ଏଇ ଭାରତରେ
ସମାଜରେ ଲିଙ୍ଗଗତ ଅସମାନତା ଦୂର କରିବା ସହ ପରିବେଶ ସୁରକ୍ଷା ଲାଗି ରାଜସ୍ଥାନର ଏକ ପରିବାର ଆରମ୍ଭ କରିଥିବା ଅଭିଯାନ ଏବେ ଚର୍ଚ୍ଚାରେ। ଉଦୟପୁର ଜିଲା ତିତରଡି ପଞ୍ଚାୟତ ଅନ୍ତର୍ଗତ ଗାଁଗୁଡିକରେ ଝିଅ ଜନ୍ମ ନେଇଥିବା ଭିନ୍ନ ଭିନ୍ନ ବର୍ଗର ପରିବାରକୁ…
ସମ୍ପାଦକୀୟ/ଗ୍ରହଣ କରନାହିଁ
ଭାରତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଅନେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେବାର ଅଭିଯୋଗ ଜଣାଶୁଣା ବିଷୟ ଭାବେ ରହିଆସିଛି। ଯେବେଠାରୁ ଓଡ଼ିଶା ସମେତ ଅନେକ ରାଜ୍ୟରେ ଆଧାରକୁ ପିଡିଏସ୍ ସହ ଯୋଡ଼ାଗଲାଣି, ସେବେଠୁ ବହୁ ଲୋକ ଅଧିକ ହଇରାଣ ହରକତ ହେଉଛନ୍ତି।…
ଅବାସ୍ତବ ଚାଷୀଙ୍କ ଆୟବୃଦ୍ଧି ଲକ୍ଷ୍ୟ
ତତ୍ତ୍ୱ ଓ ତର୍କ/ ବିମଳ ପାଣ୍ଡିଆ ଚାଷୀଙ୍କ ଆୟ ୬ ବର୍ଷରେ ଦୁଇଗୁଣା ବଢ଼ିବ କି ନାହିଁ ତାହାକୁ ନେଇ ଚିନ୍ତା କରିବା ପ୍ରାୟ ସମସ୍ତେ ଛାଡ଼ି ଦେଇଥିବା ବେଳେ ଭାରତର ସବୁଠାରୁ ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି କିନ୍ତୁ…
ଅଗ୍ନିକାଣ୍ଡ ନିବାରଣରେ ଛେଳି-ସେନା
ଡ. ନିଖିଳାନନ୍ଦ ପାଣିଗ୍ରାହୀ ପର୍ତ୍ତୁଗାଲ ସରକାର ଜାତୀୟ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ପାଇନ ଓ ୟୁକାଲିପଟାସ ଜଙ୍ଗଲ ଦେଶର କେନ୍ଦ୍ର ଓ ଉତ୍ତରାଞ୍ଚଳ ଏବଂ ପାର୍ବତ୍ୟ ଇଲାକାରେ ସୃଷ୍ଟି କରୁଛନ୍ତି। ଏହି ଗଛଗୁଡ଼ିକରୁ ଲାଭଜନକ କାଗଜମଣ୍ଡ ପ୍ରସ୍ତୁତ କରାଯାଇପାରୁଥିଲେ ସୁଦ୍ଧା…
ଏଇ ଭାରତରେ
କ୍ଲିନିକ୍ ଶବ୍ଦ ଶୁଣିବା ମାତ୍ରେ ଚିକିତ୍ସା ସମ୍ବନ୍ଧିତ ଚିନ୍ତା ତଥା ଧଳା କୋଟ ପିନ୍ଧିଥିବା ଡାକ୍ତରଙ୍କ ଛବି ଆଗକୁ ଆସିଯାଏ। କିନ୍ତୁ ଏହା ଏମିତି ଏକ କ୍ଲିନିକ୍, ଯେଉଁଠି କଳା କୋଟ୍ ପିନ୍ଧିଥିବା ଓକିଲ ହିଁ ସାମ୍ନାକୁ ଆସିଥା’ନ୍ତି। ଏଠାରେ କୌଣସି…
ସମ୍ପାଦକୀୟ/ ସେଠି ଯାହା, ଏଠି ତାହା
ଦିଲ୍ଲୀର ଅନାଜ ମଣ୍ଡିରେ ୮ ଡିସେମ୍ବର ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ୪୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶର୍ଟ ସର୍କିଟ ଯୋଗୁ ଏଭଳି ଦୁର୍ଘଟଣା ଘଟିଛି। ଉଲ୍ଲେଖ କରାଯାଇପାରେ ଯେ,…
ମୃତ ସମବାୟ ଦୀର୍ଘଜୀବୀ ହେଉ
ସହଦେବ ସାହୁ ବିଲାତର ରାଜତନ୍ତ୍ର ବିଷୟରେ କୁହାଯାଏ କିଙ୍ଗ୍ ଇଜ୍ ଡେଡ୍, ଲଙ୍ଗ ଲିଭ୍ ଦି କିଙ୍ଗ୍ (ଏବେ କ୍ୱିନ୍)ା ‘ରାଜା ମଲେଣି, ରାଜା ଦୀର୍ଘଜୀବୀ ହୁଅନ୍ତୁ’। ସେମିତି କୋଅପରେଟିଭ୍ ବିଷୟରେ କୁହାଯାଏ, ଯାହାର ଓଡ଼ିଆ ହେଲା- ‘ସମବାୟ ମଲାଣି, ସମବାୟ…
ଅସୁରକ୍ଷିତ ମାନବାଧିକାର
ଭାଲଚନ୍ଦ୍ର ଷଡ଼ଙ୍ଗୀ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଜାତୀୟତା ଏପରି କି ରାଜନୈତିକ ବିଚାର ନିର୍ବିଶେଷରେ ବିଶ୍ୱର ସବୁ ମଣିଷଙ୍କର ଜଣେ ମଣିଷ ଭାବେ ରହିଥିବା ମୌଳିକ ଅଧିକାରକୁ ମାନବିକ ଅଧିକାର ବୋଲି କୁହାଯାଇପାରେ। ସ୍ବାଧୀନତା, ଆତ୍ମସମ୍ମାନ, ସମାନତା, ସ୍ବାଧୀନ ଚିନ୍ତା…
ଏଇ ଭାରତରେ
ପୁନର୍ଜନ୍ମକୁ ନେଇ ବିଜ୍ଞାନ ଭିନ୍ନମତ ପୋଷଣ କରୁଥିବା ବେଳେ ଡେରାଡୁନର ଶୁକ୍ଳାପୁରର ଲୋକମାନେ ଏହା ଉପରେ ବିଶ୍ୱାସ ରଖିଛନ୍ତି। ପରିବେଶକୁ ଭାବନାତ୍ମକ ରୂପରେ ଜନମାନସରେ ଯୋଡି ପୁନର୍ଜନ୍ମ ବିଶ୍ୱାସକୁ ଗଛ ଉପରେ ପ୍ରକଟ କରିବାର ନିଆରା ପରମ୍ପରା ଦେଖାଯାଏ ଶୁକ୍ଳାପୁରରେ। ଏମିତିକି…
କିଏ ବା କହିବ
ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କୁ ପୋଲିସ ଏନ୍କାଉଣ୍ଟର କରି ୬ ଡିସେମ୍ବରରେ ମାରିଦେବା ବିଷୟ ପ୍ରଘଟ ହେବା ପରେ ଦେଶବ୍ୟାପୀ ଏକ ଉତ୍ସବ ପାଲଟି ଯାଇଥିଲା। ଏ ବିଷୟ ପ୍ରାୟ ସବୁ ଗଣମାଧ୍ୟମରେ…
ଯଶୋଧାରାଙ୍କ ତ୍ୟାଗ
ଡ. ଛାୟାକାନ୍ତ ଷଡ଼ଙ୍ଗୀ ରାଜପୁତ୍ର ଗୌତମ ସତ୍ୟର ସନ୍ଧାନ କରିବା ପାଇଁ କପିଳବାସ୍ତୁ ରାଜପ୍ରାସାଦର ବିଳାସବ୍ୟସନ, ସୁଖସ୍ବାଚ୍ଛନ୍ଦ୍ୟ, ସ୍ତ୍ରୀ ଯଶୋଧାରାଙ୍କ ଅନାବିଳ ପ୍ରେମ ଓ ସୁକୁମାର ଶିଶୁପୁତ୍ର ରାହୁଳକୁ ତ୍ୟାଗ କରି ରାତ୍ରିର ଘନ ଅନ୍ଧକାର ମଧ୍ୟରେ ରାଜ୍ୟ ଛାଡି ଚାଲିଗଲେ।…
ବିନିବେଶରେ ଭୁଲ୍ ଠିକ୍
ଡ. ଭରତ ଝୁନ୍ଝନ୍ଓ୍ବାଲା ଭାରତ ପେଟ୍ରୋଲିୟମ, ଶିପିଂ କର୍ପୋରେଶନ ଓ କନ୍କୋର ଭଳି ତିନୋଟି ବୃହତ୍ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍ଇ)ର ଘରୋଇକରଣ ଲାଗି କେନ୍ଦ୍ର ସରକାର ସ୍ଥିର କରିଛନ୍ତି। ଏହି ସଂସ୍ଥାଗୁଡ଼ିକରେ ସରକାରଙ୍କର ଥିବା ବୃହତ୍ ଅଂଶଧନକୁ ଜଣେ ‘ଷ୍ଟ୍ରାଟେଜିକ୍’ କ୍ରେତା…
Archives


