ସମ୍ପାଦକୀୟ

ଅନ୍ଧ ଭକ୍ତ

ଭକ୍ତି ମାନେ ଅନୁରାଗ, କାହାକୁ ନିଃସର୍ତ୍ତ ଅତିଶୟ ଶ୍ରଦ୍ଧା କରିବା ବା ଭଲପାଇବା। ପ୍ରଧାନମନ୍ତ୍ରୀଙ୍କ ଅନୁଗାମୀମାନଙ୍କୁ ମଧ୍ୟ ଭକ୍ତ କୁହାଯାଉଛି। ସେମାନେ ତାଙ୍କୁ ଜଣେ ମସିହ ବା ତ୍ରାଣକର୍ତ୍ତା ଭଳି ବ୍ୟକ୍ତିତ୍ୱ ଭାବରେ ବିବେଚନା କରନ୍ତି, ଯିଏ ଭାରତକୁ ବଦଳାଇପାରିବେ। ସେମାନେ…

ଏଇ ଭାରତରେ

ନିଜ ଘରକୁ ବୁଲା ପ୍ରାଣୀଙ୍କ ଆଶ୍ରୟସ୍ଥଳୀ କରିଦେଇଛନ୍ତି କେରଳର ପ୍ରଦୀପ ପାୟୁର। ୨୦ ବର୍ଷ ହେବ ସେ ୧୦୦୦ରୁ ଊର୍ଦ୍ଧ୍ୱ ଦୁର୍ଘଟଣାଗ୍ରସ୍ତ ବୁଲା କୁକୁର ଓ ବିଲେଇଙ୍କୁ ଉଦ୍ଧାର କରିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକକୁ ସେମାନଙ୍କ ମାଲିିକଙ୍କୁ ଆବଶ୍ୟକ ପ୍ରମାଣ ରଖି…

ପ୍ରବାସୀଙ୍କ ସ୍ବାସ୍ଥ୍ୟ ସମସ୍ୟା

ଡ. ରାମଚନ୍ଦ୍ର ରାଉତ ପ୍ରଖ୍ୟାତ କଣ୍ଠଶିଳ୍ପୀ ଲକ୍ଷ୍ମୀଶଙ୍କରଙ୍କର ଗୋଟିଏ ମଧୁର ପୁରୁଣା ଗୀତରେ ‘କିଆ କେତକୀ ବନେ କହଇ କେ କାନେ କାନେ- ପରବାସୀ ବନ୍ଧୁ ମୋର ଆସେ ଲୋ…’ ପ୍ରାୟ ସମସ୍ତେ ଶୁଣିଥିବେ। ସେହି ଗୀତରେ ସ୍ବଜନମାନଙ୍କର ବ୍ୟଗ୍ରତା ପରିଲକ୍ଷିତ।…

ସହଭାଗିତାରେ ପରିଚାଳିତ ହେଉ ସଙ୍ଗରୋଧ କେନ୍ଦ୍ର

ନଟବର ଖୁଣ୍ଟିଆ କୋଭିଡ୍‌-୧୯ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯେଉଁ ତାଲାବନ୍ଦ ଘୋଷଣା ହୋଇଛି ସେଥିରେ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଦାଦନ ଶ୍ରମିକ ସବୁଠାରୁ ଅଧିକ। ତାଲାବନ୍ଦ ସମୟରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଘୋଷଣା…

ହସିବା କଥା ନୁହେଁ

ଫେସ୍‌ବୁକ୍‌ ଫଟୋ ଭାଇରାଲ ଘଟଣାର ଏକ ସପ୍ତାହ ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପୂରା ମିଡିଆ ଟିମ୍‌କୁ ବଦଳାଇଦେଇଛି। ବାତ୍ୟା ଅମ୍ଫନ୍‌ ଏବଂ ରିଲିଫ୍‌ କାର୍ଯ୍ୟ ପରେ ମନ୍ତ୍ରଣାଳୟର ଫେସ୍‌ବୁକ୍‌ ଆକାଉଣ୍ଟ୍‌ ପରିଚାଳନା କରୁଥିବା ବ୍ୟକ୍ତି ଜଳଖିଆ ଏବଂ ଦୁଇଟି ହ୍ବିସ୍କି ବୋତଲ…

ଆଜିର ଅର୍ଥନୀତି/ ସହରୀ ଗରିବଙ୍କ ଉପରେ ମାଡ଼

ପ୍ରତ୍ୟେକ ରାଜ୍ୟ ସରକାର ସେମାନଙ୍କ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଫେରାଇ ଆଣିବାର ଦାୟିତ୍ୱ ହାତକୁ ନେଇଛନ୍ତି। କୋଭିଡ-୧୯ ବ୍ୟାପିବା ଓ ଶିିଳ୍ପ-କାରଖାନାଗୁଡ଼ିକ ବନ୍ଦ ହେବା ପରେ ପ୍ରବାସୀ ଶ୍ରମିକମାନେ ବେକାର ହୋଇଯାଇଥିଲେ। ଏହି ସଙ୍କଟକୁ ଆହୁରି ଜଟିଳ କରିଦେଇଥିଲା ପ୍ରଧାନମନ୍ତ୍ରୀଙ୍କ ହଠାତ୍‌…

କରୋନା ପ୍ୟାକେଜ୍‌ ଓ ଓଡ଼ିଶାର ଖଣି ସମ୍ପଦ

ଡ. ଅସୀମା ସାହୁ କୋଭିଡ୍‌-୧୯ ମହାମାରୀରୁ ଅର୍ଥବ୍ୟବସ୍ଥାକୁ ସଜାଡ଼ିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ‘ଆତ୍ମନିର୍ଭର ଭାରତ ଅଭିଯାନ’ ପ୍ୟାକେଜ୍‌ ଘୋଷଣା କଲେ। ଏହି ଘୋଷଣାରେ ଅର୍ଥନୈତିକ ସଂସ୍କାର କ୍ଷେତ୍ରରେ ଏକ ବଡ଼ ଧରଣର ଲମ୍ଫ ପ୍ରଦାନର…

ପରିବେଶ ଅର୍ଥନୀତି

ପ୍ରଫେସର ଡ. ଅଜୟ କୁମାର ପାତ୍ର ଆଜି ସାରା ପୃଥିବୀର ଅର୍ଥନୀତି ବିପର୍ଯ୍ୟସ୍ତ, ବିପର୍ଯ୍ୟସ୍ତ ମଣିଷର ଜୀବନ ପ୍ରଣାଳୀ। କରୋନା ଭୂତାଣୁର ଜୀବନନାଶକ ସଂକ୍ରମଣରେ ସାରା ବିଶ୍ୱରେ କୃଷି କାର୍ଯ୍ୟ ବାଧାପ୍ରାପ୍ତ। ଭବିଷ୍ୟତରେ କ’ଣ ଘଟିବ, ପୃଥିବୀ କେଉଁ ବିପର୍ଯ୍ୟୟର ସାମ୍ନା…

ଏଇ ଭାରତରେ

କାଠ ନୁହେଁ, ବିଭିନ୍ନ ଉଦ୍ଭିଦ ଅବଶେଷ ତଥା ଶିଳ୍ପ ବର୍ଜ୍ୟବସ୍ତୁରୁ କାଗଜ ପ୍ରସ୍ତୁତ କରୁଛନ୍ତି ମହାରାଷ୍ଟ୍ରର କାବ୍ୟା ମାଡାପ୍ପା। କୋର୍ଗରେ କାବ୍ୟାଙ୍କ ଜନ୍ମ। ବେଙ୍ଗାଲୁରୁର ସେଣ୍ଟ୍‌ ଜୋଶେଫ୍‌ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏକ ବ୍ୟାଙ୍କରେ କାମ…

ପ୍ରାଣୀ କଲ୍ୟାଣ ପାଇଁ ଦାନ

ମାନେକା ଗାନ୍ଧୀ ତାଲାବନ୍ଦୀ ସମୟରେ ହଜାର ହଜାର ଭାରତୀୟ, ବିଶେଷକରି ମହିଳାମାନେ ସେମାନଙ୍କର ଦୈନନ୍ଦିନ ଖାଦ୍ୟରୁ କାଟି ବୁଲା ପ୍ରାଣୀମାନଙ୍କୁ ଖାଇବାକୁ ଦେଇଛନ୍ତି। ଦିନ ଯେତିକି ଗଡ଼ିଚାଲିଛି ଲୋକଙ୍କ ପାଖରୁ ଟଙ୍କା ସେତିକି ସରି ସରି ଯାଇଛି, କାରଣ ଟଙ୍କା ରୋଜଗାର…

ଜୀବନ, ଜୀବିକା ଓ ଅର୍ଥନୀତି

ପ୍ରଦୀପ ଚନ୍ଦ୍ର ସମଗ୍ର ବିଶ୍ୱ ଆଜି ଏକ ଅଦୃଶ୍ୟ ଶତ୍ରୁ କରୋନା କବଳରେ ଜର୍ଜରିତ। ବର୍ତ୍ତମାନର ପରିସ୍ଥିତିରେ ଦେଶର ଅର୍ଥନୀତି ନିମ୍ନଗାମୀ ହେବାରେ ଲାଗିଛି। ବିଶ୍ୱବ୍ୟାଙ୍କ ଓ ଅନ୍ୟାନ୍ୟ କ୍ରେଡିଟ୍‌ ରେଟିଂ ସଂସ୍ଥାମାନେ ୨୦୨୦-୨୦୨୧ ଆର୍ଥିକ ବର୍ଷ ନିମନ୍ତେ ଦେଶର ଆର୍ଥିକ…

ଲାଜ କିଆଁ ଲାଗୁଛି

ଯାଜ୍ଞସେନୀ ସାହୁ କଲୋନୀକୁ ନୂଆ ନୂଆ ଆସିଥାନ୍ତି ଗୋଚ୍ଛାୟତ ଦମ୍ପତି। ସ୍ବାମୀ, ସ୍ତ୍ରୀ ଆଉ ପୁଅଟିଏ। ଗୋଚ୍ଛାୟତବାବୁ ଜଣେ ସରକାରୀ କର୍ମଚାରୀ। ବଦଳି ହୋଇ ଏବେ ଆସିଛନ୍ତି ବୋଧହୁଏ। ନୂଆ ସହରକୁ ଆସିବା ପରେ ପୁଅର ପାଠପଢ଼ା ଓ ନୂଆ ସ୍କୁଲରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri