ସମ୍ପାଦକୀୟ

କରୋନା ଲଢ଼େଇର ମହାନାୟକମାନେ

ଅନିଲ କୁମାର ବିଶ୍ୱାଳ କରୋନାର ପ୍ରଭାବରେ ଏବେ ସାରା ବିଶ୍ୱ ତ୍ରସ୍ତ, ଆତଙ୍କିତ ଓ ବିଷାଦଗ୍ରସ୍ତ ା ସାରା ବିଶ୍ୱରେ ଏକ କଳାବାଦଲ ଛାଇ ଯାଇଛି ା ସମସ୍ତେ ଏବେ ସନ୍ଦିହାନରେ ା ଏଠି ଜୀବିକା ନୁହେଁ, ବର୍ତ୍ତମାନ ଜୀବନ ବଞ୍ଚାଇବା…

ଯଥାର୍ଥ ଶିକ୍ଷିତ

ଦ୍ୱିତୀ ଚନ୍ଦ୍ର ସାହୁ ଗାଁର ପ୍ରବେଶ ପଥରେ ବନ୍ଧା ହୋଇଛି ବାଉଁଶ ଠିକ୍‌ ଜଙ୍ଗଲ ବିଭାଗର ଅସ୍ଥାୟୀ ଫାଟକ ଭଳି ା କାଳେ କିଏ ଭିତରକୁ ବାଟ କାଟି ପଶିଯିବେ ବୋଲି ଦୁଇ ପାଖରେ ଥୁଆ ହୋଇଛି ପଥର ା ନାଲି…

ଏଇ ଭାରତରେ

ଚାକିରି ଛାଡି ଚାଷ କରି କେରଳର ଓ୍ବିଲିୟମ ମାଥ୍ୟୁସ ଯୁବପିଢିଙ୍କୁ ନୂଆ ବାଟ ଦେଖାଇଛନ୍ତି। ୮ ଏକର ଜମିରେ ୫୫୦ ଫଳ ଗଛ ଲଗାଇଛନ୍ତି। ଏମ୍‌ସିଏ ଗ୍ରାଜୁଏଟ୍‌ ମାଥ୍ୟୁ ରହନ୍ତି କୋଝିକୋଡ୍‌ ଜିଲାର କାବାତୁମାଲା ଗାଁରେ। ଶିକ୍ଷା ଶେଷ କରିବା ପରେ…

ଭୟ ଏକ

ଚାଇନାରୁ ସିଭିୟର ଆକ୍ୟୁଟ୍‌ ରେସ୍‌ପିରେଟୋରି ସିଣ୍ଡ୍ରୋମ (ସାର୍ସ) ଅତୀତରେ ସୃଷ୍ଟି ହୋଇଥିବା ବେଳେ ନୋଭେଲ କରୋନା ଭାଇରସ୍‌ ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରୁ ଉତ୍ପନ୍ନ ହୋଇଛି ବୋଲି ଏବେ ପୃଥିବୀବ୍ୟାପୀ ସନ୍ଦେହ କରାଯାଉଛି । ଚାଇନାର ସେହି ଗବେଷଣାଗାରରେ ଏ ସଂକ୍ରାନ୍ତ…

ମହାମାରୀର ମହାଗାଥା ଓ ମହାମନ୍ତ୍ର

ଅରୁଣ କୁମାର ପଣ୍ଡା କରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ତାଲା ବନ୍ଦ (ଲକ୍‌ଡାଉନ୍‌) ଘୋଷଣା କରାଯାଇଛି। କୋଭିଡ୍‌-୧୯କୁ ବ୍ୟାପିବାରୁ ରୋକିବା ପାଇଁ ସରକାର ଏଭଳି କଡ଼ା ପଦକ୍ଷେପ ନେଉଛନ୍ତି ଏବଂ ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ…

ଜଳ ସଂରକ୍ଷଣ ଅନିବାର୍ଯ୍ୟ

ଇଂ. ବିଦ୍ୟାଧର ପଣ୍ଡା ସନ୍ଧ୍ୟା ଭାଉଜଙ୍କ ବାପଘର ବାଲିସାହି, ସାପୁଆ ନଦୀକୂଳରେ। ପ୍ରଭାତଭାଇ ଘର ମେଘା, ମୁଣ୍ଡିଆ ଉପରେ। ବାପଘରେ ଥିଲାବେଳେ ସନ୍ଧ୍ୟା ଭାଉଜ ଦିନକୁ ତିନି ଚାରିଥର ଗାଧାଏ। ମନହେଲେ ବନ୍ଧତଳକୁ ଗଡିଗଲେ ଅକାତକାତ ପାଣି। ବାରମାସି ନଦୀରେ ସୁଅ…

ଏଇ ଭାରତରେ

ନିଜ ବୃତ୍ତିଗତ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିବା ସହ ସମାଜ ତଥା ପରିବେଶ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି କମ୍‌ ଦେଖିବାକୁ ମିଳନ୍ତି। ଏମାନଙ୍କ ମଧ୍ୟରେ ସିକିମର ଲୋମାସ ଧୁଙ୍ଗଲ ଜଣେ। ବୃତ୍ତିରେ ଶିକ୍ଷକ। ବୟସ ତାଙ୍କର ୩୫। ମାଖା…

ପ୍ରଶଂସାର ଦର

୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଲାଗୁ ହେବା ପରେ ଭାରତୀୟ ଅର୍ଥନୀତିରେ ଦୁରବସ୍ଥା ଆରମ୍ଭ ହୋଇଥିଲା। ଏହାର କେତୋଟି ମାସ ପରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପ୍ରଚଳନ ହେବା ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରବଳ ମାତ୍ରାରେ…

ନିଃସଙ୍ଗ ଜୀବନ କାହିଁକି ଦରକାର ହେଲା

ସହଦେବ ସାହୁ ଏବେ କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କା ଏଡ଼ାଇବା ପାଇଁ ସବୁବେଳେ ମୁହଁ ଓ ନାକ ଘୋଡ଼ାଇବାର ମାସ୍କ ପିନ୍ଧନ୍ତୁ ଓ ହାତକୁ ହ୍ୟାଣ୍ଡ ସାନିଟାଇଜର୍‌ରେ ଧୁଅନ୍ତୁ ବୋଲି ସରକାର କହୁଥିଲା ବେଳେ କାହିଁକି ପ୍ରତ୍ୟେକକୁ ଅନ୍ୟମାନଙ୍କଠାରୁ ଦୂରରେ ରହିବାକୁ କହୁଛନ୍ତି?…

ପରିବେଶ ବନାମ ଆତ୍ମକୈନ୍ଦ୍ରିକତା

ଡ. ସୁବାସ ଚନ୍ଦ୍ର ପାତ୍ର ଆମେ ସମସ୍ତେ ପରିବେଶ ପ୍ରଦୂଷଣ ନେଇ ଚିନ୍ତିତ ବୋଲି ଦାବି କରୁ ବା ଛଳନା କରୁ। ଅଥଚ ଟିକେ ନିରେଖି ଦେଖିଲେ ଜଣାପଡ଼େ ଏହି ବ୍ୟଗ୍ରତା ସୁସଂହତ ନୁହେଁ, ବରଂ ଅଧିକାଂଶ କ୍ଷେତ୍ରରେ ଏହା ମଣିଷକୈନ୍ଦ୍ରିକ।…

ଏଇ ଭାରତରେ

ଲକ୍‌ଡାଉନରେ ଗରିବମାନଙ୍କୁ ଖାଦ୍ୟ ଓ ରାଶନ ସାମଗ୍ରୀ ଯୋଗାଇ ଦେଇ ବହୁ ବ୍ୟକ୍ତି କରୋନା ବିରୋଧୀ ଲଢେଇ ଜାରି ରଖିଥିବାବେଳେ ଏ କ୍ଷେତ୍ରରେ ବେଙ୍ଗାଲୁରୁର ଏସ୍‌.ବୀଣାଙ୍କ ଯୋଗଦାନ ବେଶ୍‌ ପ୍ରେରଣାଦାୟକ। ସେ ଜଣେ ଟ୍ରାନ୍ସଜେଣ୍ଡର। ଦେହଜୀବୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା…

ପରିବର୍ତ୍ତନ ଅପେକ୍ଷାରେ

ଭାରତରେ ଲକ୍‌ଡାଉନ ୩ ମେ’ରେ ଶେଷ ହେଉଛି। କିନ୍ତୁ ୪ ମେ’ କିମ୍ବା ଏହାପରେ ସମ୍ଭବତଃ ପରିସ୍ଥିତି ସମାନ ନ ଥିବ। ଜୁନ୍‌ରେ ସ୍କୁଲ୍‌ ଖୋଲିବାକୁ ସ୍ଥିର କରାଯାଇଛି, କିନ୍ତୁ ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ୍‌କୁ ପଠାଇବେ ନାହିଁ। ଏଣୁ ଶିକ୍ଷା ବର୍ଷରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri