ସମ୍ପାଦକୀୟ

ଏଇ ଭାରତରେ

ହିଂସ୍ରଜନ୍ତୁ ଭରା ଜଙ୍ଗଲ ଭିତରକୁ ଯିବା କଥା କହିଲେ ଭୟରେ ଦେହ ଥରିଉଠେ। କିନ୍ତୁ ଦୀର୍ଘ ୧୯ ବର୍ଷ ହେବ କେରଳର ଡ. ଭିନ୍‌ସେଟ ଜାଭିିୟର ଏକୁଟିଆ ଜଙ୍ଗଲ ଭିତରେ ଅସହାୟ ଆଦିବାସୀମାନଙ୍କୁ ଚିକିତ୍ସା କରୁଛନ୍ତି। ତାଙ୍କୁ ବର୍ତ୍ତମାନ ବୟସ ୫୫।…

ଇ-ଆବର୍ଜନାର ସଙ୍କଟ

ବିପିନ ବିହାରୀ ରାଉତ ଓଡ଼ିଶାର ଜନମତ ଓ ନିର୍ଭୀକ ନିରପେକ୍ଷ ଦୈନିକ ‘ଧରିତ୍ରୀ’ ଗତବର୍ଷ ଏକ ଆନ୍ଦୋଳନକୁ ଓହ୍ଲାଇ ଥିଲା। ତାହା ଥିଲା ଆମମାନଙ୍କ ଭିତରେ ଆବର୍ଜନା ସୃଷ୍ଟି କରୁଥିବା ଓ ପଲିଥିନ୍‌ ପ୍ରତି ଥିବା ଦୁର୍ବଳତାର ବିରୁଦ୍ଧରେ। ଲଗାତର ପ୍ରତିଦିନ…

ରିୟଲିଟି ଚେକ୍‌

କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରତରେ ରିୟଲ୍‌ ଇଷ୍ଟେଟ୍‌ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ଆମ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଚାଲିଆସୁଛି। ଏହା ସହ କେନ୍ଦ୍ର ବିମୁଦ୍ରୀକରଣ ଓ ତରବାରିଆ ଭାବେ ଜିଏସ୍‌ଟି ଲାଗୁ କରିବା ଭଳି…

ମଣିଷ-କୁକୁରଙ୍କ ସମ୍ପର୍କ

ମାନେକା ଗାନ୍ଧୀ ନିଜକୁ ବିପଦରେ ପକାଇ ଲକ୍ଷ ଲକ୍ଷ ଆନିମଲ ଫିଡର (ପ୍ରାଣୀଙ୍କୁ ଆହାର ଦେଉଥିବା ବ୍ୟକ୍ତି)ମାନେ ପ୍ରାଣୀମାନଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। କିନ୍ତୁ ଗତ ଦୁଇ ମାସରେ ତିନି ଜଣ ବ୍ୟକ୍ତି ଏହି ଫିଡର୍‌ମାନଙ୍କୁ ସାଂଘାତିକ ଭାବରେ ଆକ୍ଷେପ ବା…

ମୃତ୍ୟୁ ପର୍ଯ୍ୟନ୍ତ ବଞ୍ଚିବାକୁ ହେବ

ଡ. ବାଇଧର ସାହୁ ପୃଥିବୀର ଲୋକମାନଙ୍କ ଭିତରେ ଆଜି ହତୋତ୍ସାହ ଦେଖାଦେଇଛି ତାହାର କାରଣ କୋଭିଡ୍‌-୧୯। ଜୀବନ ପ୍ରତି ପ୍ରତିକୂଳ ମନୋଭାବ ଆମକୁ ଗୋଡ଼ ଧରି ଟାଣୁଛି ତଳକୁ, ଖୁବ୍‌ ତଳକୁ ତଥାପି ମରିବା ପର୍ଯ୍ୟନ୍ତ ବଞ୍ଚତ୍ବାକୁ ହେବ – ଏହା…

ବଡ଼ କରୋନା ଯୋଦ୍ଧା କୃଷକ

ଡ. ପ୍ରମୋଦ କୁମାର ପଣ୍ଡା ମଗ୍ର ବିଶ୍ୱ କରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ। ଏହା ୨ କୋଟିରୁ ଊର୍ଦ୍ଧ୍ୱ ଜନତାଙ୍କୁ ଆକ୍ରାନ୍ତ କରି ପାଖାପାଖି ୮ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି। ଏହି କରୋନା ମହାମାରୀରୁ ସମଗ୍ର ବିଶ୍ୱକୁ ବଞ୍ଚାଇବା…

ଏଇ ଭାରତରେ

ଦେଶରେ ଲକ୍‌ଡାଉନ ଲାଗୁ ହେବା ପରେ ଛୋଟ ଛୋଟ ଦୋକାନୀଙ୍କ ବ୍ୟବସାୟ ପୂରା ମାନ୍ଦା ହୋଇଯାଇଛି। ଏମିତିକି ବହୁ ବ୍ୟବସାୟୀ ସେମାନଙ୍କ ଦୋକାନ ବନ୍ଦ କରିଦେଇଛନ୍ତି। ଏମିତି ପରିସ୍ଥିତିରେ ମହାରାଷ୍ଟ୍ରର ସତାରା ନିବାସୀ ସୁମିତ ଶାହା ‘ଦୁକାନ’ ଆପ ଆରମ୍ଭ କରି…

ଏଇ ଭାରତରେ

ବ୍ୟସ୍ତବହୁଳ ଜୀବନରେ ନିଜ କାମ କି ପରିବାର କଥା ବୁଝିବାକୁ ସମୟ ମିଳୁ ନ ଥିବାବେଳେ ଫରିଦାବାଦର କିଛି ପରିବାର ଗଛ ଲଗାଇବାରେ ସେମାନଙ୍କ ବହୁ ମୂଲ୍ୟ ସମୟ କଟାଉଛନ୍ତି। ସେଭ୍‌ ଆରାବଳି ସଂସ୍ଥା ସହ ଜଡିତ ଏହି ସବୁ ପରିବାର…

ପୈତୃକ ସମ୍ପତ୍ତିରେ କନ୍ୟାସନ୍ତାନର ଅଧିକାର

ନଗେନ୍ଦ୍ର ନାଥ ପଟ୍ଟନାୟକ   ଏଇ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ମହିଳାଙ୍କ ଅଧିକାର କ୍ଷେତ୍ରରେ ଏକ ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି। ଶୀର୍ଷ ଅଦାଲତ ଦର୍ଶାଇଛନ୍ତି ଯେ ପୈତୃକ ସମ୍ପତ୍ତି ଉପରେ ପୁତ୍ରଙ୍କ ଭଳି କନ୍ୟାର ମଧ୍ୟ ସମାନ ଅଧିକାର ରହିଛି, ସେଥିରୁ…

ତୈଳର ବିକଳ୍ପ ସବୁଜ ଶକ୍ତି

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ   ଏବେ ତୈଳ ଦର ବଢ଼ିବଢ଼ି ଚାଲିଛି। ତୈଳ ବ୍ୟବହାର ଯୋଗୁ ବାୟୁ ପ୍ରଦୂଷିତ ହୋଇ ଆମ ହାରାହାରି ଆୟୁଷ ହ୍ରାସ ପାଉଛି ଓ ଦିଲ୍ଲୀରେ ୯.୪ ବର୍ଷ ହ୍ରାସ ପାଇଲାଣି। ଆଗକୁ ତୈଳ ବିକଳ୍ପ ସ୍ବଚ୍ଛ…

ଦାୟୀ ହେବ କିଏ

ଇଞ୍ଜିନିୟରିଂ ଓ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଯଥା-ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଏବଂ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ସେପ୍ଟେମ୍ବରରେ କରିବା ଲାଗି ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପ୍ରସ୍ତୁତି ଆରମ୍ଭ କରିଥିବା ବିଷୟ ନିକଟରେ ଘୋଷଣା କରିଥିଲା।…

ମୁଣ୍ଡକୁ ଉଠିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ଅଗଷ୍ଟରେ ନୂଆ ଟିକସ ସଂସ୍କାର ‘ଫେସ୍‌ଲେସ୍‌ ଟାକ୍ସ ଆସେସ୍‌ମେଣ୍ଟ ଆଣ୍ଡ୍‌ ଅପିଲ୍‌’କୁ ଶୁଭାରମ୍ଭ କରିଥିଲେ। ସେତିକିବେଳେ ସେ କହିଥିଲେ ଯେ, ଦେଶର ମାତ୍ର ୧.୫ କୋଟି ଲୋକ ପ୍ରକୃତପକ୍ଷେ ଆୟକର ଦେଉଛନ୍ତି। କିନ୍ତୁ ଖାତାରେ କରଦାତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri