ସମ୍ପାଦକୀୟ

ଏଇ ଭାରତରେ

କରୋନା ସଂକ୍ରମଣ ସମୟରେ ଗରିବ ଓ ଗୃହହୀନମାନଙ୍କ ଖାଦ୍ୟାଭାବକୁ ହୃଦୟଙ୍ଗମ କରିଛନ୍ତି ମଧ୍ୟପ୍ରଦେଶର ମହିଳା ଚାଷୀ କ୍ରିଷ୍ଣା ମାଓ୍ବାସୀ। ସେ ଚାଷରୁ ଯାହା ଉପତ୍ାଦନ କରୁଛନ୍ତି ସେସବୁକୁ ଗରିବଙ୍କୁ ବାଣ୍ଟି ଦେଉଛନ୍ତି। ମାଓ୍ବାସୀ ଜନଜାତିର ଏହି ମହିଳା ରହନ୍ତି ସତ୍‌ନା ଜିଲା…

ଅର୍ଥନୀତି ବଞ୍ଚାଅ

ଭାରତରେ କୋଭିଡ୍‌-୧୯ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଏହି ଭୂତାଣୁକୁ ପ୍ରତିହତ କରିବା ଲାଗି ଟିକା ପ୍ରସ୍ତୁତି ଚାଲିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର କୁହାଯାଉଛି। ହେଲେ ଏହା କେବେ ବଜାର ଦେଖିବ ତାହା କହିବା କଷ୍ଟକର। କେବଳ…

ଆଲ୍‌ବର୍ଟଙ୍କଠାରୁ ଓଲୀଙ୍କ ରାମରାଜ୍ୟ ଯାଏ

ସାରଦା ପ୍ରସାଦ କର ହରିୟାଣାର ଜିନ୍ଦ୍‌ ଅନ୍ତର୍ଗତ ଗୁଲକାନୀ ଗାଁରେ ଗତ ଛଅ ତାରିଖରେ ୧୩ ବର୍ଷୀୟ ମୁସଲମାନ ଝିଅଟିର ମୃତ୍ୟୁ ପରେ କବରଖାନା ଜଳମଗ୍ନ ଥିବାରୁ ପରିବାରର ଚିନ୍ତା ବଢ଼ିଗଲା। ଆଗେଇ ଆସିଲେ ପଡ଼ୋଶୀ ହିନ୍ଦୁ ପରିବାର। କବରଖାନା ପାଇଁ…

ଅପହଞ୍ଚ ସାକ୍ଷରତା

ହିମାଂଶୁ ଶେଖର ଆଚାର୍ଯ୍ୟ କ୍ଷରତା ବିକାଶର ଚାବିକାଠି। ସେଥିପାଇଁ କୁହାଯାଏ– ଯେଉଁ ଦେଶ ଯେତେ ଶିକ୍ଷିତ, ସେହି ଦେଶ ସେତେ ଉନ୍ନତ। ଯେତେ ଯାହା ଯୋଜନା କଲେ ବି ନିରକ୍ଷରତା ଦୂର ନ ହେଲେ କୌଣସି ଦେଶର ଉନ୍ନତି ଆଶାନୁରୂପ ହୋଇପାରିବନାହିଁ…

ଏଇ ଭାରତରେ

ଜୀବନର ନିଶା କାହାର କେମିତି ଥାଇପାରେ, କିନ୍ତୁ ୮୪ ବର୍ଷୀୟ କାମେଗୌଡାଙ୍କ ନିଶା ସମ୍ପୂର୍ଣ୍ଣ ଭିନ୍ନ। ସେ ପୋଖରୀ ଖୋଳିବାରେ ଆନନ୍ଦ ପାଆନ୍ତି। କାମେଗୌଡାଙ୍କ ଘର କର୍ନାଟକ ମନ୍ଦ୍ୟା ଜିଲା ଦାସନାଡୋଡି ଗାଁରେ। କୁଣ୍ଡିନିବେଟା ପାହାଡ଼ ପାଦଦେଶରେ ରହିଥିବା ଏହି ଗାଁ…

ପୂର୍ବତନ ବିଶ୍ୱ ସ୍କେଟିଂ ଚାମ୍ପିୟନଙ୍କ ଅକାଳ ମୃତ୍ୟୁ

ସିଡ୍‌ନୀ, ୧୯ା୭ (ଏପି)- ପୂର୍ବତନ ବିଶ୍ୱ ଜୁନିୟର ପେୟାର ଫିଗର ସ୍କେଟିଂ ଚାମ୍ପିୟନ ଇକାଟରିନା ଆଲେଜାଣ୍ଡ୍ରୋଭସ୍କାୟାଙ୍କର ମସ୍କୋର ମୃତ୍ୟୁ ଘଟିଛି। ଅଷ୍ଟ୍ରେଲିଆ ଅଲିମ୍ପିକ କମିଟି ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ତାଙ୍କ ମୃତ୍ୟୁର କାରଣ ଦର୍ଶାଯାଇ ନାହିଁ। ୨୦ବର୍ଷୀୟା ଆଲେଜାଣ୍ଡ୍ରୋଭସ୍କାୟାଙ୍କ ଜନ୍ମ…

ଦୁଇମିନିଟିଆ ଉପସ୍ଥାପନା

ଆକାର ପଟେଲ ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ଚଳିତ ସପ୍ତାହରେ ରିପୋର୍ଟ କରିଛି ଯେ, ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ୫୦ ଜଣ ଅଧିକାରୀଙ୍କଠାରୁ ଇନପୁଟ୍‌ (ମତାମତ) ନେଇଛନ୍ତି। ଉକ୍ତ ବୈଠକରେ ଅର୍ଥ ଓ ବାଣିଜ୍ୟ ମନ୍ତ୍ରଣାଳୟର…

ଧନଶାଳୀ ଟେକ୍‌ନୋକ୍ରାଟ୍‌

ଭାରତୀୟ ବହୁରାଷ୍ଟ୍ରୀୟ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କମ୍ପାନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜି ଲିମିଟେଡ୍‌ର ମୁଖ୍ୟାଳୟ ଉତ୍ତରପ୍ରଦେଶର ନୋଏଡାରେ ରହିଛି। ଏଚ୍‌ସିଏଲ୍‌ ଏଣ୍ଟରପ୍ରାଇଜ୍‌ର ଏହା ସହାୟକ କମ୍ପାନୀ। ସଫ୍ଟଓ୍ବେର ସର୍ଭିସ ବ୍ୟବସାୟକୁ ଏଚ୍‌ସିଏଲ୍‌ ପ୍ରବେଶ କରିବା ପରେ ଏଚ୍‌ସିଏଲ୍‌ ଟେକ୍ନୋଲୋଜି ଲିମିଟେଡ୍‌ ୧୯୯୧ରେ ସ୍ବାଧୀନ…

ନଦୀର ନାମ ନର୍ଦ୍ଦମା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ବିଶ୍ୱ ମହାମାରୀ କରୋନାକୁ ପ୍ରତିହତ କରିବାକୁ ଦିଆଯାଇଥିବା ସାମାଜିକ ଦୂରତ୍ୱର ଆହ୍ବାନ ମଧ୍ୟରେ ଏଇ ଚାରିମାସ ହେଲା ବେଶ୍‌ ବଢ଼ିଯାଇଛି ବନ୍ଧୁ, ସମ୍ପର୍କୀୟ ବା ଜ୍ଞାତି ପରିଜନଙ୍କ ମଧ୍ୟରେ ପାର୍ଥିବ ଦୂରତା। ପ୍ରାତଃଚାଲି ସମୟର…

ଏଇ ଭାରତରେ

ପରିଣତ ବୟସରେ ଜଣେ ଦିବ୍ୟାଙ୍ଗ ପରିବେଶକୁ କେତେ ଭଲ ପାଆନ୍ତି ତାହା ତାଙ୍କ କଥା ନୁହେଁ, କାର୍ଯ୍ୟରୁ ହିଁ ଜଣାପଡ଼େ, ଯାହା କରୁଛନ୍ତି କେରଳର ଏନ୍‌.ଏସ୍‌. ରାଜାପ୍ପାନ। କୋଟ୍ଟାୟାମର ମନିଆନିକ୍କରୀ ନିବାସୀ ରାଜାପ୍ପାନଙ୍କୁ ବର୍ତ୍ତମାନ ବୟସ ୬୯। ୫ ବର୍ଷ ହେବ…

ଏଇ ଭାରତରେ

କର୍ତ୍ତବ୍ୟ ହିଁ ଭଗବାନ, ଏହା ଉପଲବ୍ଧି କରିଛନ୍ତି ତାମିଲନାଡୁର ପୋଷ୍ଟମ୍ୟାନ ଡି. ଶିବନ୍‌। ଦୀର୍ଘ ୩୫ ବର୍ଷ ହେବ କାର୍ଯ୍ୟ କରିବା ପରେ ନିକଟରେ ଅବସର ନେଇଛନ୍ତି। ତାଙ୍କୁ ଏବେ ବୟସ ୬୫। ପ୍ରତିଦିନ ପାହାଡ଼ିଆ ରାସ୍ତାରେ ଜଙ୍ଗଲ ମଧ୍ୟରେ ନଦୀ,…

ଚାପରେ ଶିକ୍ଷା ଓ ଶୈଶବ

ଦ୍ୱିତୀ ଚନ୍ଦ୍ର ସାହୁ ‘ଦାଦା! ଯାହା ସବୁ ପଢିଥିଲି, ସେ ସବୁ ଏବେ କାଟିଦେଲେ। ପ୍ରାୟ ସବୁ ୟୁନିଟ୍‌ର ପାଠ କଟିଗଲା। ମୁଣ୍ଡ ଟେନ୍‌ସନ ହୋଇଗଲା ଦାଦା!’ ନିକଟରେ ୩୦ ପ୍ରତିଶତ ପାଠ୍ୟକ୍ରମ କଟିବା ପରେ ପରିବର୍ତ୍ତିତ ପାଠ୍ୟସୂଚୀ ଦେଖି ଦ୍ୱାଦଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri