କରୀନାଙ୍କ ଏହି ମହଙ୍ଗା ହିଲ୍‌ର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ: ଦେଖିଲେ କହିବେ ଖାଲି ଚପଲ ଏହାଠୁ କେତେ ଭଲ

ଫ୍ୟାଶନ ଦୃଷ୍ଟିରୁ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ସମ୍ପୂର୍ଣ୍ଣ ଭିନ୍ନ। ସେ ଗର୍ଭାବସ୍ଥାରେ ଏପରି ଏକ ଷ୍ଟାଇଲିସ ଲୁକ୍‌ରେ ଦେଖାଯାଇଥିଲେ ଯେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଗଲେ। କରୀନା ତାଙ୍କ ହିଲ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଡ୍ରେସ୍‌ ସହିତ ସେ ମହଙ୍ଗା ହିଲ୍‌ କିଣିଥିଲେ ମଧ୍ୟ ତାହା ଏତେ ଆକର୍ଷଣୀୟ ହୋଇପାରି ନାହିଁ।

ପୁଅ ତୈମୁର ଅଲ୍ଲୀ ଖାନଙ୍କ ପାଇଁ ବେବୋ ଘରେ ପାର୍ଟି ରଖିଥିଲେ। ଏଥିରେ ଅନେକ ଚଳଚ୍ଚିତ୍ର ଜଗତ ବାହାରୁ ମା’ ମଧ୍ୟ ଯୋଗ ଦେଇଥିଲେ। ଏହି ପାର୍ଟି ପାଇଁ ବେବୋ, ସିମ୍ପଲ ଡ୍ରେସ ସହିତ ଭିନ୍ନ ଡିଜାଇନ ହିଲ୍‌ ବାଛିଥିଲେ। ଏହି ହଳଦିଆ ରଙ୍ଗର ହିଲ୍‌ ଇଟାଲୀର ବିଳାସପୂର୍ଣ୍ଣ ବ୍ରାଣ୍ଡ ବୋଟେଗା ଭେନେଟାର ଥିଲା। ଏହି ହିଲଗୁଡ଼ିକର ମୂଲ୍ୟ ଭାରତୀୟ ଟଙ୍କାର ପାଖାପାଖି ଏକ ଲକ୍ଷ। ଏହି ଚମଡା ହିଲ ଆରାମଦାୟକ ଥିଲେ କରୀନାଙ୍କ ପାଦକୁ ଏହା ଅଦ୍ଭୁତ ଦିଶୁଛି, ଯାହାକୁ ନେଇ ଚର୍ଚ୍ଚା ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନୀତିଙ୍କ ପରେ ଏବେ ଅକାଶା

ବମ୍ବେ: ଜଣେ ମଡେଲରୁ ସେଲିବ୍ରିଟି ପାଲଟିଥିବା ପ୍ରତୀକ ସେହଜପାଲ ଆଜିକାଲି ରହୁଛନ୍ତି ଚର୍ଚ୍ଚାରେ। ନିଜର ଫିଟ୍‌ନେସ୍‌ ସାଙ୍ଗକୁ ବ୍ୟକ୍ତିତ୍ୱକୁ ନେଇ ପ୍ରଶଂସକଙ୍କ ହୃଦୟ ଜିତିବା ପରେ...

ଲଣ୍ଡନରେ ଛୁଟି କାଟୁଛନ୍ତି ସାରା-କାର୍ତ୍ତିକ!

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ସାରା ଅଲି ଖାନ୍‌ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ କାର୍ତ୍ତିକ ହ୍ରିତିକ ରୋଶନଙ୍କ ଭଉଣୀ ପଶ୍ମିନଙ୍କୁ ଡେଟ୍‌ କରୁଥିବା...

ଦେଶୀ ଗର୍ଲଙ୍କୁ ୩୯…

ମୁମ୍ବାଇ,୧୮।୭: ବଲିଉଡ୍‌ ଅଭିନେତ୍ରୀ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ରବିବାର ୩୯ ବର୍ଷ ପୂରଣ ହୋଇଛି। ସେ ୧୯୮୨ ଜୁଲାଇ ୧୮ରେ ଜାମସେଦ୍‌ପୁରରେ ଜନ୍ମ ଗ୍ରହଣ...

ଝିଅକୁ ଅଭିନେତ୍ରୀ ନୁହେଁ ସାଇଣ୍ଟିଷ୍ଟ କରିବାକୁ ଚାହୁଁଛନ୍ତି ଆଲିଆ

ମୁମ୍ବାଇ: ବଲିଉଡ ବିୟୁଟି ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ଏପ୍ରିଲ ୨୦୨୨ରେ ବିବାହ କରିଥିଲେ। ସେହି ବର୍ଷ ହିଁ ଏହି କପଲ ୬...

ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ପରଲୋକ

ଭେଟେରାନ ଲେଖକ ତଥା ଚଳଚ୍ଚିତ୍ର ନିର୍ମାତା ସାଗର ସରହଦିଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ନିଜ ମୁମ୍ବାଇସ୍ଥିତ ବାସଭବନରେ ସେ...

ଏହି ଅଭିନେତାଙ୍କୁ ‘ପାପାଜୀ’ ଡାକନ୍ତି ସ୍ତ୍ରୀ

ଅଭିନେତା ତଥା ମଡେଲ ମିଲିନ୍ଦ ସୋମେନ୍‌ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। କେତେବେଳେ ସେ ନିଜ ଫିଟନେସ୍‌ ପାଇଁ ତ, ଆଉ କେତେବେଳେ ସ୍ତ୍ରୀ ଅଙ୍କିତା କୁଅଁରଙ୍କ...

ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ଜନ୍ମଦିନରେ ଖୁବ୍‌ ମଜା କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ବେଳେ ବେଳେ ଆସି ଯାଆନ୍ତି ଚର୍ଚ୍ଚାକୁ। ବିଶେଷ କରି ତାଙ୍କ ଲଭ୍‌ ଅଫେୟାର୍ସ...

ଝିଅକୁ ପୂଜା କଲେ ରାଜକୁନ୍ଦ୍ରା, ଲୋକେ କହିଲେ ୯ଶହ ମୂଷା ଖାଇ ବିଲେଇ ବାହାରିଛି ହଜ କରି

ମୁମ୍ବାଇ: ଏବେ ସାରା ଦେଶରେ ପାଳନ କରାଯାଉଛି ନବରାତ୍ର । ମଙ୍ଗଳବାର ହେଉଛି ଏହାର ଶେଷ ଦିନ । ଏଥର ୩ ଅକ୍ଟୋବରରେ ପଡିଥିଲା ଦୁର୍ଗାଷ୍ଟମୀ...

Advertisement
Archives

Model This Week