ଶିଶୁ ସ୍ବାସ୍ଥ୍ୟରେ ପୁଷ୍ଟିର ସହାୟତା
ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜାତୀୟ ପୁଷ୍ଟି ସପ୍ତାହ ପାଳିତ ହୋଇଥାଏ। ଚଳିତବର୍ଷର ସ୍ଲୋଗାନ ରହିଛି ‘ସାଧାରଣ ଶିଶୁ ଓ କ୍ରମବର୍ଦ୍ଧମାନ ଶିଶୁମାନଙ୍କର ଖାଦ୍ୟ ଅଭ୍ୟାସ ଉନ୍ନତତ୍ତର’। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସହ…
ଏଇ ଭାରତରେ
ହରିୟାଣାର ପଞ୍ଚକୁଲା ଆଣ୍ଟି ହ୍ୟୁମ୍ୟାନ୍ ଟ୍ରାଫିକିଂ ୟୁନିଟ୍ର ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର (ଏଏସ୍ଆଇ) ରାଜୀବ କୁମାର ୫ ବର୍ଷରେ ୫୦୦ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ରାଜୀବ ୨୦୧୫ରୁ ଏହି ଦାୟିତ୍ୱ ନିର୍ବାହ କରୁଛନ୍ତି। ଦାୟିତ୍ୱ ନେବା ପରେ…
ଏହା କ’ଣ ଜାତୀୟ ସୁରକ୍ଷା ନୀତି
ଆକାର ପଟେଲ ଭାରତର କୌଣସି ଜାତୀୟ ସୁରକ୍ଷା ନୀତି ନାହିଁ। ୨୦୧୪ରେ ଭାଜପାର ଇସ୍ତାହାରରେ ଉଲ୍ଲିଖିତ ‘ ଇଣ୍ଡିଆ ଫାଷ୍ଟ ’ ଏବଂ ୨୦୧୯ରେ ଇସ୍ତାହାରରେ ପ୍ରକାଶିତ ‘ନେଶନ ଫାଷ୍ଟ’ ସ୍ଲୋଗାନରୁ ଏହା କିଛି ବୁଝାଯାଇପାରେ। କିନ୍ତୁ ବାସ୍ତବରେ ଏହି ଶବ୍ଦଗୁଡିକର…
ମହାଭାରତ: ବିଜ୍ଞାନ ଓ ବାସ୍ତବତା
ଉପେନ୍ଦ୍ର ବିଶ୍ୱାଳ ପଶ୍ଚିମବଙ୍ଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହସ୍ପିଟାଲରେ ଦେଖିବାକୁ ମିଳେ ଏକ ଅଭାବନୀୟ ଦୃଶ୍ୟ, ଗତ ଜୁନ ମାସରେ। ନଅବର୍ଷ କାଳ ସୁଖଦ ବୈବାହିକ ଜୀବନ ନିର୍ବାହ କରି ଆସିଥିବା ୩୦ ବର୍ଷିଆ ମଧୁରକଣ୍ଠି ଜଣେ ସୁନ୍ଦରୀ ମହିଳା…
ପୈତୃକ ସମ୍ପତ୍ତି ଓ କନ୍ୟାଙ୍କ କୋହ
ଡ. ବାସନ୍ତୀ ମହାନ୍ତି କନ୍ୟାମାନଙ୍କର ପୈତୃକ ସମ୍ପତ୍ତିରେ ଅଧିକାର ସମ୍ପର୍କରେ ବହୁ ବିତର୍କ ପରେ ଏବେ ୨୦୨୦ ମସିହା ଅଗଷ୍ଟ ମାସରେ ମାନ୍ୟବର ସୁପ୍ରିମ୍କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା କନ୍ୟାସନ୍ତାନମାନଙ୍କର ଆମତ୍ବିଶ୍ୱାସ ଓ ଆମତ୍ ମର୍ଯ୍ୟାଦା ବୃଦ୍ଧି କରିଛି। ମାନ୍ୟବର…
ଏଇ ଭାରତରେ
ଯମରାଜାଙ୍କ କଥା ଶୁଣିଲେ ମନରେ ଛନକା ପଶିଯାଏ। କିନ୍ତୁ କଳିଯୁଗରେ ଏମିତି ଜଣେ ଯମରାଜା ଅଛନ୍ତି ଯାହାଙ୍କ ନାମ ଶୁଣିଲେ ଲୋକେ ଖୁସି ହେଉଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରାଖଣ୍ଡ ପିଥୋରାଗଡ ଜିଲା ଶିଲିଂ ଗାଁର ଦିଓ୍ବାନି ରାମ। ପିଲାଦିନେ…
କଡ଼ା ମେସେଜ
ସ୍ବଚ୍ଛତା ଏବଂ ଦୁର୍ନୀତି ମୁଳୋତ୍ପାଟନ ମୋଦି ସରକାରଙ୍କ ଏକ ବଡ ପ୍ରସଙ୍ଗ। ଏହାକୁ ଦବାଇ ଦେବା ଲାଗି ବାବୁମାନେ ଉଦ୍ୟମ କରୁଥିବା ସତ୍ତ୍ୱେ ଏହି ଲକ୍ଷ୍ୟ ହାସଲ କରିବାକୁ ସରକାର ଦୃଢ଼ତା ଜାରି ରଖିଛନ୍ତି। ଗତବର୍ଷ ଦୁର୍ନୀତି, ଯୌନ ନିର୍ଯାତନା ତଥା…
ବ୍ୟକ୍ତି ସମ୍ମାନ ବନାମ ବାକ୍ ସ୍ବାଧୀନତା
ଯୁଧିଷ୍ଠିର ମହାରଣା ଅଦାଲତ ଓ ବିଚାରପତିଙ୍କ ବିରୋଧରେ ଦୁଇଟି ଟୁଇଟ୍ କରି ଏକ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଏକ ଟଙ୍କା ପ୍ରତୀକ ଜରିମାନା ଦଣ୍ଡାଦେଶ କରିଛନ୍ତି। ଆସନ୍ତା ୧୫ ତାରିଖ…
ଗୁରୁ ହିଁ ଶ୍ରେଷ୍ଠ କଳାକାର
ଡ.ହିମାଂଶୁ ବାରିକ ଗୁରୁ ହିଁ ଶ୍ରେଷ୍ଠ କଳାକାର। ନବାକ୍ଷରୀ ଭାଗବତରେ କୁହାଯାଇଛି- ”ମୁହିଁ ବସଇ ଗୁରୁଦେହେ ମୋ ତହୁଁ ଗୁରୁ ଭିନ୍ନ ନୁହେଁ। ଗୁରୁ ଯେ ମଳୟ ପବନ କାଷ୍ଠକୁ କରନ୍ତି ଚନ୍ଦନ। ଗୁରୁ ସମାଜର ପଥ ପ୍ରଦର୍ଶକ। ସମାଜର ତମସାକୁ…
ଏଇ ଭାରତରେ
କାଠରେ ବିଭିନ୍ନ କଳାକୃତି ତିଆରି କରୁଥିବା ବ୍ୟକ୍ତି କାଠର ସାଇକେଲ ତିଆରି କରିବା କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ପଞ୍ଜାବ ଜିରାକପୁର ନିବାସୀ ଧନୀରାମ ଶଗୁ । ତାଙ୍କୁ ଏବେ ବସୟ ୪୦। ଘରେ ବର୍ଜ୍ୟ…
କେନ୍ଦ୍ର ଉତ୍ତରଦାୟୀ
୨୦୧୭ରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ବଡ଼ ଧୁମଧାମରେ ଲାଗୁ କରାଯାଇଥିଲା। କିନ୍ତୁ ତାହା ଏବେ ଅସଫଳ ହୋଇଛି। ସ୍ବାଧୀନ ଭାରତରେ ଟିକସ କ୍ଷେତ୍ରରେ ସଂସ୍କାର ଆଣିବାରେ ଏହା ସବୁଠୁ ବଡ ପଦକ୍ଷେପ। କିନ୍ତୁ ଏହା ତା ଲକ୍ଷ୍ୟ ହାସଲ କରିବାରେ…
ପ୍ରତିଶ୍ରୁତି ରକ୍ଷାକରୁ କେନ୍ଦ୍ର
ଡ. ସନ୍ତୋଷ କୁମାର ମହାପାତ୍ର ଗତ ଅଗଷ୍ଟ ୨୭ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବାକର(ଜିଏସ୍ଟି) ପରିଷଦର ୪୧ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ମୁଖ୍ୟ ଆଲୋଚନା ପ୍ରସଙ୍ଗ ଥିଲା ଜିଏସ୍ଟି ଆଦାୟ ବାବଦରେ…
Archives


