ଚିକିଟା ଦାସଙ୍କ ଶନିଶପ୍ତା
ମାଧବ ଚନ୍ଦ୍ର ସ୍ବାଇଁ ଗତ ପିତୃ ଦିବସରେ ମେଙ୍ଗାଲୁରରେ ଚାକିରି କରିଥିବା ପୁଅ ମୁନ୍ନା ବାପା ଚିକିଟା ଦାସଙ୍କ ପାଖକୁ କୋଡିଏ ହଜାର ଟଙ୍କା ପଠାଇଲା ଡାଉନ ପେମେଣ୍ଟ ଦେଇ ଗୋଟାଏ ସ୍କୁଟି କିଣିବାକୁ। ଚିକିଟା ଦାସ ଆହୁରି ସିଆଣା। ପରେ…
ଏଇ ଭାରତରେ
ଅନ୍ଧବିଶ୍ୱାସ ବଳୟରେ ଥିବା ରାଜସ୍ଥାନର ଦୁଇଟି ଗାଁର କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବିପଦର ଭୟ ଯୋଗୁ ଗ୍ରାମବାସୀ ପକ୍କାଘର କରନ୍ତିନି କି ବାହାଘରରେ କନ୍ୟାଙ୍କୁ ଘୋଡାପିଠିରେ ବସାନ୍ତି ନାହିଁ। ଏହି ଦୁଇଟି ଗାଁ ମଧ୍ୟରୁ ଗୋଟିଏ ହେଉଛି ଆଜମେର ଜିଲାର…
ବଜାଜଙ୍କ ବାଜିମାତ
ଭାରତରେ ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୪.୫ ପ୍ରତିଶତକୁ ଖସିଆସିଥିବା ରିପୋର୍ଟ ନିକଟରେ ପ୍ରକାଶ ପାଇଛି। ଏ ଦେଶରେ ସବୁ ତଥ୍ୟ ବା ଡାଟା ପ୍ରକାଶ ପାଇବା ପରେ ତାହାକୁ ମୋଡ଼ି ବଙ୍କେଇ କେନ୍ଦ୍ର ସରକାର…
ମୋଦି ୨.୦ ସରକାରଙ୍କ ଅଭୂତପୂର୍ବ ୬ ମାସ
ପ୍ରକାଶ ଜାଭଡେକର ନଭେମ୍ବର ୩୦, ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱିତୀୟ ପାଳି କାର୍ଯ୍ୟକାଳକୁ ୬ ମାସ ପୂରିଛି। ଏହି ୬ ମାସ ମଧ୍ୟରେ ମୋଦି ୨.୦ ସରକାର ବିଭିନ୍ନ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି।…
ଦୁଇଟି ନଗରୀର କାହାଣୀ
ଡ. ରମେଶ ଚନ୍ଦ୍ର ପରିଡ଼ା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ। ତେବେ ସମଗ୍ର ବିଶ୍ୱ ପାଇଁ ତାହା ପାଲଟିଛି ଶିଳ୍ପ ଦୁର୍ଘଟଣା ଭୟାବହତାର ପ୍ରତୀକ। ୩୫ ବର୍ଷ ପୂର୍ବେ ସେଠାରେ ଥିବା ୟୁନିୟନ୍ କାର୍ବାଇଡ୍ ଇଣ୍ଡିଆ ଲିମିଟେଡ୍ (ଆମେରିକୀୟ କମ୍ପାନୀ କାର୍ବାଇଡ୍ କର୍ପୋରେଶନ…
ଏଇ ଭାରତରେ
ଦୃଷ୍ଟିବାଧିତ ବରକନ୍ୟାଙ୍କ ବାହାଘର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିଲେ ବି ଛତିଶଗଡ଼ର କୋରିଆ ଜିଲାରେ ଜାତିବାଦକୁ ପଛକରି ଅନୁଷ୍ଠିତ ହୋଇଥିବା ନିଆରା ବାହାଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କୋରିଆ ଜିଲାର ଟୁମରିଆ ଗାଁରେ ହୋଇଛି ଏହି ବାହାଘର। ଏହି ବାହାଘରର…
ସଂଖ୍ୟାଗୁରୁବାଦ
ଆକାର ପଟେଲ ସଂଖ୍ୟାଗୁରୁବାଦ କ’ଣ? ରାଜନୈତିକ ଦର୍ଶନ ଅନୁଯାୟୀ ଯେଉଁଠି ସଂଖ୍ୟାଗରିଷ୍ଠ ଲୋକ ଅଗ୍ରଗଣ୍ୟ ହୋଇଥିବେ ଏବଂ ଅନ୍ୟ ସମ୍ପ୍ରଦାୟ ତୁଳନାରେ ଅଧିକ ସୁବିଧା ସୁଯୋଗ ପାଉଥିବେ, ସେଠି ସଂଖ୍ୟାଗୁରୁବାଦ ପ୍ରଚଳିତ ବୋଲି କୁହାଯାଏ। ଦୁଇଟି ଉପାୟରେ ଏହା କରାଯାଇଥାଏ। ଆଇନ…
ବିଡ଼ମ୍ବିତ ଶୈଶବ
ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଗତ ବାଲ୍ୟକାଳର ସ୍ମୃତି ରୋମନ୍ଥନ କରି କେହି ଜଣେ ଦରଦୀ କବି ପରମ ଆବେଗରେ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ-”ମୋ ସକଳ ଧନସମ୍ପତ୍ତି, ପ୍ରତିଷ୍ଠା, ପ୍ରତିପତ୍ତି, ଯାହା କିଛି ମୋ ପାଖରେ ଅଛି, ସବୁ ନେଇଯାଅ। ବଦଳରେ…
କ୍ଷମତା ଚୌକିରେ ଗ୍ରୀନ୍ହର୍ନ
ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ମହାରାଷ୍ଟ୍ରରେ ‘ମରାଠୀ ମାନୁଷ୍’ କଥା ଉଠିଲେ ସମସ୍ତଙ୍କ ନଜର ପଡ଼େ ‘ମାତୋଶ୍ରୀ’ ଉପରେ। ମାତୋଶ୍ରୀ ଠାକ୍ରେ ପରିବାରର ଆଦ୍ୟପୀଠ, ଯେଉଁଠାରେ ଶିବସେନାର ସାଂଗଠନିକ ଆଦର୍ଶକୁ ଗୁନ୍ଥା ହୋଇ ରଖାଯାଇଆସିଛି। ଜନ୍ମମାଟିକୁ ଅତି ଭଲ ପାଇ ଦେଶଭକ୍ତିର ପରିଚୟ…
ଏଇ ଭାରତରେ
ସମାଜରେ ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ଚାକିରି କରିବା ସହ ନିଜକୁ ସମାଜ ସେବାରେ ନିୟୋଜିତ କରିଥାନ୍ତି। ଏମାନଙ୍କ ମଧ୍ୟରୁ ରାଜସ୍ଥାନର କନଷ୍ଟେବଳ ଧର୍ମବୀର ଜାଖଡ ଜଣେ। ସେ ଚୁରୁଠାରୁ ୪ କିମି ଦୂର ଗଜସାର ହନୁମାନଗଡି ବସ୍ତିରେ ୨୦୧୬ରେ…
ସମ୍ଭାବ୍ୟ ଅଦଳବଦଳ
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍ ବାବୁଙ୍କ ଉପରେ ନଜର ରଖିଥିବା ବ୍ୟକ୍ତିମାନେ ଅର୍ଥ ମନ୍ତ୍ରଣାଳୟର ଶୀର୍ଷ ସ୍ତରରେ ଅଦଳବଦଳ ହେବ ବୋଲି ଆଶା ରଖିଛନ୍ତି। ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ସେଠାରେ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ମୁଖ୍ୟ ଜି.ସି.…
ପରିବର୍ତ୍ତନ ସହ ତାଳ ଦେଇ ଚାଲିବା
ଡ. ପ୍ରମୋଦ କୁମାର ମିଶ୍ର ଆଜି ଆପଣମାନେ (ଛାତ୍ରୀଛାତ୍ରମାନେ) ଯେତେବେଳେ ଜୀବନର ନୂତନ ପର୍ଯ୍ୟାୟରେ ପାଦ ଥାପୁଛନ୍ତି, ଆପଣମାନଙ୍କ ଆଗରେ ବ୍ୟାପକ ସମ୍ଭାବନା ଓ ସୁଯୋଗ ରହିଛି। ଦେଶରେ ଉତ୍ସାହ ଓ ଗତିଶୀଳତାର ଏକ ନୂତନ ଭାବନା ଦେଖିବାକୁ ମିଳୁଛି। ଆମ…
Archives


