ସମ୍ପାଦକୀୟ

ବଢ଼ିଚାଲିଛି ସଡ଼କ ଦୁର୍ଘଟଣା

ଶେଖ୍‌ ଫରିଦ୍‌ଉଦ୍ଦିନ୍‌ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। କେନ୍ଦୁଝର, ସମ୍ବଲପୁର, ଯାଜପୁର, ବାଲେଶ୍ୱର, ଗଞ୍ଜାମ, ପୁରୀ ରାଜ୍ୟର ଦୁର୍ଘଟଣାପ୍ରବଣ ଜିଲା ପାଲଟିଛି। ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବା ସହିତ ରାଜପଥରେ ମୃତାହତଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି।…

ଏଇ ଭାରତରେ

ଉତ୍ତରପ୍ରଦେଶର ଜଣେ ଯୁବକ ତାଙ୍କ ପ୍ରଚେଷ୍ଟାରେ ପିଲାମାନଙ୍କ ଲାଗି ସଫଳତାର ସୌଧ ଗଢୁଛନ୍ତି। ନୋଏଡାନିବାସୀ ପ୍ରଦ୍ୟୁତ ବୋଲେଟି ଏଭଳି ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ସେ ମଧ୍ୟ କୌନ ବନେଗା କରୋଡପତିରେ ୧୭ ଲକ୍ଷ ଟଙ୍କା ଜିତିଛନ୍ତି। କିନ୍ତୁ ଏହି ଟଙ୍କାକୁ…

ସମ୍ପାଦକୀୟ/କୋଚିରୁ ଶିକ୍ଷା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେରଳର କୋଚିସ୍ଥିତ ୪ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟକୁ ଏବେ ମାଟିରେ ମିଶାଇ ଦିଆଯାଇଛି। ମାରାଡୁ ମ୍ୟୁନିସିପାଲିଟିରେ ଥିବା ଏହିସବୁ ଉଚ୍ଚ ଅଟ୍ଟାଳିକା କୋଷ୍ଟାଲ ରେଗୁଲେଶନ ଜୋନ୍‌ ନର୍ମସ ବା ଉପକୂଳ ନିୟନ୍ତ୍ରଣ ଜୋନ୍‌ ନିୟମକୁ ଉଲ୍ଲଂଘନ କରିଥିବାରୁ ସେଗୁଡ଼ିକୁ ଧୂଳିସାତ୍‌…

ଅପରାଧ ଯଦି ପ୍ରତିନିଧିର ଯୋଗ୍ୟତା ହୁଏ

ସହଦେବ ସାହୁ ବଳାତ୍କାର ଭଳି ଅପରାଧ କାହିଁକି ବଢୁଛି ବୋଲି ପ୍ରଶ୍ନ କଲେ ଆମେ ନିଜେ ଦାୟୀ ହୋଇଯିବା। କାରଣ ଏବଂ ଉଦାହରଣ ଖୋଜିବା ଲାଗି ଓଡ଼ିଶା କଥା କହିଲେ କାହାର ନା କାହାର ଶତ୍ରୁ ହୋଇଯିବା। ତେଣୁ ପଡ଼ୋଶୀ ରାଜ୍ୟ…

ପୋଖରୀ ତୁଠ

ଡା. ବାସୁଦେବ ପ୍ରଧାନ ଆମ ପିଲାବେଳେ ଗାଁଲୋକେ ସମସ୍ତେ ପୋଖରୀରେ ଗାଧାନ୍ତି। କାଁ ଭାଁ କୂଅ ଥାଏ ଗାଁରେ। କୂଅପାଣି କେବଳ ରୋଷେଇବାସ ଓ ପିଇବା ପାଇଁ ବ୍ୟବହାର ହୁଏ। ଶୌଚ, ସ୍ନାନ ସବୁ ହୁଏ ପୋଖରୀରେ। ଗହ୍ମାପୂନେଇଁ ଦିନ ଗୋରୁ…

ଏଇ ଭାରତରେ

ଖୁବ୍‌ କମ୍‌ ବୟସରେ ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ସଚେତନତା ଧର୍ମୀ କାର୍ଯ୍ୟ କରି ସମାଜକୁ ନୂଆ ବାର୍ତ୍ତା ଦେଇଛନ୍ତି ଚେନ୍ନାଇର ଦୁଇ ଭାଇ ଜୟ ଓ ପ୍ରୀତ୍‌। ଏମାନଙ୍କୁ ଏବେ ବୟସ ଯଥାକ୍ରମେ ୧୭ ଓ ୧୩ । ଚେନ୍ନାଇକୁ…

କଥାକଥାରେ

ସମ୍ବିଧାନର ଅନୁଚ୍ଛେଦ ୧୯ ଅନୁଯାୟୀ ଇଣ୍ଟରନେଟ୍‌ ସେବା ପାଇବା ନାଗରିକଙ୍କ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ ୧୦ ଜାନୁୟାରୀରେ ସ୍ପଷ୍ଟ କରିଛନ୍ତି। ଅନୁଚ୍ଛେଦ ୩୭୦ରେ ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ୫ ଅଗଷ୍ଟ ୨୦୧୯ରେ ଉଚ୍ଛେଦ ହେବା…

ଜାଣିଛ ମୁଁ କିଏ

ପ୍ରକାଶ ତ୍ରିପାଠୀ ତାଜା ଚା’ର ଧ୍ୟାନ ଆକର୍ଷଣକାରୀ ବିଜ୍ଞାପନଟିଏ ଟିଭିରେ ପ୍ରଦର୍ଶିତ ହେଉଛି। ନେତାଙ୍କ ବେଶରେ ଥିବା ଜଣେ ବ୍ୟକ୍ତି ବିମାନବନ୍ଦର କାଉଣ୍ଟରରେ ଧାଡି ଭାଙ୍ଗି ନିଜ ପାଇଁ ଏକ ନିର୍ଦ୍ଦିଷ୍ଟ ବିମାନର ଝରକା ପାଖ ସିଟ୍‌ ଟିକେଟ ମାଗୁଛନ୍ତି। କାଉଣ୍ଟରରେ…

ସମାଲୋଚନା ଓ ଫକୀରମୋହନ

ବିଭୁପ୍ରସାଦ ମହାପାତ୍ର ଯୁକ୍ତରାଷ୍ଟ୍ର ଆମେରିକାର ଲେଖକ ତଥା ଦାର୍ଶନିକ ଏଲ୍‌ବର୍ଟ ଗ୍ରୀନ୍‌ ହବାର୍ଡ (୧୮୫୬-୧୯୧୫) ମାର୍କିନ ମୋଟର ନିର୍ମାତା ଓ ରାଜନେତା ଜନ୍‌ ନର୍ଥ ଓ୍ବିଲିସ୍‌ (୧୮୭୩-୧୯୩୫)ଙ୍କ ଉପରେ ଏକ ପୁସ୍ତକ ରଚନା କରିଛନ୍ତି। ଉକ୍ତ ପୁସ୍ତକର ଏକ ଉକ୍ତି ହେଲା-“Do…

ଏଇ ଭାରତରେ

ଜଣେ ଆଇଏଏସ୍‌ ଅଧିକାରୀ ନିଆରା ସେବା ମାଧ୍ୟମରେ ସମାଜରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଦଳାଇ ଦେଇ ଉଦାହରଣ ସୃଷ୍ଟି କରିଛନ୍ତିି। ଏହି ଅଧିକାରୀ ଜଣଙ୍କ ହେଉଛନ୍ତି ରାଜସ୍ଥାନର ସହର ଭିତ୍ତିଭୂମି ବିକାଶ ପରିଯୋଜନା(ଆର୍‌ୟୁଆଇଡିପି)ର ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ସୋନି ।…

ବିପଜ୍ଜନକ ବର୍ଷ

ଆକାର ପଟେଲ ନାଗରିକତ୍ୱ ସଂଶୋଧନ ଆଇନ ସମ୍ପର୍କରେ ବିଜ୍ଞପ୍ତି ଜାରି ହେବା ସହ ଏହା କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଯାଇଛି। ଏହାକୁ ଲାଗୁକରିବା ପାଇଁ ସରକାରଙ୍କ ଦୃଢ଼ ନିଷ୍ପତ୍ତି ଆଗରେ ଦେଶ ସାରା ପ୍ରଦର୍ଶିତ ପ୍ରତିବାଦ ଅର୍ଥହୀନ ହୋଇପଡ଼ିଲା। ଏହି ଆଇନ…

ଯୁବପିଢ଼ି ଓ ବିବେକାନୁସରଣ

ଜିତେନ୍ଦ୍ର କୁମାର ନାୟକ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଯୁବ ଦିବସ ଭାବେ ପାଳନ କରାଯାଉଛି। ଜାନୁୟାରୀ ୧୨ ଆସିଲେ ଦେଶ ଓ ବିଦେଶର ଅସଂଖ୍ୟ ସଙ୍ଗଠନ ଏହି ଦିବସକୁ ମନେ ପକାଇଥାଆନ୍ତି। ବିବେକାନନ୍ଦଙ୍କ ନାମ ପୂର୍ବରୁ ଯୋଗଜନ୍ମା, ଯୋଗୀ, ପ୍ରଜ୍ଞାପୁରୁଷ, ଯୁବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri