ସମ୍ପାଦକୀୟ

ବିପଜ୍ଜନକ ବର୍ଷ

ଆକାର ପଟେଲ ନାଗରିକତ୍ୱ ସଂଶୋଧନ ଆଇନ ସମ୍ପର୍କରେ ବିଜ୍ଞପ୍ତି ଜାରି ହେବା ସହ ଏହା କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଯାଇଛି। ଏହାକୁ ଲାଗୁକରିବା ପାଇଁ ସରକାରଙ୍କ ଦୃଢ଼ ନିଷ୍ପତ୍ତି ଆଗରେ ଦେଶ ସାରା ପ୍ରଦର୍ଶିତ ପ୍ରତିବାଦ ଅର୍ଥହୀନ ହୋଇପଡ଼ିଲା। ଏହି ଆଇନ…

ଯୁବପିଢ଼ି ଓ ବିବେକାନୁସରଣ

ଜିତେନ୍ଦ୍ର କୁମାର ନାୟକ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଯୁବ ଦିବସ ଭାବେ ପାଳନ କରାଯାଉଛି। ଜାନୁୟାରୀ ୧୨ ଆସିଲେ ଦେଶ ଓ ବିଦେଶର ଅସଂଖ୍ୟ ସଙ୍ଗଠନ ଏହି ଦିବସକୁ ମନେ ପକାଇଥାଆନ୍ତି। ବିବେକାନନ୍ଦଙ୍କ ନାମ ପୂର୍ବରୁ ଯୋଗଜନ୍ମା, ଯୋଗୀ, ପ୍ରଜ୍ଞାପୁରୁଷ, ଯୁବ…

ମହାକାଶ କନ୍ୟା

ବ୍ୟକ୍ତିତ୍ୱ/ ଶିବ ପ୍ରସାଦ ପୁହାଣ ପିଲାଦିନୁ କ୍ରିଷ୍ଟିନା ମହାକାଶ ଯିବାର ସ୍ବପ୍ନ ଦେଖିଥିଲେ। ତାହା ୧୪ ମାର୍ଚ୍ଚ, ୨୦୧୯ରେ ସାକାର ହୋଇଥିଲା। ଏହି ଦିନ ସେ ମିଶନ ସୋୟୁଜ ଏମ୍‌ଏସ୍‌-୧୨ରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। ପରେ ସାଥୀ ମହିଳା ମହାକାଶଚାରୀଙ୍କ…

ଏଇ ଭାରତରେ

ସମାଜସେବାରେ ସାରା ଜୀବନ ବିତାଇଦେବା ଲୋକଙ୍କ ସଂଖ୍ୟା କିଛି କମ୍‌ ନାହିଁ। ଏମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ପୁଣେ ନିବାସୀ ପଦ୍ମିନୀ ଷ୍ଟମ୍ପ୍‌ ଅନ୍ୟତମ। ସେ ଏବେ ୯୦୦ ବୁଲା କୁକୁର, ଦେଢ଼ଶହ ବିଲେଇ ଓ ୧୦୦ରୁ ଊର୍ଦ୍ଧ୍ୱ ଗାଈ ଓ ମଇଁଷିଙ୍କ…

ଆଇପିଏସ୍‌ ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଉତ୍ତରପ୍ରଦେଶ ପୋଲିସର ଉଚ୍ଚ ଅଧିକାରୀ ସ୍ତରରେ ଏକପ୍ରକାର କୁତ୍ସିତ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ନୋଏଡା ପୋଲିସ ମୁଖ୍ୟ ବୈଭବ କ୍ରିଷ୍ଣା ରାଜ୍ୟରେ ପୋଲିସ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିରେ ଅସାଧୁ…

ପ୍ରତିବାଦ

ପ୍ର. ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରତିବାଦ ଏକ ପ୍ରତିକୂଳ ଉକ୍ତି। ପ୍ରତିବାଦ ଗୋଟିଏ ମତବାଦ ବି। ନିୟମ, ଆଇନ, ବ୍ୟବସ୍ଥା, ଆଦର୍ଶ ବିରୋଧରେ ଏକ ଭିନ୍ନମତର ପ୍ରକାଶ। ବିଦ୍ରୋହ, ବିପ୍ଳବ, ଆନ୍ଦୋଳନ ପ୍ରଭୃତି ଏହି ପ୍ରତିବାଦର ଅଲଗା ଲାକ୍ଷଣିକ କାର୍ଯ୍ୟସୂଚୀ। ଏହା…

ସଭାରଙ୍କା ସାହିତି୍ୟକ

ମନ-ମାନଚିତ୍ର / ଡ. ନରହରି ବେହେରା ବର୍ଷକ ତଳୁ ଆମ ଘର ପାଖରେ କବିପ୍ରାଣ ଏବଂ ବାଗ୍ମୀପ୍ରବର ମଣିଷଟିଏ ଓ ତାଙ୍କର ଧର୍ମପନତ୍ୀ ଭଡ଼ାଘରେ ରହୁଛନ୍ତି, ତାଙ୍କ ନାମ ରଙ୍କ ଓ ଗେହ୍ଲୀ। ବୟସ ଦୃଷ୍ଟିରୁ ଆମେ ତାଙ୍କୁ ଶ୍ରଦ୍ଧାରେ ଅଜା…

ଏଇ ଭାରତରେ

ବୟସ ୧୭, କିନ୍ତୁ ବିଚାର ଅତି ଉଚ୍ଚ। ଏମିତି ଜଣେ ଝିଅ ହେଉଛନ୍ତି ହରିୟାଣାର ଦୌଲତପୁର ଗାଁ ନିବାସୀ ଅଞ୍ଜୁ ବର୍ମା। ସେ ତାଙ୍କ ପିତା ଓ ସ୍କୁଲ ଶିକ୍ଷକଙ୍କ ସହଯୋଗରେ ଖୋଲିଛନ୍ତି ‘ବୁଲନ୍ଦ ଉଡ଼ାନ’। ଏହା ମାଧ୍ୟମରେ ସ୍କୁଲରେ ଛାତ୍ରସଂଖ୍ୟା…

ଆଜିର ଅର୍ଥନୀତି/ଦୋହରା ଝଟକା

ଇରାନର ଜେନେରାଲ କାସିମ ସୋଲେମାନୀଙ୍କୁ ଆମେରିକା ଶୁକ୍ରବାର ବିମାନ ଆକ୍ରମଣ କରି ହତ୍ୟାକରିବା ପରେ ଓ୍ବାଶିଂଟନ ଓ ତେହେରାନ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହାର ଜବାବରେ କ୍ଷୁବ୍ଧ ଇରାନ ବାଗଦାଦସ୍ଥିତ ମାର୍କିନ ବିମାନଘାଟୀଗୁଡ଼ିକ ଉପରେ ଏକ ଡଜନରୁ ଅଧିକ…

ବୈଷମ୍ୟର ପାଚେରି

ନାରାୟଣ ପଣ୍ଡା ”ଈଶ୍ୱର ନାହାନ୍ତି, ଈଶ୍ୱରଙ୍କ ଅସ୍ତିତ୍ୱ ନାହିଁ। ଯେ ଈଶ୍ୱରଙ୍କୁ ସୃଷ୍ଟି କରିଛନ୍ତି ସେ ନିର୍ବୋଧ। ଯିଏ ତାଙ୍କ ମହିମା ପ୍ରଚାର କରନ୍ତି ସେ ଜଣେ ଅସାଧୁ। ଯେ ତାଙ୍କର ପୂଜା କରନ୍ତି ସେ ଅସଭ୍ୟ।“ ତାମିଲନାଡୁର ତ୍ରିଚି ସହରର…

ଆତ୍ମହତ୍ୟା: କାରଣ ଓ ନିରାକରଣ

ରମେଶ ଚନ୍ଦ୍ର ସାମଲ ଆଜିକାଲି ସମାଜରେ ବହୁ ଅପରାଧ ଘଟୁଛି। ନିଜର ସ୍ବାର୍ଥ ପାଇଁ ଅନ୍ୟର କ୍ଷତି ଓ ହତ୍ୟା କରିବା ଜଣେ ଅପରାଧୀଠାରୁ ଆଶା କରାଯାଇପାରେ, କିନ୍ତୁ ସ୍ବାର୍ଥ ପୂରଣରେ ବାଧା ଉପୁଜିଲେ ନିଜକୁ ନିଜେ ହତ୍ୟା କରିବା ବା…

ଏଇ ଭାରତରେ

ଜଣେ ରେଲଓ୍ବେ ଅଧିକାରୀ ଦାୟିତ୍ୱ ତୁଲାଇବା ସହ ଅସହାୟଙ୍କୁ ସାହାଯ୍ୟ କରି ତାଙ୍କ ସେବା ମନୋବୃତ୍ତିର ପରିଚୟ ଦେଇଛନ୍ତି। ସେ ହେଉଛନ୍ତି ଇଣ୍ଡିଆନ୍‌ ରେଲଓ୍ବେ ଟ୍ରାଫିକ୍‌ ସର୍ଭିସ୍‌ ଅଧିକାରୀ ସଞ୍ଜୟ କୁମାର। ଟ୍ରେନ୍‌ରେ ଯାଉଥିବା ଗରିବ ଯାତ୍ରୀମାନଙ୍କୁ ପ୍ରବଳ ଶୀତରୁ ରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?