ଏଇ ଭାରତରେ
ଭାରତୀୟ ବନ ସେବା ଅଧିକାରୀ ପ୍ରସାଦ ରାଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ଲାଗି ଅଣ୍ଟା ଭିଡ଼ିବା ସହ ଆଦିବାସୀଙ୍କୁ ଆମତ୍ନିର୍ଭରଶୀଳ କରାଇବାରେ ବି ସଫଳ ହୋଇଛନ୍ତି। ତ୍ରିପୁରାର ୨୩୯୭ ବର୍ଗକିଲୋମିଟର ଜଙ୍ଗଲରୁ ଜାତୀୟ ବାଉଁଶ ଉତ୍ପାଦନର ୨୮ ପ୍ରତିଶତ ହିଁ ମିଳିଥାଏ।…
ଛଦ୍ମ ଜାତୀୟତା
ଆକାର ପଟେଲ ଚାଇନାର ଅନୁପ୍ରବେଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ସମସ୍ତେ ବିସ୍ମିତ ହୋଇଛନ୍ତି। ମୋଦି ନିଜକୁ ଜଣେ ଜାତୀୟତାବାଦୀ ବୋଲି ବିଜ୍ଞାପିତ କରିଆସିଛନ୍ତି। ତେଣୁ କେହି ଆଶା କରି ନ ଥିଲେ ଯେ ଭାରତମାତାଙ୍କ ଉପରେ ଆକ୍ରମଣ ହେଉଥିଲା ବେଳେ…
ଉଦ୍ୟୋଗୀ ନେତୃତ୍ୱଧାରିଣୀ
ଭାରତରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ବା ଫିକି ଏକ ଶୀର୍ଷ ସଂସ୍ଥା ଭାବେ ପରିଚିତ। ଏହାର ମହିଳା ଶାଖା ଫିକି ଲେଡିଜ୍ ଅର୍ଗାନାଇଜେଶନ ବା ଏଫ୍ଏଲ୍ଓ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା…
ନେପୋଟିଜମ୍: ମାନବିକତାର କଳଙ୍କିତ ଅଧ୍ୟାୟ
ଡ.ମୌସୁମୀ ପରିଡ଼ା ଆଜିକାର ମିଡିଆରେ ବହୁ ଚର୍ଚ୍ଚିତ ଶବ୍ଦ ‘ନେପୋଟିଜିମ୍’, ଯାହା ପ୍ରିୟାପ୍ରୀତିତୋଷଣ ବା ପକ୍ଷପାତିତାକୁ ନେଇ ଝଡ଼ ସୃଷ୍ଟି କରିଛି। ଏହି ନେପୋଟିଜିମ୍ ଶବ୍ଦଟି ଲାଟିନ୍ ଭାଷା ‘ନିପୋଟେ’ ଶବ୍ଦରୁ ଉଦ୍ଧୃତ (ନେଫ୍ୟୁ), ଯାହାର ଅର୍ଥ ଭଣଜା ବା ପୁତୁରା।…
ଏଇ ଭାରତରେ
କେରଳର ଏକ ଓପନ୍ ଜେଲ ବା ମୁକ୍ତାକାଶ କାରାଗାର ଚାଷରୁ ବର୍ଷକୁ ପାଖାପାଖି ୨ କୋଟି ଟଙ୍କା ରୋଜଗାର କରିବା କିଛି କମ୍ କଥା ନୁହେଁ। ଥିରୁଭାନନ୍ତପୁରମ୍ ସହରଠାରୁ ୩୫ କି.ମି. ଦୂର ନେତୁକାଲଥେରିସ୍ଥିତ ମୁକ୍ତାକାଶ କାରାଗାରର ୩୯୦ ଜଣ ଅନ୍ତେବାସୀ…
ଏଇ ଭାରତରେ
ଚାକିରିରୁ ଅବସର ନେବା ପରେ ସମୟର କିଭଳି ସଦୁପଯୋଗ କରାଯାଏ ସେ କ୍ଷେତ୍ରରେ ଜଣେ ସେନା ଅଧିକାରୀଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ଏହି ଅଧିକାରୀ ଜଣକ ହେଉଛନ୍ତି କଲୋନେଲ୍ ସୁବାସ ଦେଶ୍ଓ୍ବାଲ। ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲା ସିକନ୍ଦରାବାଦ ଗାଁରେ ତାଙ୍କ ଘର।…
ବର୍ଷାରେ ସତର୍କତା
ଡା. ବାସୁଦେବ ପ୍ରଧାନ ଖରା ପରେ ଧରାକୁ ଆସେ ବର୍ଷା ଋତୁ। ଆକାଶରେ କଳାମେଘର ଚାନ୍ଦୁଆ ବନ୍ଧାହୁଏ। କେବେ ଘଡ଼ଘଡ଼ି କେବେ ଚଡ଼ଚଡ଼ି। ଆକାଶରେ ଇନ୍ଦ୍ରଧନୁ ଶୋଭାପାଏ। ବନ୍ଧାହୁଏ ଟଗର-ତରାଟ-କଦମ୍ବ-ଫୁଲର ତୋରଣ। ଘାସଗାଲିଚାରେ ଥିରି ଥିରି ଚାଲେ ସାଧବବୋହୂ। ଗଛଡାଳରେ ଝିଙ୍କାରିଟି…
ରାଜ୍ୟର ରାଜସ୍ବ ଚିନ୍ତା
ଅମରେନ୍ଦ୍ର ଦାସ କରୋନା ମହାମାରୀ ସମଗ୍ର ମାନବଜାତି ସମ୍ମୁଖରେ କେବଳ ଏକ ଅଦୃଶ୍ୟ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟିକରିଛି ତାହା ନୁହେଁ, ସମଗ୍ର ବିଶ୍ୱରେ ଏକ ଉତ୍କଟ ଆର୍ଥିକ ସଙ୍କଟ ମଧ୍ୟ ସୃଷ୍ଟି କରିଛି। ଗୋଟିଏ ପଟରେ ଅଭିବୃଦ୍ଧି ହାର ହ୍ରାସ ପାଇବାର…
ପୁରୁଣା ଶତ୍ରୁ ଏବେ ବନ୍ଧୁ
କୋଭିଡ୍-୧୯ ମହାମାରୀ ପୁରୁଣା ଶତ୍ରୁମାନଙ୍କୁ ବି ଏବେ ବନ୍ଧୁରେ ପରିଣତ କରିଦେଇଛି! କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ଆର୍ବିଆଇ ଗଭର୍ନର ପଦରୁ ୧୮ ମାସ ତଳେ ଅବ୍ୟାହତି ନେଇଥିବା ଉର୍ଜିତ ପଟେଲ ଏବେ ନ୍ୟାଶ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଫାଇନାନ୍ସ ଆଣ୍ଡ୍…
ଗରିବଙ୍କୁ ବାଧିବ
ଦେଶରେ ଚାଇନା ବିରୋଧରେ କ୍ରୋଧ ବଢ଼ିବାରେ ଲାଗିଛି। ଚାଇନାକୁ ଉଚିତ ଶିକ୍ଷା ଦେବା ପାଇଁ ଏହାର ସମସ୍ତ ସାମଗ୍ରୀ, ସେବା ତଥା ଏପରିକି ପ୍ରଯୁକ୍ତିବିଦ୍ୟାକୁ ଦେଶବ୍ୟାପୀ ବର୍ଜନ କରିବା ପାଇଁ ଆହ୍ବାନ ଦିଆଯାଉଛି। ଅନ୍ୟାନ୍ୟ ସାମଗ୍ରୀ ଭିତରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଟିଭି…
ଜିରୋ ବଜେଟ ଫାର୍ମିଂ ଓ ଅତୀତର ଚାଷ
ହାଡ଼ିବନ୍ଧୁ ଖଣ୍ଡୁଆଳ ଚାଷ ଓ ଚାଷୀଙ୍କ ବହୁବିଧ ଉନ୍ନତି ପାଇଁ ୨୦୨୦-୨୧ ବଜେଟରେ ଅନେକ ସାମ୍ମୁଖ୍ୟରେ ଖର୍ଚ୍ଚର ବ୍ୟବସ୍ଥା କରାଯାଇଛି। ସେଥିରୁ ଗୋଟିଏ ସାମ୍ମୁଖ୍ୟ ହେଲା, ‘ଜିରୋ ବଜେଟ ଫାର୍ମିଂ’। ଫୋକସ୍ କରାଯାଇଥିବା ଜିରୋ ବଜେଟ ଫାର୍ମିଂ ହେଲା- ସ୍ବଳ୍ପ ଖତସାର,…
ତେଲ: ଦର ବଢ଼ିଲେ ଭଲ
ଡ. କୁଳାଙ୍ଗାର ଇନ୍ଧନ ବା ତେଲ ଦର ବୃଦ୍ଧି ପାଇବା ମାତ୍ରେ ଆମ ମନରେ ନାନା ନକାରାତ୍ମକ ଚନ୍ତାଧାରା ଧସେଇ ପଶିଥାଏ। ଧେତେରିକା ଏ ସରକାର ବି କୋଉ କାମକୁ ନୁହଁ ବୋଲି କିଏ ପାଟିଫିଟେଇ ଆଉ କିଏ ମନକୁ ମନ…
Archives


