ବୃଦ୍ଧାବସ୍ଥା ଓ ସାର୍ବଜନୀନ ପେନ୍ସନ
ଇଂ. ଶକ୍ତି ପ୍ରସାଦ ଦାସ ଭାରତରେ ବୟସ୍କଙ୍କ ପାଇଁ ନିଆଯାଉଥିବା କାର୍ଯ୍ୟକ୍ରମଗୁଡ଼ିକ ପ୍ରାୟତଃ ସ୍ବଳ୍ପ। ଏହି ପୃଷ୍ଠଭୂମିରେ ସେମାନଙ୍କ ଲାଗି ସାମାଜିକ ସୁରକ୍ଷାର ଗୁରୁତ୍ୱ ରହିଛିି। ବୟସ୍କଙ୍କ ପାଇଁ ଆୟ-ସୁରକ୍ଷା ସାଧାରଣ ପେନ୍ସନ ବ୍ୟବସ୍ଥାର ମୂଳଦୁଆ ଉପରେ ନିର୍ମାଣ କରାଯିବା ଆବଶ୍ୟକ…
ଖାପ୍ ପଞ୍ଚାୟତ ଓ ପୋଲିସ ସଂସ୍କାର
ଯୁଧିଷ୍ଠିର ମହାରଣା ଜାତି , ଗୋଷ୍ଠୀ ବା ପରିବାରର ମାନସମ୍ମାନ ରକ୍ଷା ନଁାରେ ଅନେକ ଅପରାଧ ସଂଘଟିତ ହୋଇଥାଏ। ଏଥିପାଇଁ ଭାରତୀୟ ସମାଜରେ ପ୍ରଚଳିତ ଘୃଣ୍ୟ ଜାତିପ୍ରଥା ହୁଏତ ଅନେକାଂଶରେ ଦାୟୀ, କିନ୍ତୁ ଏହା ବାଦ୍ ଆହୁରି କେତେକ କାରଣ…
ଏଇ ଭାରତରେ
ଯେଉଁ ଦେଶ କୃଷି ଆଧାରିତ ଅର୍ଥବ୍ୟବସ୍ଥାରୁ ଆରମ୍ଭ କରି ଆର୍ଥିକ ମହାଶକ୍ତି ହେବା ଯାଏ ଏକ ଅଭିଯାନ ଚଳାଇଛି; ସେଠାରେ ସ୍ବଦେଶୀ, ସ୍ବରାଜ ଓ ଆମତ୍ନିର୍ଭରତାର ମହାମନ୍ତ୍ର ସେତେ ଗଭୀରତାକୁ ଯିବାରେ ଲାଗିଛି। ଏହା ଆଜି ବି ପ୍ରାସଙ୍ଗିକ ମନେହେଉଛି ଓ…
କେବଳ ଧ୍ୱନି, କମାଣ ନାହିଁ
ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦକୁ ବଢ଼ାଇବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ୧୦୧ଟି ଉପକରଣ ଆମଦାନୀ ଉପରେ ଖୁବ୍ ଶୀଘ୍ର ପ୍ରତିବନ୍ଧକ ଲଗାଯିବ ବୋଲି ଘୋଷଣା କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନେକ ଟୁଇଟ୍ କରି କହିଛନ୍ତି ଯେ, ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ…
ଖିଆଲୀ ହିଂସା ପୃଥିବୀକୁ ଦୋହଲାଇଦେବ
ସହଦେବ ସାହୁ ବାୟୋ, ନାନୋ, ସାଇବର୍ ଭଳି ଟେକ୍ନୋଲଜି ଯେଭଳି ବିକଶିତ ହେଉଛି ଏବଂ ସାଧାରଣ ଶିକ୍ଷାପ୍ରାପ୍ତ ଲୋକକୁ ଇଚ୍ଛାମୁତାବକ କାମ କରିବାକୁ ସମର୍ଥ କରୁଛି, ତାହା ଅପରାଧୀମାନଙ୍କୁ ବି ମନଇଚ୍ଛା ଅପରାଧ କରିବାକୁ ସକ୍ଷମ କରୁଛି, ସେମାନେ ଯାହାକୁ ଚାହିଁବେ…
ଶ୍ରମିକମାରଣ ଆଇନ ଓ କୋଭିଡ୍-୧୯
ସୁକାନ୍ତ କୁମାର ପଟେଲ କୋଭିଡ୍-୧୯ ମହାମାରୀ ସମଗ୍ର ବିଶ୍ୱରେ କେବଳ ମାନବ ଜୀବନ ପ୍ରତି ବିପତ୍ତି ସୃଷ୍ଟି କରିନାହିଁ ବରଂ ସାମାଜିକ ଓ ଅର୍ଥନୈତିକ ବିପତ୍ତି ସୃଷ୍ଟି କରିଛି, ଯାହା ସମସ୍ତଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି ।…
ଏଇ ଭାରତରେ
ସରକାରୀ ହେଉ କି ବେସରକାରୀ, ସବୁଠି ବିଭିନ୍ନ ପ୍ରକାର ଅଭିଯାନ ଆରମ୍ଭ କରାଯାଉଛି। କିନ୍ତୁ ‘ରାସ୍ତା ଖୋଲା’ ଅଭିଯାନ ନାଁ କେବେ ଶୁଣିଛନ୍ତି କି। ଏଭଳି ଅଭିଯାନ ଆରମ୍ଭ ହୋଇଛି ରାଜସ୍ଥାନର ନାଗୌର ଜିଲାରେ। ନାଗୌର ଜିଲାପାଳ କୁମାର ସୋନି ଏହା…
ମହାଭାରତ ନୁହେଁ, ଧୈର୍ଯ୍ୟର ସଂଗ୍ରାମ
ଆକାର ପଟେଲ କୋଭିଡ୍ ବିରୋଧରେ ମହାଭାରତ ହାର୍ ମାନିଛି। ଚଳିତ ସପ୍ତାହରେ ଭାରତରେ ପ୍ରାୟ ୩ ଲକ୍ଷ କେସ୍ ( ସଂକ୍ରମିତ ) ପଞ୍ଜୀକୃତ ହୋଇଛି। ଏହା ଆମେରିକା ସମେତ ଅନ୍ୟ ଯେ କୌଣସି ଦେଶଠାରୁ ଅଧିକ। ଭାରତରେ ପ୍ରତିଦିନ ୬୦,୦୦୦ରୁ…
ୟୁପିଏସ୍ସି ମୁଖ୍ୟ
ଭାରତର ସର୍ବୋଚ୍ଚ ବେସାମରିକ ଚାକିରି ପାଇଁ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ହେଉଛି କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍ସି)। ଦେଶର ଅମଲାତନ୍ତ୍ରୀ ଓ କୂଟନୀତିଜ୍ଞଙ୍କୁ ବାଛିବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରୁଥିବାରୁ ଏହାର ମୁଖ୍ୟ ବା ଅଧ୍ୟକ୍ଷଙ୍କ ବ୍ୟକ୍ତିତ୍ୱ…
ଜାତୀୟ ଶିକ୍ଷାନୀତି ୨୦୨୦ ଓ ଆମ ଶିକ୍ଷା ଖସଡ଼ା
ଗୋପାଳ ଚନ୍ଦ୍ର ନାଥ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି, କେନ୍ଦ୍ର ସରକାର କ୍ଷମତାକୁ ଆସିଲା ଦିନଠାରୁ ଗୋଟିଏ ପରେ ଗୋଟିଏ ବିଭାଗରେ ଆମୂଳଚୂଳ ପରିବର୍ତ୍ତନ କରି ଆସୁଥିଲେ ମଧ୍ୟ ଗତ ପାଞ୍ଚ ବର୍ଷ ସରକାର ସମୟରେ ଶିକ୍ଷା ପଦ୍ଧତି ଉପରେ ଆଦୌ…
ଏଇ ଭାରତରେ
ବର୍ଜ୍ୟ ବସ୍ତୁର ପୁନଃ ଉପଯୋଗ କରି ପରିବେଶ ରକ୍ଷା କରିବା ସହ କୃଷକମାନଙ୍କୁ ଲାଭ ଦେଉଛନ୍ତି ଆସାମର ସୁମନ ତରଣ। ସେ ଗହମ ନଡ଼ାରୁ ପ୍ରସ୍ତୁତ କରୁଛନ୍ତି ଷ୍ଟ୍ର। ପ୍ଲାଷ୍ଟିକ ଷ୍ଟ୍ର ମାଟିରେ ମିଶିବା ଲାଗି ୨୦୦ ବର୍ଷ ଲାଗୁଥିବାବେଳେ ଏହିି…
ପୋଲିସବାବୁ ମୁହାଁମୁହିଁ
ସଂଘୀୟ ବ୍ୟବସ୍ଥାରେ ଏହା ଏକ ଭୟାନକ ପରିଣାମ ଆଣିବ ବୋଲି ଆମେ ମନେକରୁଛୁ । ବଲିଉଡ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ଦୁଃଖଦ ମୃତ୍ୟୁ ଏବେ ନିନ୍ଦନୀୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାରେ ପରିଣତ ହୋଇଛି। ସୁଶାନ୍ତଙ୍କ ଆମତ୍ହତ୍ୟାର ତଦନ୍ତକୁ ଭିତ୍ତିକରି ବିହାର ପୋଲିସ…
Archives


