ତୈଳର ବିକଳ୍ପ ସବୁଜ ଶକ୍ତି
ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ଏବେ ତୈଳ ଦର ବଢ଼ିବଢ଼ି ଚାଲିଛି। ତୈଳ ବ୍ୟବହାର ଯୋଗୁ ବାୟୁ ପ୍ରଦୂଷିତ ହୋଇ ଆମ ହାରାହାରି ଆୟୁଷ ହ୍ରାସ ପାଉଛି ଓ ଦିଲ୍ଲୀରେ ୯.୪ ବର୍ଷ ହ୍ରାସ ପାଇଲାଣି। ଆଗକୁ ତୈଳ ବିକଳ୍ପ ସ୍ବଚ୍ଛ…
ଦାୟୀ ହେବ କିଏ
ଇଞ୍ଜିନିୟରିଂ ଓ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଯଥା-ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଏବଂ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍ଇଇଟି) ସେପ୍ଟେମ୍ବରରେ କରିବା ଲାଗି ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପ୍ରସ୍ତୁତି ଆରମ୍ଭ କରିଥିବା ବିଷୟ ନିକଟରେ ଘୋଷଣା କରିଥିଲା।…
ମୁଣ୍ଡକୁ ଉଠିବ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ଅଗଷ୍ଟରେ ନୂଆ ଟିକସ ସଂସ୍କାର ‘ଫେସ୍ଲେସ୍ ଟାକ୍ସ ଆସେସ୍ମେଣ୍ଟ ଆଣ୍ଡ୍ ଅପିଲ୍’କୁ ଶୁଭାରମ୍ଭ କରିଥିଲେ। ସେତିକିବେଳେ ସେ କହିଥିଲେ ଯେ, ଦେଶର ମାତ୍ର ୧.୫ କୋଟି ଲୋକ ପ୍ରକୃତପକ୍ଷେ ଆୟକର ଦେଉଛନ୍ତି। କିନ୍ତୁ ଖାତାରେ କରଦାତାଙ୍କ…
ସୁଖର ସନ୍ଧାନ କେଉଁଠି
ମୀରା ବେଉରା ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ଜୀବ। ବିକାଶର ପ୍ରକ୍ରିୟାରେ ପ୍ରାୟ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ମାଙ୍କଡ଼ରୁ ଆସି ଆଜି ମଣିଷରେ ପରିଣତ ହୋଇଛି। ପ୍ରାଗ୍ ଐତିହାସିକ ଯୁଗରୁ ଆସି ଅତ୍ୟାଧୁନିକ ଯନ୍ତ୍ରଯୁଗରେ ପଦାର୍ପଣ କରିଛି। ସବୁ କିଛି…
ଏଇ ଭାରତରେ
ଦେଶରେ ବିଭାଜନକାରୀ ଶକ୍ତି ତଥା ମାନବିକତାର ଶତ୍ରୁମାନଙ୍କ ପାଇଁ ହାଜି ଦିଲାବର ହୁସେନ୍ଙ୍କ ସାମାଜିକ ଏକତାର ଏକ ବଡ ଉଦାହରଣ। ସେ ପଞ୍ଜାବର ବାବା ଫରିଦଙ୍କ ନଗରୀ ଫରିଦକୋର୍ଟରେ ଅଚିହ୍ନା ଶବ ସଂସ୍କାର କରୁଛନ୍ତି । ମୃତବ୍ୟକ୍ତି ଯଦି ହିନ୍ଦୁ କିମ୍ବା…
ଜୀବନ ଓ ଜୀବିକା କିଏ ଆଗ
ସହଦେବ ସାହୁ ଜୀବିକା ଆଗ ନା ଜୀବନ ଆଗ- ଏମିତି ପ୍ରଶ୍ନ କରିବା ବେଳେ ମହାମାରୀ ସମୟର ଅର୍ଥନୀତି (ପାଣ୍ଡେମିକ ଇକନମିକ୍ସ) ବୁଝିବାର ଠିକ୍ ମାର୍ଗରେ ଚାଲିବା ଦରକାର। ଏ ଦ୍ୱନ୍ଦ୍ୱ କିପରି ଆସୁଛି ଦେଖନ୍ତୁ। ବଞ୍ଚତ୍ଲେ ତ ରୋଜଗାର କଥା…
ଆଖିକୁ ଦିଶୁନାହାନ୍ତି
ଭାରତ ୨୦୧୪ରେ ଏକ ନୂଆ ରାଜନୈତିକ ସମୀକରଣ ଦେଖିଥିଲା। ସେହିବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ଏକାକୀ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା। ସେତେବେଳେ ମୋଦି କେବଳ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ସେହି ରାଜ୍ୟରେ ସୀମିତ ଥିଲେ। ଦେଶବ୍ୟାପୀ…
ସବୁଜ ବିପ୍ଳବର ଧୂସର ଦିଗ
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ବିଶିଷ୍ଟ ଅର୍ଥନୀତିଜ୍ଞ ରେଭେରେଣ୍ଡ୍ ଥୋମାସ ରବର୍ଟ ମାଲ୍ଥସ୍ ଊନବିଂଶ ଶତାବ୍ଦୀର ଶେଷଭାଗକୁ ଭବିଷ୍ୟବାଣୀ ଶୁଣାଇଥିଲେ ଯେ, ବିଶ୍ୱରେ ଘଟୁଥିବା ଜନସଂଖ୍ୟା ବିସ୍ଫୋରଣ ପରିମାଣ ଭବିଷ୍ୟତରେ ଅତ୍ୟନ୍ତ ଭୟାବହ ହେବ। କାରଣ, ପୃଥିବୀ ପାଇଁ ତାହା ସହନୀୟ…
ମନ ତୋହର ନିଜ ଗୁରୁ…
ଦ୍ୱିତୀ ଚନ୍ଦ୍ର ସାହୁ ତରେ ସାନ ବାଡ଼ି ଧରି ମାଆ ସହ ଯାଉଛି ଡଙ୍ଗରକୁ ପଞ୍ଚମ ପଢୁଥିବା ଆମେଲି କାଡ୍ରାକା। ସବୁ ଛୁଟି ପରି ଚଳିତ ଛୁଟିରେ ପିଲାଙ୍କ ଗାଁକୁ ଘେରାଏ ବୁଲି ଆସିବାକୁ ଗଲାବେଳେ ଗୋଟିଏ ଗାଁର ମୁଣ୍ଡରେ ଦେଖିଲି…
ଏଇ ଭାରତରେ
ଯୁଗ ବଦଳିବା ସହ ମହିଳାମାନଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ବଦଳୁଛି। ସେମାନେ ପୁରୁଷକୈନ୍ଦ୍ରିକ ବିପଜ୍ଜନକ କ୍ଷେତ୍ରରେ କାର୍ଯ୍ୟ କରି ପ୍ରମାଣ କରିଛନ୍ତି ‘ଆମେ କାହାଠାରୁ କମ୍ ନୋହୁଁ’। ଏମିତି ଜଣେ ମହିଳା ହେଉଛନ୍ତି ଆସାମର ପାର୍ବତୀ ବାରୁକ। ମାହୁନ୍ତ ହୋଇ ବହୁ ଭୟଙ୍କର…
ଉତ୍ତର ମିଳିଯିବ
ଆକାର ପଟେଲ ଜଣେ କଳାକାରଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୫ଟି ଟିମ୍ ନିଯୁକ୍ତ କରିଛି। ମୁଁ ଜାଣିନାହିଁ ସିବିଆଇ କାହିଁକି ଏହା ଉପରେ ତଦନ୍ତ କରୁଛି, ମୁଁ ବି ବୁଝିପାରୁ ନାହିଁ କାହିଁକି ଏହି…
ନୂଆ ନିର୍ବାଚନ କମିଶନର
ଜାତୀୟ ଓ ରାଜ୍ୟ ସ୍ତରରେ ହେଉଥିବା ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିବା ଦାୟିତ୍ୱ ଭାରତର ନିର୍ବାଚନ କମିଶନ (ଇସିଆଇ) ଉପରେ ନ୍ୟସ୍ତ କରାଯାଇଛି। ଏକ ସ୍ବୟଂଶାସିତ ସାମ୍ବିଧାନିକ କର୍ତ୍ତୃପକ୍ଷ ଭାବେ ଇସିଆଇ ଲୋକ ସଭା, ରାଜ୍ୟ ସଭା, ରାଜ୍ୟ ବିଧାନସଭା, ରାଜ୍ୟ…
Archives


