଶ୍ଚର୍ଯ୍ୟ
ଅଭିନୟ ପାଇଁ ନିଜ ନାମ ମଧ୍ୟ ବଦଳାଇଦେଇଥାଏ କଳାକାର। ବଲିଉଡ୍ରେ କିଛି କଳାକାର ଅଛନ୍ତି ଯେଉଁମାନେ ଫିଲ୍ମଦୁନିଆ ପାଇଁ ନିଜର ନାମ ପରିବର୍ତ୍ତନ କରିଛନ୍ତି। ସେହିଭଳି ଆଉ କିଛି କଳାକାର ନିଜ ନାମରୁ ସରନେମ୍ କାଢ଼ି ଦେଇଛନ୍ତି। ସେଭଳି କିଛି କଳାକାରଙ୍କୁ…
୧୧ ବର୍ଷର ନାବାଳକଙ୍କୁ ବ୍ରେନ୍ ଟ୍ୟୁମର ଜାଣି ଏପରି କଲେ ସୋନୁ ସୁଦ୍
ଅଭିନେତା ସୋନୁ ସୁଦ, କରୋନା ସମୟରୁ କ୍ରମାଗତ ଭାବରେ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ପୂର୍ବରୁ ସେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇଥିଲେ। ବର୍ତ୍ତମାନ ସୋନୁ ଅସହାୟ ଲୋକଙ୍କ ସହାୟତା ଏବଂ ରୋଗୀଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରୁଛନ୍ତି ।…
ପରଲୋକରେ ଏହି ଲୋକପ୍ରିୟ ଅଭିନେତ୍ରୀ
ବ୍ରିଟିସର ଲୋକପ୍ରିୟ ଅଭିନେତ୍ରୀ ଡାଏନା ରିଗଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା। କର୍କଟ ରୋଗରେ ପୀଡିତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଝିଅ ରାଚେଲ ଷ୍ଟିରଲିଙ୍ଗ ଜଣାଇଛନ୍ତି। ସେ କହିଛନ୍ତି, ମୋର ପ୍ରିୟ ମା’ ସବୁଦିନ…
ରିୟାଙ୍କ ଜାମିନ ଆବେଦନ ଖାରଜ, ଜେଲ୍ରେ ରହିବେ ଭାଇ, ଭଉଣୀ
ମୁମ୍ବାଇ,୧୧।୯: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଡ୍ରଗ୍ସ ମାମଲାରେ ମୁମ୍ବାଇ ସେସନ୍ସ କୋର୍ଟ ୬ ଅଭିଯୁକ୍ତ ରିୟା, ତାଙ୍କ ସୋଭିକ, ଦୀପେଶ ସାଓ୍ବନ୍ତ, ସାମୁଏଲ ମିରାଣ୍ଡା, ଜୈଦ୍, ବାସିଦ ପରିହାରଙ୍କ ଜଣଙ୍କ…
ମାସ୍କ ପିନ୍ଧି ସାଇକେଲ ଚଲାଇଲେ ସଲମାନ୍ ଖାନ୍: ୟୁଜର୍ସ କହିଲେ ଏମିତି…
ବଲିଉଡ୍ର ସୁପରଷ୍ଟାର ସଲମାନ୍ ଖାନ୍ ନିଜର ଉଦାରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କରୋନା ସମୟରେ ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଛନ୍ତି। ଅଭାବୀ ଲୋକଙ୍କ ପାଇଁ ସେ ଟଙ୍କାଠାରୁ ଆରମ୍ଭ କରି ଖାଦ୍ୟ ପ୍ୟାକେଟ ପର୍ଯ୍ୟନ୍ତ ପଠାଇଛନ୍ତି। କିନ୍ତୁ…
ଟଙ୍କା ନାହିଁ, ଭଙ୍ଗା ଅଫିସ୍ରେ କାମ କରିବି: କଙ୍ଗନା
ମହାରାଷ୍ଟ୍ର ସରକାର ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। କଙ୍ଗନାଙ୍କ ମୁମ୍ବାଇ ଅଫିସକୁ ବିଏମସି ଭାଙ୍ଗିବା ପରେ ସେ ମର୍ମାହତ ହୋଇପଡିଛନ୍ତି। ଅଫିସର ବାଲକୋନି ସମେତ ଅନେକ ଅଂଶ ଭାଙ୍ଗି ଯାଇଛି। ଏନେଇ କଙ୍ଗନା କହିଛନ୍ତି, ମୁଁ ଜାନୁଆରୀ…
ଭାଜପାରେ ଯୋଗଦେବେ କି କଙ୍ଗନା, ଉତ୍ତରରେ କହିଲେ ଏମିତି
ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ସହ ଭୀଷଣ ତିକ୍ତତାର ସମ୍ମୁଖୀନ ହୋଇଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଭାଜପାରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ମୁମ୍ବାଇ ମହାନଗର ନିଗମ ପକ୍ଷରୁ ତାଙ୍କ ଅଫିସ ଭଙ୍ଗାଯିବା ପରେ ମର୍ମାହତ ଅଛନ୍ତି କଙ୍ଗନା। କେନ୍ଦ୍ରମନ୍ତ୍ରୀ…
ପ୍ରତିଦିନ ଗୋ-ମୂତ୍ର ପିଉଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର
ନୂଆଦିଲ୍ଲୀ, ୧୦।୯: ବଲିଉଡ୍ର ଷ୍ଟାର୍ ଅଭିନେତା ଅକ୍ଷୟ କୁମାରଙ୍କ ସୁନ୍ଦର ଫିଟ୍ନେସ ଲାଗି ତାଙ୍କର କୋଟି କୋଟି ପ୍ରଶଂସକ ସୃଷ୍ଟି କରିପାରିଛନ୍ତି। ୫୩ ବର୍ଷରେ ମଧ୍ୟ ଅକ୍ଷୟ ତାଙ୍କ ଫିଟ୍ନେସ ପାଇଁ ସର୍ବଦା ସତର୍କ ରହିଥାନ୍ତି। ଏହି ସମୟରେ ତାଙ୍କ ଫିଟ୍ନେସକୁ…
ଏହି ଲୋକପ୍ରିୟ ଅଭିନେତ୍ରୀ କରୋନା ଆକ୍ରାନ୍ତ
ମୁମ୍ବାଇ,୧୦।୯-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ସାରା ଖାନ। ସେ ନିକଟରେ କରୋନା ଟେଷ୍ଟ କରିଥିଲେ। ଗୁରୁବାର ତାଙ୍କ ରିପୋର୍ଟ ଆସିଛି। ଏ ନେଇ ସାରା ନିଜ ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁର୍ଭାଗ୍ୟବଶତଃ ଆଜି ମୁଁ…
Archives


