ସମ୍ପାଦକୀୟ

ଏଇ ଭାରତରେ

ନଷ୍ଟ ହୋଇଯାଉଥିବା ଜିନିଷକୁ ନୂଆ ଜୀବନ ଦେଇ ପରିବେଶ ପ୍ରଦୂଷଣ ରୋକିବାର ନିଆରା ଚିନ୍ତା କରୁଥିବା ବ୍ୟକ୍ତି କମ୍‌ ଦେଖିବାକୁ ମିଳନ୍ତି। ଏମାନଙ୍କ ମଧ୍ୟରେ ପୁଣେର ଧାରା କାବରିୟା ଓ ସୋନାଲି ଫାଡ୍‌କେଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ନିଆରା। ସେମାନେ ପ୍ଲାଷ୍ଟିକ୍‌ ଓ…

ଚିକେନ ଡାଇବେଟିସ୍‌

ମାନେକା ଗାନ୍ଧୀ ଚିକେନ ଖାଇବା ଯୋଗୁ ଉପୁଜୁଥିବା ଶହେ ସମସ୍ୟା ସମ୍ପର୍କରେ ମୁଁ ଅବଶ୍ୟ ଆଗରୁ ଏହି ସ୍ତମ୍ଭରେ ଦର୍ଶାଇଛି। କିନ୍ତୁ ସମ୍ପ୍ରତି ଏପରି କିଛି ସମସ୍ୟା ଦେଖିବାକୁ ମିଳୁଛି ଯାହାକୁ ନେଇ ବାସ୍ତବରେ କୁକୁଡା ଶିଳ୍ପବାଲାଙ୍କର ମୁଣ୍ଡବ୍ୟଥା ଆରମ୍ଭ ହୋଇଛି।…

ଆବଶ୍ୟକ ମଣ୍ଡି ସଂସ୍କାର

ପ୍ରଫେସର ଦିଗମ୍ବର ପାତ୍ର ଧାନ କ୍ରୟ ସମୟରେ ଓଡ଼ିଶାର ବିଭିନ୍ନ ଏଜେଣ୍ଟଙ୍କ ମାଧ୍ୟମରେ ମିଲର୍‌ ଏବଂ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସୁସମ୍ପର୍କ ଜଣାଶୁଣା। ରାଜ୍ୟ ସରକାର ଅତୀତରେ କିଛି ପରିବର୍ତ୍ତନ ଆଣିଛନ୍ତି, କିନ୍ତୁ ଏକ ଦଶନ୍ଧିରୁ ଅଧିକ ସମୟ ଧରି ମିଲର,…

ସଚେତନତା ହିଁ ରକ୍ଷାକବଚ

ଅଲେଖ ଚନ୍ଦ୍ର ମିଶ୍ର ଆଜିକାଲି ଗଣମାଧ୍ୟମରେ ନାରୀବିରୋଧୀ ଅପରାଧ ବେଶି ପ୍ରକାଶ ପାଉଛି। ଏଭଳି ଅପରାଧର ଧାରାକୁ ରୋକିବା ପାଇଁ ଅନେକ ଗଣ ସଚେତନତା ସୃଷ୍ଟି କରାଯାଉଛି। ଜାତିସଂଘର ୟୁନିଭର୍ସାଲ ଡିକ୍ଲାରେଶନ ଅଫ୍‌ ହ୍ୟୁମାନ୍‌ ରାଇଟ୍ସ ସନନ୍ଦଠାରୁ ଆରମ୍ଭ କରି ଆମ…

ଏଇ ଭାରତରେ

ମଣିପୁର ଚୌରାଚନ୍ଦ୍ରପୁରସ୍ଥ ସେଣ୍ଟ ଷ୍ଟିଫେନ୍‌ ଇଂଲିଶ ମିଡିୟମ୍‌ ସ୍କୁଲର ପ୍ରିନ୍ସିିପାଲ ରବିନ ଏସ୍‌. ପୁଖରାମ୍‌ ସ୍କୁଲ ଓ ପିଲାଙ୍କ ଉନ୍ନତି ପାଇଁ ଭିନ୍ନ ପନ୍ଥା ଆପଣାଇଛନ୍ତି। ସେ ଓ ତାଙ୍କ ସାଥୀ ଶିକ୍ଷକମାନେ ସ୍କୁଲ୍‌ଠାରୁ ଶହ ଶହ କିଲୋମିଟର ଦୂର ଦୁର୍ଗମ…

ଅଶାନ୍ତ ଆମେରିକା

କରୋନା ଭାଇରସ୍‌ରେ ପେଷି ହୋଇଯାଇଥିବା ଆମେରିକାରେ ଏବେ ବର୍ଣ୍ଣବୈଷମ୍ୟ ଅଗ୍ନି ବ୍ୟାପିବାରେ ଲାଗିଛି। ସବୁଆଡ଼େ ‘ଆଇ କ୍ୟାଣ୍ଟ୍‌ ବ୍ରିଦ୍‌‌’ ବା ମୁଁ ନିଃଶ୍ୱାସ ନେଇପାରୁ ନାହିଁ ବୋଲି ପ୍ଲାକାର୍ଡ ଦେଖିବାକୁ ମିଳୁଛି। କୃଷ୍ଣକାୟଙ୍କ ଉପରେ ଶ୍ୱେତାଙ୍ଗ ପୋଲିସର ଆକ୍ରମଣକୁ ନିନ୍ଦା କରି…

ହସ୍ତତନ୍ତ କ୍ଷେତ୍ରରେ ନିଯୁକ୍ତି ସମ୍ଭାବନା

କିଶୋର ମେହେର କୃଷି ପରେ ବୟନ କ୍ଷେତ୍ର ହିଁ ସବୁଠାରୁ ବେଶି କର୍ମନିଯୁକ୍ତି ସୃଷ୍ଟି କରେ। ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏହା ଏକ ବହୁ ପୁରୁଣା ବ୍ୟବସ୍ଥା। ଗାନ୍ଧିଜୀଙ୍କ ଚରଖା ଚାଳନା ଓ ଖଦି ଆନ୍ଦୋଲନ ଏଥିପାଇଁ ପ୍ରାସଙ୍ଗିକ ଥିଲା। ସ୍ବାବଲମ୍ବୀ…

ଶିଶୁଙ୍କ ପାଇଁ ସୃଜନାତ୍ମକ ଶିକ୍ଷା

ଲୋକନାଥ ପଣ୍ଡା କରୋନା ମହାମାରୀକୁ ଆଖିରେ ରଖି ଗତ ଦୁଇ ତିନିମାସ ମଧ୍ୟରେ ଶିଶୁଙ୍କ ନିମନ୍ତେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କେହି ଚିତ୍ର ପ୍ରତିଯୋଗିତା କରୁଛନ୍ତି ତ କିଏ ଗଳ୍ପ ପ୍ରତିଯୋଗିତା। ସବୁଗୁଡ଼ିକୁ ହ୍ବାଟ୍‌ସଆପରେ ବା ଅନ୍‌ଲାଇନରେ ପଠାଇବା…

ଏଇ ଭାରତରେ

କମ୍ପ୍ୟୁଟର ଶିକ୍ଷାର ବିକାଶ ଲାଗି ଶୋହିବ ଦାର ଯେଉଁ ପ୍ରୟାସ ଜାରି ରଖିଛନ୍ତି ତାହା ପ୍ରଶଂସନୀୟ। ସେ ତିନୋଟି ରାଜ୍ୟର ୧୫,୦୦୦ରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ମାଗଣାରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରୁଛନ୍ତି। ୨୦୧୭ରେ ସେ ଆନୁଷ୍ଠାନିକ ଭାବେ ‘ପି ଜାମ୍‌ ଫାଉଣ୍ଡେଶନ’…

ବର୍ଜନ ଅସମ୍ଭବ

ହଠାତ୍‌ ଭାରତୀୟଙ୍କ ନିଦ୍ରାଭଙ୍ଗ ହୋଇଛି। ଏପର୍ଯ୍ୟନ୍ତ ବିନା କାରଣରେ ମୁସଲମାନ ସମ୍ପ୍ରଦାୟର ଭାରତୀୟଙ୍କୁ ଘୃଣା କରୁଥିବା କିଛି ଲୋକ ବହୁ ଦିନରୁ ପାକିସ୍ତାନକୁ ଏକ ନମ୍ବର ଶତ୍ରୁ ଭାବେ ଚିତ୍ରଣ କରିଆସିଛନ୍ତି। ପିଲାଦିନରୁ ସମସ୍ତେ ଶିଖିଛନ୍ତି ଯେ, କେବଳ ପରୀକ୍ଷା ପାଇଁ…

ମହାମାରୀର ମହାସଂକେତ

ଡ. ପ୍ରଫୁଲ୍ଲ କୁମାର ସାହୁ ସାରା ବିଶ୍ବ ଏବେ ମହାମାରୀ କରୋନା କବ୍‌ଜାରେ। ଦୀର୍ଘ ପାଞ୍ଚ ମାସର ପ୍ରୟାସ ପରେ ବି ବିଜ୍ଞାନୀ ମଣିଷ ଖୋଜି ପାଉନି ସେଥିରୁ ମୁକୁଳିବାର ରାସ୍ତା। ପ୍ରତିଷେଧକ ଅନୁପସ୍ଥିତିରେ ଲୋକଙ୍କ ଜୀବନ ଏବେ ଗତିକରୁଛି ଲକ୍‌ଡାଉନ୍‌…

ବିଧ୍ୱଂସୀ ପଙ୍ଗପାଳ

ଅଜୟ କୁମାର ସାହୁ କରୋନା ଦାଉରୁ ଭାରତ ଉଦ୍ଧାର ପାଇ ନ ଥିବା ବେଳେ ପଙ୍ଗପାଳ ଦଳ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଭାରତୀୟ ଚାଷୀ ତ୍ରାହି ତ୍ରାହି ଡାକୁଛନ୍ତି। କୋଟି କୋଟି ପଙ୍ଗପାଳ ଯେଉଁ ଖେତରେ ପଶୁଛନ୍ତି ସେ ଖେତକୁ ଖାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri