ସମ୍ପାଦକୀୟ

ଏଇ ଭାରତରେ

ଗାଁର ନାଁ ବାଡ଼ମେର। ରାଜସ୍ଥାନର ଏହି ଗାଁଟି ଯାହା କରୁଛି ତାହା ଆଉ କେହି କରୁନାହାନ୍ତି। ପ୍ରଚଣ୍ଡ ତାତିରୁ ପକ୍ଷୀମାନଙ୍କୁ ସୁରକ୍ଷା ଦେବା ଲାଗି ଗାଁଲୋକେ ଲାଗିପଡିଛନ୍ତି। ସେମାନେ ଟଙ୍କା ଆଦାୟ କରି ତେଲଟିଣ କିଣି ସେଥିରେ ପକ୍ଷୀମାନଙ୍କ ଗାଧୋଇବା ଓ…

ଚାଇନାର ଚାଲ୍‌

ଲଦାଖ ସୀମାରେ ଥିବା ସମସ୍ୟା ସମ୍ପର୍କରେ ଜୁନ୍‌ ୬ରେ ଭାରତ ଓ ଚାଇନା ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉଭୟ ଦେଶର ଲ୍ୟୁଟ୍‌ନାଣ୍ଟ ଜେନେରାଲଙ୍କ ଏଥିରେ ଭାଗ ନେଇଛନ୍ତି। ଲ୍ୟୁଟ୍‌ନାଣ୍ଟ ଜେନେରାଲ ହେଉଛନ୍ତି ତିନି ତାରକା ବିଶିଷ୍ଟ ଜେନେରାଲ୍‌, ଚାରି…

ଦେଶପ୍ରେମୀ ମଦ୍ୟପଙ୍କ କଥା

ଚିତ୍ର ଚରିତ୍ର/ଅଧ୍ୟାପକ ନିରଞ୍ଜନ ପାଢ଼ୀ ମହାମାରୀ କରୋନା ଭାରତକୁ କବଳିତ କରିନେଲା ପରେ ପ୍ରତିଦିନ କିଛି କିଛି ଭାରତୀୟ ସଂସାରକୁ ପିଠିକରି ଆମ ଗହଣରୁ ବିଦାୟ ନେଇ ଚାଲିଛନ୍ତି। ଆମେ ଯେଉଁମାନେ ରହିଯାଉଛନ୍ତି; ସେମାନେ ମୃତ୍ୟୁଠୁ ମୁକ୍ତି ପାଇଛନ୍ତି ବୋଲି ଖୁସି…

ବିଚକ୍ଷଣ କୂଟନୀତିଜ୍ଞ

ୟୁରୋପରେ ଫିନ୍‌ଲାଣ୍ଡ ହେଉଛି ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର। ବିଗତ କିଛିବର୍ଷ ମଧ୍ୟରେ ଭାରତ-ଫିନ୍‌ଲାଣ୍ଡ ଦ୍ୱିପାକ୍ଷିକ ବାଣିଜି୍ୟକ ସମ୍ପର୍କ ସୁଦୃଢ଼ ହୋଇଛି। ସେଠାକାର ଆଇଟି, ସ୍ବାସ୍ଥ୍ୟସେବା, ହସ୍ପିଟାଲିଟି ଏବଂ ଅଟୋମୋଟିଭ୍‌ ସେକ୍ଟରରେ ପ୍ରାୟ ୩୫ ଭାରତୀୟ କମ୍ପାନୀ ପୁଞ୍ଜିନିବେଶ କରିଥିବାବେଳେ…

ଏଇ ଭାରତରେ

ବର୍ଜ୍ୟବସ୍ତୁର ପୁନଃବିନିଯୋଗ କରି ପରିବେଶ ପ୍ରଦୂଷଣ କମାଇବାରେ ଅଙ୍କିତ ରାୟଙ୍କ ଚିନ୍ତାଧାରା ଏକ ନୂଆ ଦିଗ ଦେଖାଇଛି। ରୋଷେଇଘରୁ ବାହାରୁଥିବା ବର୍ଜ୍ୟରୁ ବାୟୋଗ୍ୟାସ ପାଇବା ପାଇଁ ସେ ‘ଶକ୍ତିଷ୍ଟିଲର’ ଷ୍ଟାର୍ଟଅପ ମାଧ୍ୟମରେ ବାୟୋଗ୍ୟାସ ଡାଇଜେଷ୍ଟର ନିର୍ମାଣ କରୁଛନ୍ତି। ଏହାଦ୍ୱାରା ଏଲ୍‌ପିିଜି ଗ୍ୟାସ…

ଇସ୍ତଫା ଧମକ

ତେଲଙ୍ଗାନାର ପୋଲିସ୍‌ ଏକାଡେମୀ ମୁଖ୍ୟ ତଥା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଭି.କେ. ସିଂହ ପଦୋନ୍ନତିରୁ ବଞ୍ଚିତ ହେଲେ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି। ସିଂ ରାଜ୍ୟ ମୁଖ୍ୟ ସଚିବ ସୋମେଶ କୁମାରଙ୍କୁ ଚିଠି ଲେଖିଛନ୍ତି ଯେ, ତାଙ୍କୁ ତିନିମାସ ପୂର୍ବେ…

ହେଲିକପ୍ଟର ମନି ଏକ ବଡ଼ ବିକଳ୍ପ

ଡ. ସନ୍ତୋଷ କୁମାର ମହାପାତ୍ର ଦିନକୁ ଦିନ କରୋନା ସଂକ୍ରମଣର ପ୍ରଭାବ ଅଧିକରୁ ଅଧିକ ଭୟଙ୍କର ହେଉଛି। ଏହା କେବଳ ଏକ ସ୍ବାସ୍ଥ୍ୟ ସମସ୍ୟା ହୋଇ ରହିନାହିଁ ବରଂ ମାନବଜାତି ପାଇଁ ଏକ ବିରାଟ ସଙ୍କଟ ଭାବେ ଉଭା ହୋଇଛି। ଏହା…

ନୂଆ ଜଙ୍ଗଲ ଏବଂ ଓଡ଼ିଶା

ଅଲେଖ ଚନ୍ଦ୍ର ସାମଲ ଭାରତୀୟ ଜଙ୍ଗଲ ସର୍ଭେ ତରଫରୁ ପ୍ରକାଶ କରାଯାଇଥିବା ଏକ ରିପୋର୍ଟ ଓଡ଼ିଶାବାସୀଙ୍କ ପାଇଁ ଖୁସି ଆଣିଦେଇଛି। ଦେଶରେ ନୂତନ ଜଙ୍ଗଲ ସୃଷ୍ଟିରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବା ଏହି ରିପୋର୍ଟ ପ୍ରକାଶ କରିଛି। ଦେଶରେ ନୂତନ ଭାବେ…

ଏଇ ଭାରତରେ

ବେଙ୍ଗାଲୁରୁ ସହରର ଜନସଂଖ୍ୟା ବୃଦ୍ଧି ଯୋଗୁ ପ୍ରାକୃତିକ ଜଳଉତ୍ସ ପ୍ରଦୂଷିତ ହେବା ସହ ଭୂତଳ ଜଳ ମଧ୍ୟ ନିମ୍ନଗାମୀ ହେଉଛି। ସହରର ଜଳ ସଙ୍କଟ ଉକତ୍ଟ ରୂପ ନେବାରେ ଲାଗିଛିି। ଏଭଳି ସ୍ଥିତିରେ ଏହି ସମସ୍ୟା ଦୂର କରିବାରେ ଉମା ମାହେଶ୍ୱରଙ୍କ…

ଆଜିର ଅର୍ଥନୀତି/ ଚାହିଦା ନ ଥାଇ ଦରବୃଦ୍ଧି

ଜୁନ୍‌ ୧ରୁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ନିୟମକୁ ଆହୁରି କୋହଳ କରିଦେଇଛନ୍ତି ଏବଂ ରାଜ୍ୟ ସରକାରଗୁଡ଼ିକୁ ସ୍ଥାନୀୟ ସ୍ତରରେ ନିଷ୍ପତ୍ତି ନେବାକୁ କ୍ଷମତା ଦେଇଛନ୍ତି। ଅର୍ଥାତ୍‌ ନିଜ ନିଜ ରାଜ୍ୟରେ କୋଭିଡ୍‌-୧୯ର ସଂକ୍ରମଣ ଓ ସ୍ଥିତିକୁ ନେଇ ନିୟମ କୋହଳ କରାଯିବ…

କରୋନା ସଙ୍କଟ ଏବଂ ଶ୍ରମ ଅସନ୍ତୁଳନ

ଡ. ଅମିୟ କୁମାର ମହାପାତ୍ର, ରବିନାରାୟଣ ସେଠୀ ରାଷ୍ଟ୍ରର ବିକାଶ ଜାତୀୟ ଆୟ ଦୃଷ୍ଟିରୁ ନୁହେଁ ବରଂ ଜନ କଲ୍ୟାଣ ଏବଂ ଜନ ସନ୍ତୋଷ ଉପରେ ନିର୍ଭର କରେ। ଆମେ କିପରି ଦେଶର ଶ୍ରମଶକ୍ତିର ଯତ୍ନ ଏବଂ ସମ୍ମାନ କରୁ, ତାହା…

ବିପଦରେ ଜୈବବିବିଧତା

ଡ. ଦେବାନନ୍ଦ ବେଉରା ଜୈବବିବିଧତା କହିଲେ ଜୀବ ପ୍ରଜାତିର ପ୍ରକାର ଓ ପ୍ରସାରଣକୁ ବୁଝାଏ। ପୃଥିବୀରେ ଅନେକ ଜାତି ଓ ପ୍ରଜାତିର ପଶୁପକ୍ଷୀ, ଗଛଲତା, କୀଟପତଙ୍ଗ ଏବଂ ଅଣୁଜୀବ ଦେଖାଯାଆନ୍ତି। ପ୍ରତ୍ୟେକ ନିଜର ବାସସ୍ଥାନ, ଖାଦ୍ୟାଭ୍ୟାସ ଓ ଜୀବନଚକ୍ର ଅନୁଯାୟୀ ଗୋଟେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri