ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସ୍ବାମୀ

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ପ୍ରଥମ ସ୍ବାମୀଙ୍କ ଠାରୁ ଅଲଗା ହେବା ପରେ ଶ୍ୱେତା ୨୦୧୩ରେ ଅଭିନଭ କୋହଲିଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ବିବାହର କିଛି ବର୍ଷ ପରେ ସେମାନଙ୍କ ନୂତନ ସମ୍ପର୍କ ଖରାପ ହେବାରେ ଲାଗିଲା। କିଛି ମାସ ପୂର୍ବେ ଅଭିନବ ଅଭିଯୋଗ କରିଥିଲେ ଯେ, ସ୍ତ୍ରୀ ଶ୍ୱେତା ତାଙ୍କୁ ନିଜ ପୁଅ ରେୟାନଙ୍କଠାରୁ ଅଲଗା କରିଛନ୍ତି। ଏବେ ସେ ପୁଣିଥରେ ଅଭିଯୋଗ ଆଣିଛନ୍ତି ଯେ, ଶ୍ୱେତା ରେୟାନଙ୍କୁ ତାଙ୍କଠାରୁ ଲୁଚାଇ ରଖିଛନ୍ତି। ତେବେ ଏହି ସମସ୍ତ ଅଭିଯୋଗ ପରେ ଅଭିନବ ପୁଅକୁ ଭେଟିଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଅଭିନଭ ଶ୍ୱେତାଙ୍କ ବିରୋଧରେ ଏକ ମାନହାନି ନୋଟିସ ମଧ୍ୟ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ଆର୍‌.ମାଧବନ

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ବଲିଉଡ୍‌ ଓ ସାଉଥ ଫିଲ୍ମ ଦୁନିଆର ପ୍ରସିଦ୍ଧ ଅଭିନେତା ଆର. ମାଧବନ ଏବଂ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଧବାର ଭେଟିଥିଲେ। ଏହି...

ଏହି ଅଭିନେତାଙ୍କୁ ଡେଟ୍‌ କରୁଛନ୍ତି ଭୂମି

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡନେକର୍‌ ପ୍ରାୟତଃ ବୃତ୍ତିଗତ ଏବଂ ବ୍ୟକ୍ତଗତ ଜୀବନକୁ ନେଇ ଚର୍ଚ୍ଚାରେ ରହନ୍ତି। ହେଲେ ଏବେ ଅଭିନେତ୍ରୀ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି...

ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ ସିଦ୍ଧାର୍ଥ; ସକାଳେ ଉଠି ନ ଥିଲେ

ବମ୍ବେ: ଆଉ ନାହାନ୍ତି ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ଏହି କଥାକୁ ସହଜରେ ଗ୍ରହଣ କରିପାରୁନାହନ୍ତି ପ୍ରଶଂସକ। ଟେଲିଭିଜନଠାରୁ ଆରମ୍ଭ କରି...

ଡିସେମ୍ବର ୪ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ଭାରତୀ-ହର୍ଷ

ମୁମ୍ବାଇ,୨୨ ।୧୧: ଡ୍ରଗ୍ସ ମାମଲାରେ କମେଡିଆନ୍ ଭାରତି ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ରବିବାର କୋର୍ଟରେ ହାଜର ହୋଇଥିଲେ । ଏବେ ସେମାନଙ୍କୁ...

ମୁହଁ ଲୁଚାଇ ଇଦ୍‌ ପାଳିଲେ ସାରା-କାର୍ତ୍ତିକ

ମୁମ୍ବାଇ,୬।୬: ବି ଟାଉନର ଚର୍ଚ୍ଚିତ ଯୋଡି ସାରା ଅଲ୍ଲୀ ଖାଁ ଓ କାର୍ତ୍ତିକ ଆର୍ୟନ ଏବେ ପୁଣି ଚର୍ଚ୍ଚା ପରିସରକୁ ଚାଲି ଆସିଛନ୍ତି। ବୁଧବାର ଇଦ୍‌...

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍‌ କୀ ବାତ୍‌’କୁ ଆମିରଙ୍କ ପ୍ରଶଂସା

ମୁମ୍ବାଇ: ନିକଟରେ ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମିର ଖାନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଥିବା ଜାତୀୟ କନ୍‌କ୍ଲେଭରେ...

ପକେଟ ମନିପାଇଁ ମଡଲିଂ ଆରମ୍ଭ କରିଥିଲେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଶେରଶାହ ସିଦ୍ଧାର୍ଥ ମାଲହୋତ୍ରା ସୋମବାର ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଛନ୍ତି । ଏବେ ସିଦ୍ଧାର୍ଥ ବଲିଉଡର ଜଣେ ଆଗଧାଡିର ଅଭିନେତା...

ସବାଙ୍କ ସହ ରିଲେସନଶିପକୁ ସ୍ୱୀକାର କଲେ ହ୍ରିତିକ!

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଆଜିକାଲି ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାକୁ ଆସୁ ନାହାନ୍ତି ତା’ଠାରୁ ଅଧିକ ଚର୍ଚ୍ଚାକୁ ଆସୁଛନ୍ତି ତାଙ୍କ ପର୍ସନାଲ...

Advertisement
Archives

Model This Week