ସମ୍ପାଦକୀୟ

ଏଇ ଭାରତରେ

ଆତ୍ମନିର୍ଭରଶୀଳ ହେବା ଲାଗି ଇଚ୍ଛାଶକ୍ତି ଲୋଡ଼ା, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ରଞ୍ଜନା ଯାଦବ। ସେ ବାଥ୍‌ଟବ୍‌ରେ ମୁକ୍ତାଚାଷ କରି ୮୦ହଜାର ଟଙ୍କା ଲାଭ ପାଇଛନ୍ତି। ତାଙ୍କୁ ବର୍ତ୍ତମାନ ବୟସ ୨୭। ସେ ଫରେଷ୍ଟ୍ରିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୨୦୧୮ରେ…

ଏକୁଳର ନା ସେକୁଳର

କରୋନା ଭାଇରସ୍‌ ସଂକ୍ରମଣ ଓ ତତ୍‌ଜନିତ ଲକ୍‌ଡାଉନ୍‌ ଯୋଗୁ ବିଶ୍ୱ ଅର୍ଥନୀତି ଘୋର ମାନ୍ଦାବସ୍ଥା ଦେଇ ଗତି କରୁଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅନ୍ତର୍ଜାତୀୟ ସ୍ତରରେ ଅର୍ଥନୀତି ଚଳିତବର୍ଷ ୫.୨ ପ୍ରତିଶତ ତଳକୁ ଖସିଯିବ ବୋଲି ବିଶ୍ୱବ୍ୟାଙ୍କ ରିପୋର୍ଟ ଦେଇଛି। କେବଳ…

କେତେ ସଫଳ ସଙ୍ଗରୋଧ

ସହଦେବ ସାହୁ ଲକ୍‌ଡାଉନ୍‌ ଓ ସୋସିଆଲ୍‌ ଡିଷ୍ଟାନ୍ସିଂ ଜୀବନ ବଞ୍ଚାଉଛି କି- ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମକୁ ଇତିହାସ ଦେଖିବାକୁ ପଡ଼ିବ। ୨୦୧୯ ଡିସେମ୍ବର ଶେଷ ଆଡ଼କୁ ଚାଇନାର ଉହାନ୍‌ ସହରରୁ କୋଭିଡ୍‌-୧୯ ଆରମ୍ଭ ହୋଇଗଲା ବୋଲି ଜଣାପଡ଼ିବା…

ସାହିତ୍ୟ ଓ କରୋନା

ସୁଧାକର ଦାସ ଏବେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆ ଖୋଲିଲେ ମାଳମାଳ ଆତ୍ମଘୋଷିତ କବି ଓ ଲେଖକ ଆଉ ତାଙ୍କ ସୃଷ୍ଟି ଓ କୃତି ଆଖି ଚମକେଇ ଦିଏ। ଆଜିକାଲି ତ, ଦିବସର ଅଭାବ ନହିଁ। ମାତୃ ଦିବସ, ବନ୍ଧୁ…

ଏଇ ଭାରତରେ

ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମରେ ରାସ୍ତା, ପାର୍କ, ପ୍ରକଳ୍ପ କିମ୍ବା ଭବନର ନାମକରଣ ହେବା ଏକ ସାଧାରଣ କଥା, କିନ୍ତୁ ଜଣେ ଆଇଏଏସ୍‌ ଅଧିକାରୀଙ୍କ ନାମରେ ଏକ ଗାଁ ନାଁ ରଖାଯିବା କେବେ ଶୁଣିଛନ୍ତି କି? ଏମିତି ଏକ ଘଟଣା ସାମ୍‌ନାକୁ ଆସିଛି…

ଡିଜିଟାଲ ପ୍ରଚାର

କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଗତ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଭାରତ ସମେତ ବିଶ୍ୱବ୍ୟାପୀ ସାଧାରଣ ଚଳପ୍ରଚଳ ଅଚଳ ହୋଇପଡ଼ିଛି। ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଲୋକଙ୍କ ଭିତରେ ଶାରୀରିକ ଦୂରତା ବଢ଼ିଚାଲିଛି। ଫଳରେ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର…

ମହାମାରୀ ଆଣିଲା କୃଷି ବିପଣନ ସଂସ୍କାର

ଶକ୍ତି ପ୍ରସାଦ ଦାସ ବିଶ୍ୱ ଅର୍ଥନୀତିକୁ ପଙ୍ଗୁ କରି ପକାଇଥିବା କୋଭିଡ୍‌-୧୯ ମହାମାରୀ ଭାରତର ସୁପ୍ତ ରାଜନୈତିକ ଇଚ୍ଛାଶକ୍ତିକୁ ଜାଗ୍ରତ କରିଛି। ମହାମାରୀର ସଙ୍କଟକୁ ସୁଯୋଗରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ବାନ ଦେଇ ବହୁ ପ୍ରତୀକ୍ଷିତ କୃଷି ବିପଣନ…

ତୁଠପଥର

ସୌମ୍ୟା ପରିଡ଼ା ବୁଝିଲୁ ମିନୁ, ତୁ କି ଭାଗ୍ୟ କରିଥିଲୁ ଯେ ଆମ ଘରକୁ ବାହାହେଇ ଆସିଲୁ। ଦେଖୁନୁ ଏ ବଡ଼ଗାଡ଼ି, ବଡ଼ଘର, ସୁଖସୁବିଧା ତତେ କ’ଣ ଆଉ କୋଉଠି ମିଳିଥାଆନ୍ତା! ଏଠି ତତେ କିଛି କରିବାକୁ ପଡ଼ୁନି। ତୋ ଅଫିସ୍‌…

ଏଇ ଭାରତରେ

ମୁମ୍ବାଇରେ ଯଦି ଲୋକମାନେ ଅଧିକ ପାଣି ପାଉଛନ୍ତି ତେବେ ମହାରାଷ୍ଟ୍ରର କୃଷକମାନେ କାହିଁକି ପାଣି ପାଇବାରୁ ବଞ୍ଚିତ ହେବେ? ଏଭଳି ଏକ ପ୍ରଶ୍ନ ଉଙ୍କି ମାରିଥିଲା ସିଭିଲ ଇଞ୍ଜିନିୟର ଉଲ୍ଲାସ ପରାଞ୍ଜପେଙ୍କ ମନରେ। ପରେ କୃଷକମାନଙ୍କ ଜଳ ସମସ୍ୟା ଦୂର କରିବା…

ବର୍ଜନ ଗର୍ଜନ

କରୋନା ଭାଇରସ୍‌ ବ୍ୟାପିବା ଯୋଗୁ ଭାରତୀୟ ଅର୍ଥନୀତି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଏହା ପୂର୍ବରୁ ଦେଶର ଅର୍ଥନୈତିକ ବ୍ୟବସ୍ଥା ଭାଙ୍ଗିପଡ଼ିିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଫାଇଦା ପାଇଁ ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଭଳି କଠୋର ଆର୍ଥିକ ଅସ୍ତ୍ର…

କରୋନା ମୁକାବିଲାରେ ଆଶାକର୍ମୀଙ୍କ ଅନନ୍ୟ ଭୂମିକା

ସୁଶ୍ରୀ ପ୍ରୀତି ସୁଦାନ (ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ) / ଡକ୍ଟର ରଜନୀ ବେଦ (କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଜାତୀୟ ସ୍ବାସ୍ଥ୍ୟ ପ୍ରଣାଳୀ ସମ୍ବଳ କେନ୍ଦ୍ର) ପନ୍ଦରବର୍ଷ ପୂର୍ବେ, ୨୦୦୫ରେ ଭାରତର ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ‘ଆଶା’ କାର୍ଯ୍ୟକ୍ରମର ପ୍ରବର୍ତ୍ତନ କରାଯାଇଥିଲା।…

କଇଁଛ କାଢ଼ିଛି ବେକ

ଦ୍ୱିତୀ ଚନ୍ଦ୍ର ସାହୁ ବଲ ପରି ତାକୁ ଫିଙ୍ଗୁଥିଲେ ଉପରକୁ। ଖସି ଆସିଲାବେଳକୁ ଧରୁଥିଲେ ଶୂନ୍ୟରେ। ଖୁବ ମଜା ନେଉଥିଲେ ସେମାନେ। ତିନି ନାତି ଭିତରୁ ଜଣେ ତା’ ପାଳି ବେଳକୁ ଠିକ ଭାବେ ଧରି ପାରିଲା ନାହିଁ। ସିଧା ଯାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri