ସମ୍ପାଦକୀୟ

ଦୁଇଟି ଉଦ୍ଭାବନର ଅନ୍ତ

ଇଂ. ମାୟାଧର ସ୍ବାଇଁ ସଭ୍ୟତାର ବିକାଶରେ ସହାୟକ ହୋଇଥିବା କେତୋଟି ପ୍ରଭାବଶାଳୀ ଉଦ୍ଭାବନ ମଧ୍ୟରୁ ଦୁଇଟିର ବ୍ୟବହାର ବନ୍ଦ ହେବାକୁ ଯାଉଛି। ଗୋଟିଏ ହେଉଛି ତାପଦୀପ୍ତ ବିଜୁଳିବତି ଓ ଅନ୍ୟଟି ହେଉଛି ଆଭ୍ୟନ୍ତରୀଣ ଦହନ ଇଞ୍ଜିନ। ଆମେରିକାର ବିଶିଷ୍ଟ ଉଦ୍ଭାବକ ଟମାସ୍‌…

ଏଇ ଭାରତରେ

ବେସାହାରା ଲୋକଙ୍କ ଲାଗି ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଲକ୍ଷ୍ନୌର ଜଣେ ହୋଟେଲ ମାଲିକ ପରମ ସିଂ। ସେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ଦୁରାରୋଗ୍ୟ ବ୍ୟାଧିରେ ପୀଡିତଙ୍କୁ ମାଗଣାରେ ଓଷଧ ଯୋଗାଉଛନ୍ତି। ପ୍ରତିମାସରେ ସେ ଅଢ଼େଇରୁ…

ଆଜିର ଅର୍ଥନୀତି/ ଆହ୍ବାନପୂର୍ଣ୍ଣ

ଚଳିତ ମାନ୍ଦାବସ୍ଥା ସୁଧୁରିବାର କୌଣସି ଲକ୍ଷଣ ଦେଖିବାକୁ ମିଳୁନି। ସାଧାରଣ ଲୋକମାନେ ବିଭିନ୍ନ ସମୟରେ ପାଉଥିବା ଆର୍ଥିକ ତଥ୍ୟ ସବୁବେଳେ ପୂର୍ବାପେକ୍ଷା ଅଧିକ ଚିନ୍ତାଜନକ ହେଉଛି। ବୁଧବାର ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡ଼ିଛି ଯେ, ଡିସେମ୍ବର ୨୦୧୯ରେ ଭାରତର ରପ୍ତାନି ୧.୮…

କୃଷିର ସ୍ଥିତି ଚିନ୍ତାଜନକ

ନଟବର ଖୁଣ୍ଟିଆ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ କୃଷି ଗଣନା ପ୍ରତି ପାଞ୍ଚ ବର୍ଷରେ ଥରେ ହେଉଛି। ୨୦୧୦-୧୧ରେ କୃଷି ଗଣନା ହୋଇଥିବା ବେଳେ ୨୦୧୫-୧୬ରେ କୃଷି ଗଣନା ହୋଇ ତାହାର ରିପୋର୍ଟ ଦୁଇଟି କିସ୍ତିରେ ୨୦୧୯ ମସିହା ଜୁନ…

ଚେଇଁ ଶୋଇଥିବ ଯିଏ

ଡ. ଚିନ୍ତାମଣି ପଣ୍ଡା ସ୍ବଚ୍ଛ ଭାରତ ଅଭିଯାନ ଏକ ଗାନ୍ଧୀଯୁଗୀୟ ଚିନ୍ତାଧାରା। କିନ୍ତୁ ୨୦୧୪ ଗାନ୍ଧୀ ଜୟନ୍ତୀଠାରୁ ଏ ପର୍ଯ୍ୟନ୍ତ ୯୦ନିୟୁତ ପାଇଖାନା ନିର୍ମାଣ ପାଇଁ କେନ୍ଦ୍ର ସରକାର ସ୍ବଚ୍ଛଭାରତ ମିଶନ ନାମରେ ପ୍ରାୟ ୧.୯୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ…

ଏଇ ଭାରତରେ

ଗୁଜରାଟର ଅମରେଲି ଜିଲାନିବାସୀ ଜଣେ ମୁସଲମାନ ଓ ତାଙ୍କ ବନ୍ଧୁମାନେ ସାମ୍ପ୍ରଦାୟିକ ସଦ୍‌ଭାବନାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ଜଣେ ହିନ୍ଦୁ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ମକର ସଂକ୍ରାନ୍ତିରେ ଗୋସେବା କରିଛନ୍ତି। ଜମରେଲିର ସାବରକୁଣ୍ଡଳାରେ ବସିର ଝାଙ୍ଖରା ଓ…

କ୍ଷୀରରେ କର୍କଟକାରକ ଆଫ୍ଲାଟକ୍ସିନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ କିଛିବର୍ଷ ପୂର୍ବେ ପଞ୍ଜାବ ସରକାର ପଟିୟାଲାରେ ଏକ ବେସରକାରୀ ଅନୁଷ୍ଠାନ (ଏନ୍‌ଜିଓ)କୁ ଗୋଟିଏ ଗୋଶାଳା ଚଳାଇବାକୁ କହିଥିଲେ। ସେମାନେ ଏ ପ୍ରସ୍ତାବରେ ଏହି ସର୍ତ୍ତରେ ରାଜି ହୋଇଥିଲେ ଯେ, ଗାଈଙ୍କ ଲାଗି ଆବଶ୍ୟକ ଖାଦ୍ୟ ପୌରପାଳିକା…

ସ୍ମାର୍ଟ ସିଟିରେ ଟ୍ରାଫିକ୍‌ ସମସ୍ୟା

ଅଂଶୁମାନ ଦାଶ ବର୍ତ୍ତମାନର ସ୍ମାର୍ଟ ଯୁଗ ସହ ତାଳଦେଇ ଯିବାକୁ ହେଲେ ଆବଶ୍ୟକ ରହିଛି ଉତ୍କୃଷ୍ଟ ଗମନାଗମନର ବ୍ୟବସ୍ଥା। ଯେଉଁ ଦେଶରେ ଏହି ବ୍ୟବସ୍ଥା ଯେତେ ଉନ୍ନତ ସେହି ଦେଶ ସେତେ ବିକଶିତ। ଏହି ଗମନାଗମନ ବ୍ୟବସ୍ଥାକୁ ସନ୍ତୁଳିତ କରିଥାଏ ଟ୍ରାଫିକ୍‌…

ସୌନ୍ଦର୍ଯ୍ୟର ପରିଭାଷା

ଅଲେଖ ଚନ୍ଦ୍ର ମିଶ୍ର କୁହାଯାଏ ‘ଓମ୍ୟାନ୍‌ ଇଜ୍‌ ଦ ମୋଷ୍ଟ ବ୍ୟୁଟିଫୁଲ୍‌ କ୍ରିଏଶନ ଅଫ୍‌ ଗଡ୍‌’ (ନାରୀ ଈଶ୍ୱରଙ୍କର ସବୁଠାରୁ ସୁନ୍ଦର ସୃଷ୍ଟି)। କାହାରି କାହାରି ମତରେ ‘ମେନ୍‌ ଆର୍‌ ଫ୍ରମ୍‌ ମାର୍ସ, ଓମେନ୍‌ ଆର୍‌ ଫ୍ରମ୍‌ ଭେନସ୍‌’ (ପୁରୁଷର ଉତ୍ପତ୍ତି…

ଏଇ ଭାରତରେ

ଜାତିବାଦରୁ ଉପରକୁ ଉଠି ଜଣେ ମୁସଲମାନ ଯୁବକ ନିଃସ୍ବାର୍ଥ ସେବା କରି ଯୁବପିଢିଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେ ହେଉଛନ୍ତି ଉତ୍ତରପ୍ରଦେଶର ସୁଲତାନପୁରନିବାସୀ ଅବଦୁଲ ହକ୍‌। ସେ ଅଚିହ୍ନା ଶବର ଅନ୍ତିମ ସଂସ୍କାର କରୁଛନ୍ତି। ଭାରତୀୟ ନାଗରିକଙ୍କୁ ହକ୍‌…

ସମ୍ପାଦକୀୟ/ ଦିଲ୍ଲୀରେ କିଏ

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ୧୪ ଜାନୁୟାରୀରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୮ ଫେବୃୟାରୀରେ ସେଠାରେ ନିର୍ବାଚନ ଅନୁଷ୍ଠିତ ହେବ। ସେଥିଲାଗି ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଓ ଭାଜପା ମଧ୍ୟରେ ଟକ୍କର ହେବା ରାଜନୈତିକ…

ଶିକ୍ଷକ ସଶକ୍ତୀକରଣ

ଡ. ସୁବାସ ଚନ୍ଦ୍ର ପାତ୍ର ନାରୀ ସଶକ୍ତୀକରଣ, କୃଷକ ସଶକ୍ତୀକରଣ ସରକାରଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ହୋଇଥିଲାବେଳେ ଶିକ୍ଷକ ସଶକ୍ତୀକରଣ ଏକ ଅପ୍ରସଙ୍ଗ, ଏକ ବିଡ଼ମ୍ବନା ଭଳି ଶୁଭିପାରେ। କାରଣ ଯୁଗେଯୁଗେ ଶିକ୍ଷକମାନେ ସଶକ୍ତ ତଥା ଅନ୍ୟମାନଙ୍କ ପାଇଁ ଶକ୍ତିର ଉତ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri