ସମ୍ପାଦକୀୟ

ଏଇ ଭାରତରେ

ପ୍ଲାଷ୍ଟିକ୍‌ ପ୍ରଦୂଷଣ କମ୍‌ କରିବା ଲାଗି ଡେରାଡୁନ ସ୍ମାର୍ଟସିଟି ଲିଃ (ଡିଏସ୍‌ସିଏଲ୍‌) ଅପଣାଇଥିବା ନିଆରା ଉପାୟ ପ୍ରଶଂସନୀୟ। ଡିଏସ୍‌ସିଏଲ୍‌ ଏଥିପାଇଁ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ଆରମ୍ଭ କରିଛି। ଏହା ମାଧ୍ୟମରେ ‘ପ୍ଲାଷ୍ଟିକ୍‌ ଓ୍ବାପ୍‌ସି ଅଭିଯାନ’କୁ ତ୍ୱରାନ୍ବିତ କରି ଲୋକମାନଙ୍କୁ ଥରେ…

ଅଡ଼ୁଆରେ ଜମ୍ମୁ-କଶ୍ମୀର ବାବୁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦିଙ୍କ ଶାସନରେ ବାବୁମାନେ ଦିଲ୍ଲୀରେ କାମ କରିବାକୁ ଦିନକୁ ଦିନ ଅଧିକ ବିମୁଖ ହେବା ଭଳି ଜଣାପଡୁଛନ୍ତି। ବାସ୍ତବରେ ଗତ ପାଞ୍ଚବର୍ଷ ମଧ୍ୟରେ କେନ୍ଦ୍ରୀୟ ପ୍ରତିନିଯୁକ୍ତି (ଡେପୁଟେଶନ)ରେ ସବୁଠୁ କମ୍‌ ସଂଖ୍ୟକ ଆଇଏଏସ୍‌ ଅଧିକାରୀ ନିଯୁକ୍ତି…

ସା ବିଦ୍ୟା ଯା ନିଯୁକ୍ତୟେ

ସମଗ୍ର ଭାରତବର୍ଷରେ ସମ୍ପ୍ରତି ନୂତନ ଜାତୀୟ ଶିକ୍ଷାନୀତି ସମ୍ପର୍କିତ ବିତର୍କ ଜାରି ରହିଥିବା ବେଳେ ଗୋଟିଏ ରୋଚକ ପ୍ରସଙ୍ଗ ମୋର ସ୍ମରଣକୁ ଆସେ। କିଛିଦିନ ତଳେ ଜଣେ ଲେଖକ ମୟୂରଭଞ୍ଜର କେତେକ ସାନ୍ତାଳ ଗାଁ ଦେଖିବାକୁ ଯାଇଥିଲେ। ଗାଁର ଅନେକ ପିଲା…

ଶକ୍ତି ସଂରକ୍ଷଣ ଓ ଆମ ଦାୟିତ୍ୱ

ଇଂ ମାୟାଧର ସ୍ବାଇଁ ଶକ୍ତି ହେଉଛି ଏକ ଅତ୍ୟାବଶ୍ୟକ ଆନୁଷଙ୍ଗିକ ବସ୍ତୁ। ସମସ୍ତ ପ୍ରକାର ଶକ୍ତି ମଧ୍ୟରେ ସହଜ ଓ ସୁବିଧାରେ ବ୍ୟବହାର ହୋଇପାରିବା ଭଳି ଶକ୍ତି ହେଉଛି ବିଦ୍ୟୁତ୍‌। ଦେଶର ଅର୍ଥନୈତିକ ବିକାଶ ସହିତ ଲୋକମାନଙ୍କର ଦୈନନ୍ଦିନ ଜୀବନରେ ଏହାର…

ଏଇ ଭାରତରେ

ମଧ୍ୟପ୍ରଦେଶର ଜଣେ ଆଦିବାସୀ ମହିଳା କୃଷିରେ ନୂଆ କୌଶଳ ପ୍ରୟୋଗ କରି ଗାଁରେ ପୂରା ଚାଷ ପଦ୍ଧତିକୁ ବଦଳାଇ ଦେଇଛନ୍ତି। ଆଦିବାସୀବହୁଳ ଡିଣ୍ଡୋରି ଜିଲାର ଏକ ଛୋଟ ଗାଁରେ ରହନ୍ତି ବୈଗା ସମ୍ପ୍ରଦାୟର ମହିଳା ଉଜିୟାରୀ ବାଈ। ସେ ୫ମ ଶ୍ରେଣୀ…

ଆଜିର ଅର୍ଥନୀତି/ସୁଧ ଆହୁରି କମାଅ

ଚଳିତ ମାସ ପ୍ରାରମ୍ଭରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବେଞ୍ଚମାର୍କ ସୁଧହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଲେ। ଆଶା କରାଯାଉଥିଲା, ଜିଡିପି ନମ୍ବର ହ୍ରାସ ପାଇଥିବାରୁ ବ୍ୟାଙ୍କ ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିବ। କିନ୍ତୁ ତାହା ହେଲା…

ଗରିବଙ୍କ ଦ୍ୱାରା ଧନୀଙ୍କୁ ଭୋଟ୍‌

ତୁଷାରକାନ୍ତ ଧରିତ୍ରୀ(୪ା୧୧)ରେ ପ୍ରକାଶିତ ମୋ ପ୍ରବନ୍ଧ ‘ମୋ ସରକାର: ଗାନ୍ଧୀରୁ ନବୀନ’ ପଢ଼ି ମୋ ଭଳି ୭୦ ବର୍ଷରୁ ଅଧିକ ବୟସର କେତେଜଣ ଲୋକ ଫୋନ୍‌ ଯୋଗେ ପଚାରିଥିଲେ- ତେବେ ବାଟ କ’ଣ? ପ୍ରଥମ ଫୋନ୍‌ ପାଇବା ପରେ ମୁଁ ବିଶିଷ୍ଟ…

ବହିର ବୁନିଆଦି ଓ ପୁସ୍ତକମେଳା

ଉପେନ୍ଦ୍ର ବିଶ୍ୱାଳ ପ୍ରଖ୍ୟାତ ନାଟ୍ୟକାର ଡ. ଗିରୀଶ ଚନ୍ଦ୍ର ଘୋଷ ଥିଲେ ବଙ୍ଗ ନାଟ୍ୟ ଜଗତର ଜନକ। ଏକଦା ସାଂସାରିକ ମୋହ-ମାୟା ପ୍ରତି ତାଙ୍କର ବୀତସ୍ପୃହ ଭାବ ଆସିଛି। ତପସ୍ୟା ପାଇଁ ବାହାରିଲେ ହିମାଳୟ ଯାତ୍ରାରେ। ତା’ ପୂର୍ବରୁ ମା’ ସାରଦା…

ଏଇ ଭାରତରେ

ଉଚ୍ଚଶିକ୍ଷା ପ୍ରାପ୍ତ କରି ଭଲ ଚାକିରି କରିବାର ସ୍ବପ୍ନ ଦେଖିଥାନ୍ତି ପ୍ରତ୍ୟେକ ଯୁବକ। କିନ୍ତୁ ଉତ୍ତରାଖଣ୍ଡର ପବନ ପାଠକ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। ସେ ବିଦେଶ ଚାକିରି ଛାଡି ପାର୍ବତ୍ୟାଞ୍ଚଳର ସଂରକ୍ଷଣରେ ଲାଗିଛନ୍ତି। ଡେରାଡୁନର ଇନ୍ଦିରାନଗର ନିବାସୀ ପବନଙ୍କୁ ବର୍ତ୍ତମାନ…

କେତେ ସୁରକ୍ଷିତ ସାମୁଦ୍ରିକ ଖାଦ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ସ୍ବାସ୍ଥ୍ୟ ଓ ଫିଟ୍‌ନେସ୍‌ ଉପଦେଷ୍ଟାମାନେ ଅନେକ ସମୟରେ ମାଂସପେଶୀର ଦୃଢ଼ତା, ଅଧିକ ପ୍ରୋଟିନ ଲାଭ ଓ ଓଜନ ହ୍ରାସ ପାଇଁ ସାମୁଦ୍ରିକ ଖାଦ୍ୟ ଉପରେ ଗୁରୁତ୍ୱ ଦେଇଥାନ୍ତି। ସେମାନଙ୍କ ମଧ୍ୟରୁ ଖୁବ୍‌ କମ୍‌ ଲୋକ ସାମୁଦ୍ରିକ…

ନ୍ୟାୟପାଳିକା ଉପରୁ ତୁଟୁଛି ଭରସା

ବିଚିତ୍ର ବିଶ୍ୱାଳ ହାଇଦ୍ରାବାଦର ଭେଟେରିନାରି ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ବଳାତ୍କାର ଓ ହତ୍ୟା ଘଟଣାରେ ସାରା ଦେଶ ଯେପରି ଦୁଃଖିତ ଓ କ୍ରୋଧିତ ହୋଇଥିଲା, ଠିକ୍‌ ସେହିପରି ଅଭିଯୁକ୍ତମାନଙ୍କର ଏନ୍‌କାଉଣ୍ଟର ପରେ ସାରା ଦେଶ ଖୁସିରେ ଉତ୍ସବମୁଖର ହୋଇଛି। ସାଇବରାବାଦ ପୋଲିସ…

ପିଆଜ ସଙ୍କଟ ଟଳିନାହିଁ

ନଟବର ଖୁଣ୍ଟିଆ ଦେଶର ପିଆଜ ସଙ୍କଟ ବିଷୟରେ ଆଜି ସର୍ବତ୍ର ଆଲୋଚନା ହେଉଛି। ଗତ ଅଗଷ୍ଟ ମାସରେ ପିଆଜ ଦର କେଜି ପ୍ରତି ୨୫ରୁ ୩୦ ଟଙ୍କା ମଧ୍ୟରେ ଥିଲାବେଳେ ଆଜି ତାହା ୧୫୦ ଟଙ୍କା ଟପିଲାଣି। ପିଆଜ ଏପରି ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri