ଏଇ ଭାରତରେ
କୋଭିଡ୍-୧୯ ମହାମାରୀରେ ଜୀବିକା ହରାଇଥିବା ଲୋକମାନଙ୍କୁ କାମ ଯୋଗାଇ ଦେବାରେ ଜଣେ ଆଇଏଏସ୍ ଅଧିକାରୀଙ୍କ ପ୍ରୟାସ ପ୍ରଶଂସନୀୟ। ଉତ୍ତରପ୍ରଦେଶ ବାରାବଙ୍କି ଜିଲାର ଜିଲାପାଳ ଡ. ଆଦର୍ଶ ସିଂ କଲ୍ୟାଣୀ ନଦୀର ପୁନରୁଦ୍ଧାର କାର୍ଯ୍ୟ କରି ଲୋକମାନଙ୍କୁ କାମ ଯୋଗାଇଦେଇଛନ୍ତି। ଯେଉଁ ଗାଁ…
ଦୂର ପର୍ବତ ସୁନ୍ଦର
ତଥାଗତ ସତପଥୀ ଲଦାଖର ଗଲଓ୍ବାନ ଉପତ୍ୟକା ମଧ୍ୟକୁ ଚାଇନାର ପିଏଲ୍ଏ ପ୍ରବେଶ ଓ ଭାରତର ୨୦ ଜଣ ଯବାନ ଶହୀଦ ହେବା ବିଷୟ ସମସ୍ତେ ଜାଣନ୍ତି। ସେଥିମଧ୍ୟରୁ ଦୁଇ ଜଣ ଓଡ଼ିଆ ଯବାନ ଶହୀଦ ହୋଇଥିବା ଖବର ଓଡ଼ିଶାବାସୀଙ୍କୁ ଯେତିକି ମର୍ମାହତ…
ଭାରତ-ଚାଇନା ବାଣିଜ୍ୟିକ ଯୁଦ୍ଧ
ଡ. ପ୍ରୀତିଶ କୁମାର ସାହୁ ଲଦାଖର ଗଲୱାନ ଉପତ୍ୟକାରେ ଭାରତ-ଚାଇନା ମଧ୍ୟରେ ହୋଇଥିବା ସଂଘର୍ଷ ଅର୍ଥନୈତିକ ଏବଂ ବାଣିଜି୍ୟକ ଦିଗକୁ ପ୍ରଭାବିତ କରିବାରେ ଅନେକ ସଂକେତ ଦେଇଛି। ଯଦିବା ସଂଘର୍ଷକୁ ପ୍ରଶମିତ କରିବା ଲାଗି ଉଭୟ କୂଟନୈତିକ ଏବଂ ସାମରିକ ସ୍ତରରେ…
ନୋଟ୍ର ମାୟା, ରୋଗର ଛାୟା
ଈପ୍ସିତା ମହାନ୍ତି ଆମ ପକେଟ୍ ଅବା ପର୍ସରେ ଥିବା ନୋଟ୍ ଓ ମୁଦ୍ରାଗୁଡ଼ିକ କେତେ ପରିଷ୍କୃତ, ସେ ବିଷୟରେ ଆମେ କିନ୍ତୁ କେବେ ଧ୍ୟାନ ଦେଇ ନ ଥାଉ। ମାୟା ଅର୍ଥାତ୍ ଧନ ସର୍ବଦା ଚଞ୍ଚଳ ସ୍ବଭାବର ହୋଇଥାଏ। ନୋଟ୍ ଓ…
ଏଇ ଭାରତରେ
ପଡ଼ିଆ ଜମିକୁ ଶସ୍ୟଶ୍ୟାମଳା କରିବାରେ କେରଳରେ ଏକ ବ୍ଲକର ଗାଁଗୁଡ଼ିକ ଉଦାହରଣ ସୃଷ୍ଟି କରିଛନ୍ତି। ଥିରୁଭାନନ୍ତପୁରମ୍ ଜିଲାର ନେଦୁମନଗଡ ତହସିଲ ଅନ୍ତର୍ଗତ ନେଦୁମନଗଡ ବ୍ଲକର ପଞ୍ଚାତଗୁଡ଼ିକରେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗତ ୪ ବର୍ଷ ମଧ୍ୟରେ ୧୦୦ ଏକର ପଡିଆ ଜମିରେ…
ଭାଜପାର ଉତ୍ଥାନ
ଆକାର ପଟେଲ ଶୁକ୍ରବାର ଏନ୍ଡିଏ ୧୦୦ଟି ରାଜ୍ୟସଭା ଆସନ ଅତିକ୍ରମ କରି ଭାଜପାକୁ ଏହାର ୪୦ତମ ବର୍ଷରେ ଭାରତର ପ୍ରମୁଖ ରାଜନୈତିକ ଶକ୍ତି ଭାବରେ ଆହୁରି ଦୃଢ଼ କରିପାରିଛି। ଭାରତୀୟ ଜନତା ପାର୍ଟି (ଭାଜପା)ର ଜନ୍ମ ଏପ୍ରିଲ, ୧୯୮୦ରେ ହୋଇଥିଲା। ଏକଚ୍ଛତ୍ରବାଦୀ…
ଦୂରଦର୍ଶୀ ଗବେଷକ
ଆମେରିକାର ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନ ବା ଜାତୀୟ ବିଜ୍ଞାନ ଫାଉଣ୍ଡେଶନ (ଏନ୍ଏସ୍ଏଫ୍) ବିଜ୍ଞାନର ଅଣ-ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଦିଗରେ ମୌଳିକ ଗବେଷଣା କ୍ଷେତ୍ରକୁ ପାଣ୍ଠି ଯୋଗାଇବାରେ ଅନ୍ୟତମ ଶ୍ରେଷ୍ଠ ସଂସ୍ଥା ଭାବେ କାର୍ଯ୍ୟ କରିଆସୁଛି। ଏନ୍ଏସ୍ଏଫ୍ର ବାର୍ଷିକ ବଜେଟ ହେଉଛି ୭.୪…
ବଡ଼ମାନଙ୍କ ବାରଣନାମା
ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ଶିଶୁଟିଏ ଜନ୍ମହୋଇ ତା’ ଟିକି ଟିକି ଆଖିରେ ଏ ଦୁନିଆକୁ ଚିହ୍ନିବା ପରଠାରୁ ଶେଷ ଶଯ୍ୟାରେ ଚିରଦିନ ପାଇଁ ଆଖି ଯୋଡ଼ିକ ବୁଜିଦେବା ଯାଏ ଏକ ବିଚିତ୍ର ବାରଣନାମାର ବଳୟ ଭିତରେ ବନ୍ଦୀ ଥାଏ…
ଏଇ ଭାରତରେ
ବର୍ଜ୍ୟବସ୍ତୁକୁ ପୁନଃ ଉପଯୋଗ କରିବାରେ ଯେଉଁ କେତେଜଣ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ବେଙ୍ଗାଲୁରୁର ପ୍ରଦୀପ ନାୟାର ଅନ୍ୟତମ। ସେ ଆଇଟି କମ୍ପାନୀ ଚାକିରି ଛାଡି ଶିପିଂ ଇଣ୍ଡଷ୍ଟ୍ରିରୁ ବାହାରୁଥିବା ବର୍ଜ୍ୟକାଠରୁ ଫର୍ନିଚର ତିଆରି କରୁଛନ୍ତି। ଏହା ପ୍ଲାଷ୍ଟିକ୍ ଫର୍ନିଚରଠାରୁ ବହୁତ…
ଏଇ ଭାରତରେ
ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ ମାଓବାଦୀପ୍ରବଣ ବସ୍ତର ଜିଲାରେ ପିଲାମାନଙ୍କୁ ସ୍ମାର୍ଟ କ୍ଲାସ୍ ମାଧ୍ୟମରେ ପୁଣି ସ୍କୁଲକୁ ଫେରାଇ ଅଣାଯାଇପାରୁଛି। ଏହି କ୍ଲାସ୍ର ସଷ୍ଟ୍ରା ହେଉଛନ୍ତି ବସ୍ତରର ଲୋହାଣ୍ଡିଗୁଡି ମଣ୍ଡଳ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ଯାଦବ। ଯାଦବଙ୍କ ସ୍ମାର୍ଟ କ୍ଲାସ୍ର ଶିକ୍ଷକ କିଏ ଜାଣିଛନ୍ତି…
ମଧ୍ୟବିତ୍ତଙ୍କ ବେଳା ଖରାପ
ଦେବେନ୍ଦ୍ର କର ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସ୍ଥାନରେ ଲକ୍ଡାଉନ୍ ବଳବତ୍ତର ଥିବାବେଳେ ଆଉ କିଛି ସ୍ଥାନରେ କୋହଳ କରାଯାଇଛି। ବଜାର ଧୀରେ ଧୀରେ ଫିଟିଲାଣି, ଗାଡିମୋଟର ଚାଲିଲାଣି, ଲୋକେ ନିଜ ନିଜ…
ଯୋଗ ଗୋଷ୍ଠୀ, ପ୍ରତିରୋଧ ଶକ୍ତି ଓ ଏକତା
ରମେଶ ପୋଖରିୟାଲ ‘ନିଶଙ୍କ’ ୨୦୧୪ ସେପ୍ଟେମ୍ବର ୨୭ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘର ସାଧାରଣ ପରିଷଦରେ ଦେଇଥିବା ଭାଷଣ ଅବସରରେ ସେ କରିଥିବା ପ୍ରଚେଷ୍ଟା ଯୋଗୁ ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ (ଆଇୱାଇଡି)…
Archives


