ଏଇ ଭାରତରେ
କୃଷକ ଆମତ୍ହତ୍ୟା ଲାଗି ସବୁବେଳେ ଚର୍ଚ୍ଚାରେ ରହୁଥିବା ମହାରାଷ୍ଟ୍ରର ମରାଠାଓ୍ବାଡା ଅଞ୍ଚଳରେ ମରୁଡି ପଡେ, ଫସଲ ନଷ୍ଟ ହୁଏ। ଏହା ଯେତିକି ଚିନ୍ତାର କାରଣ ନୁହେଁ, କାମଦେବଙ୍କ କୋପ ଏବେ ବେଶି ସମସ୍ୟା ଆଣିଛି। ଜଣେ କୃଷକ ଘରର ପୁଅ ହେବା…
ଆଜିର ଅର୍ଥନୀତି/ଅନୁବର୍ତ୍ତୀ ପଦକ୍ଷେପ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଗତ ସପ୍ତାହରେ କର୍ପୋରେଟ୍ ଟିକସ ୨୨ ପ୍ରତିଶତକୁ ହ୍ରାସ କରିଛନ୍ତି, ଯାହା କମ୍ପାନୀଗୁଡ଼ିକ ପାଇଁ ଏକ ବଡ଼ ଆଶ୍ୱସ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ବିତ୍ତ ବଜାର ଉଚ୍ଛ୍ବସିତ ସ୍ବାଗତ ଜଣାଇଛି। ସରକାର ଭାବିଲେ ଟିକସ ହ୍ରାସ…
ସ୍ବଚ୍ଛତା ପାଇଁ ପ୍ଲାଷ୍ଟିକ ପ୍ରତିବନ୍ଧକ
ଡ. ଆଶୁତୋଷ ଦେବତା ସ୍ବଚ୍ଛତା ହିଁ ସୁସ୍ଥତାର ହେତୁ। ବିଶ୍ୱରେ ଆବର୍ଜନାର ପରିମାଣ ଗତ ୨୦ ବର୍ଷ ମଧ୍ୟରେ ୫ ଗୁଣରୁ ଅଧିକ ହୋଇଯାଇଛି। ମହାତ୍ମା ଗାନ୍ଧୀ ଯଥାର୍ଥରେ କହିଛନ୍ତି ଯେ, ଦେଶର ସ୍ବାଧୀନତାର ସୁରକ୍ଷା ଯେପରି ଆବଶ୍ୟକ ସେହିପରି ସ୍ବଚ୍ଛତା…
ଭାଷାକୋଷ ପ୍ରଣେତା
ଡ. ଉଦ୍ଧବ ଚରଣ ନାୟକ ରାୟବାହାଦୁର ଗୋପାଳ ଚନ୍ଦ୍ର ପ୍ରହରାଜ ବିଂଶ ଶତକର ପ୍ରଥମ ପାଦର ପ୍ରସିଦ୍ଧ ଗଦ୍ୟ ସାହିତି୍ୟକ ଓ ଅଭିଧାନ ସଂକଳକ। ଗଳ୍ପ ଛଳରେ ତତ୍କାଳୀନ ସମାଜକୁ ପରିହାସ କରିବା ହେଲା ପ୍ରହରାଜଙ୍କ ବୈଶିଷ୍ଟ୍ୟ। ତାଙ୍କର ଏହି ଶ୍ରେଣୀର…
ଏଇ ଭାରତରେ
ରାଜସ୍ଥାନ ମଓ୍ବୋଡ୍-ମାରଓ୍ବାଡ୍ରେ ରହୁଥିବା ଗାଡୋଲିୟା ଲୋହାରଙ୍କ ସହ ଯୋଡି ହୋଇ ରହିଛି ଏକ ଅଜବ କାହାଣୀ। ପାଞ୍ଚଶହ ବର୍ଷ ପୂର୍ବେ ନେଇଥିବା ଶପଥକୁ ପାଳନ କରି ଏବେ ସୁଦ୍ଧା ଯାଯାବର ଜୀବନ ଜିଉଛନ୍ତି ଏହି ଜାତି। ଏମାନେ ମଓ୍ବୋର ରାଜା ରାଣାପ୍ରତାପଙ୍କ…
ସାଥୀ ଚୟନରେ ପୋଷା ପ୍ରାଣୀ
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆମେ ଜାଣୁ ଯେ ଆମ ମାନସିକ ସ୍ବାସ୍ଥ୍ୟ ପାଇଁ କୁକୁର ଉପଯୋଗୀ। ଅନେକ ଅନୁଧ୍ୟାନରୁ ବି ଏ ସତ୍ୟ ପ୍ରମାଣିତ ହୋଇଛି। ୟେଲ୍ ବିଶ୍ୱବିଦ୍ୟାଳୟର କାନାଇନ୍ କଗ୍ନିଶନ ସେଣ୍ଟରର ନିର୍ଦ୍ଦେଶକ ତଥା ମନସ୍ତତ୍ତ୍ୱ ବିଭାଗର ପ୍ରଫେସର…
ମାନ୍ଦାବସ୍ଥାର ମହୌଷଧି
ବିଚିତ୍ର ବିଶ୍ୱାଳ ଚାଷୀର ଫସଲ ଅମଳ ସମୟରେ ତଥା ବଜାରରେ ଚାହିଦା ନ ଥିବା ବେଳେ ଚାଷୀ ଯେମିତି ତା’ ତିରିଶ ଟଙ୍କା କିଲୋ ପିଆଜକୁ ମାତ୍ର ପାଞ୍ଚ ଟଙ୍କାରେ ବିକିବାକୁ ବାଧ୍ୟ ହୋଇଥାଏ, ସେମିତି ବଜାରରେ ମାନ୍ଦାବସ୍ଥା ବେଳେ ଅଟୋମୋବାଇଲ୍…
ବିଦ୍ୟାସାଗରଙ୍କ ବିଚାର
ଭାଲଚନ୍ଦ୍ର ଷଡ଼ଙ୍ଗୀ ଊନବିଂଶ ଶତାବ୍ଦୀରେ ଦେଶର ସାମାଜିକ ଜୀବନକୁ ବହୁଳ ଭାବେ ପ୍ରଭାବିତ କରିଥିବା ସମାଜ ସଂସ୍କାରକମାନଙ୍କ ମଧ୍ୟରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ପ୍ରମୁଖ ଥିଲେ। ମହାଦେବ ଗୋବିନ୍ଦ ରାନାଡ଼େ, ରାଜା ରାମମୋହନ ରାୟ, ମହାତ୍ମା ଜ୍ୟୋତିବା ଫୁଲେଙ୍କ ଭଳି ଯଦିଓ ତାଙ୍କର…
ଏଇ ଭାରତରେ
ଏଡ୍ସ ଏକ ମାରାମତ୍କ ରୋଗ ହେଲେ ମଧ୍ୟ ଏଥିରେ ପୀଡିତ ବ୍ୟକ୍ତି ସମାଜରେ ଅଛୁଁଆ ନୁହନ୍ତି। ସାଧାରଣ ଜୀବନଶୈଳୀରେ ବଞ୍ଚିବା ସହ ସମାଜର ସବୁ କାର୍ଯ୍ୟରେ ଏମାନଙ୍କ ଯୋଗଦାନ ରହିଛି ବୋଲି ବାର୍ତ୍ତା ଦେଇଛି କୋଲକାତାର ଏକ ଦୁର୍ଗାପୂଜା ମଣ୍ଡପ। ୧୦…
ସମ୍ପାଦକୀୟ/ଜଳବାୟୁ
ଆଜିର ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି। ଏହାର ପରିଣତି ବିଷୟରେ ଅସଂଖ୍ୟ ଆଲୋଚନା ଓ ପତ୍ରପତ୍ରିକାରେ ଲେଖାମାନ ପ୍ରକାଶ ପାଇଚାଲିଛି। ଅନ୍ତର୍ଜାତୀୟ ସମୁଦାୟ ଏହାର ମୁକାବିଲା କରିବା ଲାଗି ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀରେ…
କୁକୁଡ଼ା ବଞ୍ଚିଲେ ସୁନାର ଅଣ୍ଡା
ରଞ୍ଜନ କୁମାର ଦାସ ଚାକିରି କରୁଥିବା ଲୋକଙ୍କୁ ଭଲରେ ଅଛନ୍ତି ଭାବି ଅନ୍ୟମାନେ ଈର୍ଷା କରନ୍ତି। ସମସ୍ତଙ୍କର ଧାରଣା ଯିଏ ଥରେ ଚାକିରିଟେ ପାଇଗଲା ତା’ ଜୀବନ ସାର୍ଥକ ହୋଇଗଲା। ଯେତେବେଳେ ଯାହା ଖାନାପିନା, ମୌଜମସ୍ତି ଚାହିଁବ ସବୁ ହାସଲ କରିପାରିବ।…
ବାହ୍ୟପୂଜା ଓ ଶ୍ରାଦ୍ଧ
ବରଦା ପ୍ରସନ୍ନ ଦାସ ଯେଉଁ ହିନ୍ଦୁଧର୍ମର ସନାତନ ଶାସ୍ତ୍ର ବେଦ ସତ୍ୟ ଓ ଯଥାର୍ଥ ବିଚାରରେ ପରିପୂର୍ଣ୍ଣ, ସେହି ହିନ୍ଦୁ ଆଜି ଅନ୍ଧବିଶ୍ୱାସର ଅନ୍ଧକୂପରେ ନିପୀଡ଼ିତ। ପରମେଶ୍ୱରଙ୍କ ଆଜ୍ଞା ହେଲା ସତ୍ୟଂ ବଦ, ଧର୍ମଂ ଚର, ଦୟାଂ କୁରୁ। ଅର୍ଥାତ୍ ଦୁଃଖୀର…
Archives


