ଟଙ୍କା ନାହିଁ, ଭଙ୍ଗା ଅଫିସ୍‌ରେ କାମ କରିବି: କଙ୍ଗନା

ମହାରାଷ୍ଟ୍ର ସରକାର ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। କଙ୍ଗନାଙ୍କ ମୁମ୍ବାଇ ଅଫିସକୁ ବିଏମସି ଭାଙ୍ଗିବା ପରେ ସେ ମର୍ମାହତ ହୋଇପଡିଛନ୍ତି। ଅଫିସର ବାଲକୋନି ସମେତ ଅନେକ ଅଂଶ ଭାଙ୍ଗି ଯାଇଛି। ଏନେଇ କଙ୍ଗନା କହିଛନ୍ତି, ମୁଁ ଜାନୁଆରୀ ୧୫ରେ ମୋ ଅଫିସ ଖୋଲିଥିଲି। ଏହାର କିଛି ଦିନ ପରେ କରୋନା କାୟା ବିସ୍ତାର କରିଥିଲା। ମୁଁ ସେବେଠାରୁ କାମ କରି ନାହିଁ। ଅଫିସ ପୁନଃନିର୍ମାଣ ପାଇଁ ମୋ ପାଖରେ ଟଙ୍କା ନାହିଁ। ସେହି ଭଙ୍ଗା କାର୍ଯ୍ୟାଳୟରେ କାମ କରିବି ଏବଂ ଏହାକୁ ଏକ ସ୍ମୃତି ଭାବରେ ରଖିବି ଯେ ଜଣେ ମହିଳା ଦୁନିଆ ସହ ଲଢିବାକୁ ସାହସ ଦେଖାଇଥିଲା। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୯ରେ, କଙ୍ଗନା ରାଣାଓ୍ବତଙ୍କ କାର୍ଯ୍ୟାଳୟକୁ ବିଏମ୍‌ସି ଭାଙ୍ଗିଥିଲା। ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଏମସି ଭାଙ୍ଗିବା ବନ୍ଦ କରିଥିଲା। କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବାକୁ ନେଇ ଅନେକ ସେଲିବ୍ରିଟି ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀ କ୍ରେଧ ଜାହିର୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରବିନା, ଭାରତି, ଫରହାଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୨୬।୧୨: ବଲିଉଡ୍‌ ନାୟିକା ରବିନା ଟଣ୍ଡନ, ଫିଲ୍ମ ମେକର ଫରହା ଖାଁ ଓ କମେଡିଆନ୍‌ ଭାରତି ସିଂଙ୍କ ନାଁରେ ଆସିଛି ଅଭିଯୋଗ। ଅଜନାଲା(ଅମୃତସର) ଡିଏସ୍‌ପି ସୋହନ...

ରାକେଶଙ୍କ ପାଇଁ ଚାଲିଛି ନାୟିକା ଖୋଜା

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢ଼ାଳିବା। ଦେଖୁନାହାନ୍ତି, ଗୋଟିଏ ସିନେମା ରିଲିଜ ହେବାର ଦିନ କେଇଟା ହୋଇନି ହାତରେ ଆଉ...

ପୁଣି ଖୁସି ଖବର ଦେଲେ ଭାରତୀ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ନିକଟରେ ପୁତ୍ର ସନ୍ତାନର ମାତାପିତା ହୋଇଛନ୍ତି। ଦୁହେଁ ଏବେ ବହୁତ ଖୁସି ଅଛନ୍ତି। ପୁଅ ହେବାର...

ସୃଷ୍ଟିଙ୍କ ଜୀବନରେ ନୂଆ ସାଥୀଙ୍କ ଏଣ୍ଟ୍ରି, ମନୀଷଙ୍କ ପରେ ଏବେ ରୋହିତଙ୍କ ସହ ତୁଟାଇଲେ ସମ୍ପର୍କ

ମୁମ୍ବାଇ: ପ୍ରଥମେ ମନୀଷ ନାଗଦେବଙ୍କ ପରେ ଏବେ ରୋହିତ ସୁଚାତିଙ୍କ ସହ ବ୍ରେକ୍‌ଅପ୍‌ କରିଛନ୍ତି ବିଗ୍‌ ବସ୍‌ ଫେମ୍‌ ସୃଷ୍ଟି ରୋଡେ। ବିଗ୍‌ ବସ୍‌ରୁ ବାହାରିବା...

ଏହି ବ୍ୟକ୍ତିଙ୍କ ଆଦେଶ ପରେ କଙ୍ଗନାଙ୍କ ଅଫିସ ଭାଙ୍ଗିଥିଲା ବିଏମ୍‌ସି: ହାଓ୍ବାର୍ଡରୁ ପଢ଼ାସାରି ହୋଇଛନ୍ତି ଆଇଏଏସ୍‌

ବମ୍ବେ: ମୁମ୍ବାଇରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଅଫିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବିଏମ୍‌ସି। ଏହାକୁ ନେଇ ସୋସିଆଲ ମିଡିଆଠାରୁ ଆରମ୍ଭ କରି ସମସ୍ତ ଜାତୀୟ...

ଟୋକିଓ ଅଲିମ୍ପିକ୍ସ: ଟିମ ଇଣ୍ଡିଆର ଚିୟର ଲିଡର ଅକ୍ଷୟ କୁମାର

ମୁମ୍ବାଇ: ଜାପାନର ରାଜଧାନୀ ଟୋକିଓରେ ଜୁଲାଇ ୨୩ରେ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ । ଏଥିପାଇଁ ଟିମ୍ ଇଣ୍ଡିଆ ସେଠାରେ ପହଞ୍ଚି ସାରିଲାଣି । ଇତିମଧ୍ୟରେ...

ନ୍ୟୁୟର୍କରେ ୨୭ଲକ୍ଷ ଟଙ୍କାର ଜୋତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ରିଷି

ନ୍ୟୁୟର୍କ: ବଲିଉଡ୍‌ ଅଭିନେତା ରିଷି କପୁର ଏବେ ନ୍ୟୁୟର୍କରେ ନିଜର କ୍ୟାନସରର ଚିକିତ୍ସା କରାଉଛନ୍ତି। ନ୍ୟୁୟର୍କରେ ଥାଇ ମଧ୍ୟ ରିଷି ନିଜ ଜୀବନର ସମସ୍ତ ଅପଡେଟ୍‌...

ରକ୍ତଦାନ କରି ପ୍ରଶଂସକ ପାଳିଲେ ଜନ୍ମଦିନ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ବେବି ଡଲ୍‌ କୁହାଯାଉଥିବା ସନି ଲିଓନିଙ୍କ ଫ୍ୟାନ୍ସମାନେ ଭିନ୍ନ ଢଙ୍ଗରେ ତାଙ୍କ ଜନ୍ମଦିନ ପାଳିଛନ୍ତି। ଯାହା ପାଇଁ ସନି ମଧ୍ୟ...

Advertisement
Archives

Model This Week