ସମ୍ପାଦକୀୟ

କପିଚାଷ ପ୍ରଶିକ୍ଷଣ

ଡ. ମନୋରଞ୍ଜନ ପ୍ରଧାନ ପରୀକ୍ଷାରେ କପି ବା ନକଲ କରିବା ଏକ ଦଣ୍ଡନୀୟ ଓ ନିନ୍ଦନୀୟ ଆଚରଣ। ଏହା ଏକ ପ୍ରକାର ସାମାଜିକ ଓ ଆଇନଗତ ଅପରାଧ। ଏହା ଦ୍ୱାରା ଶିକ୍ଷାର୍ଥୀ ସମାଜରେ ନିନ୍ଦିତ ହେବା ସହ ନିଜ ଉପରେ ଥିବା…

ଦାରିଦ୍ର୍ୟମୁକ୍ତ ବିଶ୍ୱର ପରିକଳ୍ପନା

ହିମାଂଶୁ ଶେଖର ଆଚାର୍ଯ୍ୟ ଦାରିଦ୍ର୍ୟ ମାନବର ଏକ ଦୁଃଖଦ ଅବସ୍ଥା। ଜୀବନ ଧାରଣ, ସ୍ବାସ୍ଥ୍ୟ ରକ୍ଷା ତଥା ଦକ୍ଷତା ବୃଦ୍ଧି ପରି ସର୍ବନିମ୍ନ ମାୈଳିକ ଆବଶ୍ୟକତା ପୂରଣର ଅକ୍ଷମତା ହିଁ ଦରିଦ୍ରତା। ପ୍ରକାରାନ୍ତରେ କହିଲେ ସ୍ଥାୟୀ ବା ଅସ୍ଥାୟୀ ଭାବେ ଯେତେବେଳେ…

ଏଇ ଭାରତରେ

ପରିବେଶ ସୁରକ୍ଷା ଲାଗି ଭିନ୍ନ ଭିନ୍ନ ପନ୍ଥା ଆପଣାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଚନ୍ଦ୍ର କିଶୋର ପଟେଲ ହେଉଛନ୍ତି ଅନ୍ୟତମ। ସେ ନାସିକ୍‌ର ଇନ୍ଦିରାନଗରରେ ରହନ୍ତି। ସେ ହିଁ ରିୟଲ ଲାଇଫ ହିରୋ। ପ୍ରଦୂଷଣ ରୋକିବା ପାଇଁ ସେ ଗୋଦାବରୀ ନଦୀକୁ ଜଗୁଛନ୍ତି।…

ପସନ୍ଦର ବାବୁଙ୍କୁ ନା

ଏନ. କେ. ଆର୍ଯ୍ୟ ରାଜସ୍ଥାନର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଏହି ପଦବୀ ଲାଗି ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରଥମ ପସନ୍ଦ ନୁହନ୍ତି। ଏପରିକି ଅବସରନେବାକୁ ଥିବା ମୁଖ୍ୟ ଶାସନ ସଚିବ ରାଜୀବ ସ୍ବରୂପଙ୍କ ଅନ୍ତିମ…

ଫିକା ପଡ଼ିଛି ସୁନା

ବିଶ୍ୱ ଅର୍ଥବ୍ୟବସ୍ଥାର ଇତିହାସରେ ସୁନା ସବୁବେଳେ ଆଶଙ୍କାର ଏକ ସମ୍ବେଦନଶୀଳ ମାପଦଣ୍ଡ ରହିଆସିଥିବା ଯେ କେହି ସ୍ପଷ୍ଟ ଭାବେ ଉପଲବ୍ଧି କରିଥିବେ। ଲୋକଙ୍କ ଆଶଙ୍କା ବା ଭୟ ଯେଉଁ ଅନୁପାତରେ ବଢ଼େ ସେହି ହାରରେ ସୁନାର ଦର ସବୁବେଳେ ବଢ଼ିଥାଏ। ଦେଢ…

କାରୁଣ୍ୟରେ ବୟୋଜ୍ୟେଷ୍ଠ

ଡ. ଅଜୟ କୁମାର ନନ୍ଦ ଜୀବନ ଯାତ୍ରାର ଅନ୍ତିମ ତଥା ଶେଷ ପର୍ଯ୍ୟାୟରେ ଯେ କେହି ଉପନୀତ ହେଲେ, ଆମେ ସେମାନଙ୍କୁ ବୟୋଜ୍ୟେଷ୍ଠ, ବୟବୃଦ୍ଧ,ବୟସ୍କ ଆଦି ଶବ୍ଦରେ ସମ୍ବୋଧନ କରୁ। ସେ ଆମର ପିତୃ ମାତୃ, ଅଜା ଆଈ, ଜେଜେବାପା, ଜେଜେ…

ଏଇ ଭାରତରେ

ସ୍ବଚ୍ଛ ଭାରତ ସ୍ଲୋଗାନ ପ୍ରତିଧ୍ୱନିତ ହୋଇଛି ରାଜସ୍ଥାନର ଜଣେ ୧୮ ବର୍ଷୀୟା ଝିଅ ଚେସ୍ତା ଗୁଲେଚ୍ଛାଙ୍କ ହୃଦୟରେ। ସେ ଗାଁରୁ ସବୁ ଅଳିଆ ସଫା କରିଦେଇଛନ୍ତି। ଏଥିପାଇଁ ତାଙ୍କୁ ୫୦ ଦିନ ଲାଗିଛି। ଚଳିତ ବର୍ଷ କଲେଜ ଶିକ୍ଷା ଡ୍ରପ୍‌ କରି…

ମଞ୍ଚ-ମାଇକ-ମାନପତ୍ରର ମୋହ

ଉପେନ୍ଦ୍ର ବିଶ୍ୱାଳ ପୂଜ୍ୟପୂଜା ପ୍ରତି ପ୍ରଗାଢ଼ ସମ୍ମାନବୋଧ ଥିବା ଭୁବନେଶ୍ୱରର ଜଣେ ସାହିତ୍ୟପ୍ରାଣ, ସଙ୍ଗଠକ ତଥା ପ୍ରକାଶକ ନିଜର ଭାବନାକୁ ଦିନେ ପ୍ରକାଶ କରି କହିଲେ, ”କୌଣସି କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ପାଇଥିବା ବ୍ୟକ୍ତିଙ୍କୁ ପରବର୍ତ୍ତୀ ସମୟରେ ସେହି କ୍ଷେତ୍ରରେ ଛୋଟ…

ଶୁଦ୍ଧ ଶାକାହାର ଓ ସ୍ବାସ୍ଥ୍ୟ

ମାନେକା ଗାନ୍ଧୀ ପ୍ରତିଦିନ ହଜାର ହଜାର ଲୋକ ଶୁଦ୍ଧ ଶାକାହାରୀ ହେଉଥିବା ଯୋଗୁ ମାଂସାହାରୀମାନେ ପଛରେ ପଡିଯାଇଛନ୍ତି। ସେମାନେ ପୁଣି ତାଙ୍କ ସ୍ଥାନକୁ ଫେରିଆସିବା ଲାଗି କଠିନ ପ୍ରୟାସ କରୁଛନ୍ତି। ମାଂସକୁ ଏବେ ଆଉ ମାଂସ ନ କହି ପ୍ରୋଟିନ କହୁଛନ୍ତି।…

ବନ୍ୟପ୍ରାଣୀ ସୁରକ୍ଷାର ଅଭିନବ ଉପାୟ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ ବନ୍ୟପ୍ରାଣୀଙ୍କୁ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟିରୁ ରକ୍ଷା କରିବା ସକାଶେ ଏବେ ବୈଜ୍ଞାନିକମାନେ ଏକ ଅଭିନବ ଉପାୟ ଚିନ୍ତା କରିଛନ୍ତି। ଏହାଦ୍ୱାରା ଆଉ ଶିକାରୀମାନେ ବିରଳ ବନ୍ୟପ୍ରାଣୀଙ୍କୁ ହତ୍ୟା କରିବେ ନାହିଁ କି ସେମାନଙ୍କ ବଂଶ ଲୋପ ପାଇବ ନାହିଁ…

ଭିନ୍ନ ଏକ କରୋନା ଯୋଦ୍ଧା

ପ୍ର. ରମେଶ ଚନ୍ଦ୍ର ପରିଡ଼ା କୋଭିଡ୍‌-୧୯ ମହାମାରୀ ଏବେ ବି ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। ଅଦ୍ୟାବଧି ଏହାର ପ୍ରତିଷେଧକ ଟିକା କିମ୍ବା ବିଧିବଦ୍ଧ ଔଷଧଟିଏ ହସ୍ତଗତ ହୋଇପାରିନାହିଁ। ତଥାପି ସାଧାରଣ ମଣିଷକୁ ସାବଧାନତା ଅବଲମ୍ବନ ତଥା ଚିକିତ୍ସା…

ଏଇ ଭାରତରେ

ରାଜସ୍ଥାନର ମରୁଅଞ୍ଚଳରେ ଡାଳିମ୍ବ ଚାଷ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ସତ। ରଘୁବୀର ସିଂ ରାଥୋଡଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ସେ ମହାରାଷ୍ଟ୍ରରୁ ଚାରା ଆଣି ଲଗାଇଛନ୍ତି ୨୦୨୦ ମାର୍ଚ୍ଚରେ ପ୍ରଥମ ଉପତ୍ାଦନ କରିଛନ୍ତି। ରାଜସ୍ଥାନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri