ନବଜାତ ପୁଅ ସହ ଫଟୋ ଶେୟାର କଲେ ଏହି ଲୋକପ୍ରିୟ ଅଭିନେତା

ଛୋଟ ପରଦାର ଲୋକପ୍ରିୟ ଅଭିନେତା ଗୌତମ ଚୋପ୍ରା ୨ ମାସ ପୂର୍ବେ ନିଜ ମା’ବାପାଙ୍କୁ ହରାଇଥିଲେ। ଏହା ପରେ ତାଙ୍କ ପରିବାର ଦୁଃଖରେ ଭାଙ୍ଗିପଡ଼ିଥିଲା। କିନ୍ତୁ କିଛି ଦିନ ହେବ ତାଙ୍କ ଘରକୁ ଖୁସି ଫେରିଆସିଛି। ଗୌତମଙ୍କ ସ୍ତ୍ରୀ ହିତିଶା ଚେରଣ୍ଡା କିଛି ଦିନ ତଳେ ନିଜର ପ୍ରଥମ ପୁତ୍ରକୁ ଜନ୍ମ ଦେଇଛନ୍ତି। ପୁତ୍ର ସନ୍ତାନୁ ପାଇ ସେମାନେ ବହୁତ ଖୁସିଅଛନ୍ତି। ଏବେ ଗୌତମ ସୋସିଆଲ ମିଡିଆରେ ନିଜ ପୁଅର ଏକ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ନିଜର ଖୁସି ବାଣ୍ଟିଛନ୍ତି। ଫଟୋରେ ଗୌତମ ପୁଅକୁ କୋଳରେ ଧରିଥିବାର ଦେଖିବାକୁ ମିଳୁଛି। ଏଥିସହ ସେ କ୍ୟାପଶନରେ ଲେଖିଛନ୍ତି, ୨ ସପ୍ତାହ ପରେ ଯେତେବେଳେ ପ୍ରିନ୍ସ ଚୋପ୍ରା ବାପାଙ୍କୁ ଭେଟିଥିଲେ, ସର୍ଟ ଉପରେ ସେ ବେକକୁ ଧରିଦେଇଥିଲେ। ବେକକୁ ଛାଡିବାକୁ ସେ ଜମା ବି ପ୍ରସ୍ତୁତ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିୟୁରେ ଗାୟକ ବାଲସୁବ୍ରମଣ୍ୟମ

ଚେନ୍ନାଇ,୧୪।୮: ଗାୟକ ତଥା ଅଭିନେତା ଏସ୍‌ ପି ବାଲାସୁବ୍ରମଣ୍ୟମଙ୍କ ସ୍ବାସ୍ଥାବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଛି। ଚଳିତମାସ ଆରମ୍ଭରେ ସେ କରୋନା ଭାଇରସ ଦ୍ୱାରା ସଂକ୍ରମିତ...

ବାହା ହେବେ କି ସଲମାନ!

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ବ୍ୟାଚେଲର ସଲମାନ ଖାଁଙ୍କୁ ନିଜର କରିବାକୁ ଅନେକ ଯୁବତୀ ସ୍ବପ୍ନ ଦେଖନ୍ତି। ହେଲେ ଏହି ନାୟକ ଏବେବି ବିବାହ ନ...

ଆଉ ତିନି ଦିନ ଜେଲରେ ରହିବେ ରିଆ

ମୁମ୍ବାଇ,୧୧ ।୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକଶନକୁ ନେଇ ଫସି ଯାଇଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତି । ଶୁକବ୍ରାର ରିଆ...

ପରପାରିରେ ଅଭିନେତ୍ରୀ ଗୌହରଙ୍କ ପିତା

ବମ୍ବେ: ପ୍ରତି ସନ୍ତାନ ଜୀବନରେ ମାତାପିତାଙ୍କ ସ୍ଥାନ ସ୍ବତନ୍ତ୍ର। ଏଣୁ କେହି ଜଣେ ହାତ ଛାଡ଼ି ଦେଲେ ଶୂନ୍ୟସ୍ଥାନ ସୃଷ୍ଟି ହେବା ନିଶ୍ଚିତ। ସେଭଳି କିଛି...

ଅଜୟ ଦେବଗନ୍‌ଙ୍କ କିଣିଲେ ନୂଆ ଘର: ଦାମ୍‌ ରହିଛି…

ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କର ଜୁହୁରେ ଏକ ସୁନ୍ଦର ବଙ୍ଗଳା ଅଛି। ଏଠାରେ ସେ ତାଙ୍କ ପରିବାର ସହିତ ରୁହନ୍ତି। ଏକ ଇନଡୋର ଜିମ ବ୍ୟତୀତ...

ହୃଦ୍‌ଘାତରେ ଚାଲିଗଲେ ଏହି ଅଭିନେତ୍ରୀ

ମୁମ୍ବାଇ: ତାମିଲ ଫିଲ୍ମରେ ଅଭିନୟ କରିଥିବା ମାଲାୟାଲମ ଅଭିନେତ୍ରୀ ଚିତ୍ରାଙ୍କର ଶନିବାର ସକାଳେ ହୃଦ୍‌ଘାତରେ ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୬...

କ୍ରିକେଟକୁ ଭଲ ପାଆନ୍ତି ନାହିଁ ଖିଲାଡି ବୟଙ୍କ ପୁଅ

ମୁମ୍ବାଇ,୧୫।୭: କ୍ରିକେଟର କ୍ରେଜ୍‌ ଛୋଟଠାରୁ ବଡ ସମସ୍ତଙ୍କ ପାଖରେ ଥିବା ବେଳେ ଏଥିରୁ କିନ୍ତୁ ବାଦ୍‌ ପଡିଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟଙ୍କ ପୁଅ ଅରବ।...

ବିଭୋରଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ନେହା

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ତାଙ୍କ ସୁମଧୁର କଣ୍ଠ ପାଇଁ ବେଶ୍‌ ପରିଚିତ। ବହୁ ସଂଘର୍ଷ କରି ସଫଳତା ପାଇଥିବା ନେହା ଏବେ ତାଙ୍କ...

Advertisement
Archives

Model This Week