ସମ୍ପାଦକୀୟ

ଅଭିଭାବକ

ଡ. ସୁବାସ ଚନ୍ଦ୍ର ପାତ୍ର   ସଂଖ୍ୟା ଦୃଷ୍ଟିରୁ ଆଜି ଅଭିଭାବକ ଏକବଚନ ବା ଦ୍ୱିବଚନରେ। ଅର୍ଥାତ୍‌ ଝିଅପୁଅର ମା’ ଓ ବାପା। ଅବଶ୍ୟ ଏକ ସମୟରେ ମା’ବାପା ଏକମାତ୍ର ଅଭିଭାବକ ନ ଥିଲେ । ଏକ ଯୌଥ ପରିବାରର ସମସ୍ତ…

ପାଳଦଉଡ଼ି ଏବେ ନାଗସାପ

ଡ. ନିଖିଳାନନ୍ଦ ପାଣିଗ୍ରାହୀ   ନିମହାନ୍‌ସ (ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ୍‌ ନ୍ୟୁରୋ ସାଇନ୍‌ସେସ୍‌) ତରଫରୁ ମାଗଦର୍ଶକ- ଦଲିଲର (ଗାଇଡେନ୍ସ ଡକ୍ୟୁମେଣ୍ଟ)ର ଏକ ଅଧ୍ୟାୟରେ ‘ଓ୍ବରିଡ ଓ୍ବେଲ’କୁ ଆଧାର କରି ବିଭିନ୍ନ ଦୃଷ୍ଟାନ୍ତ ବର୍ଣ୍ଣନା କରାଯାଇଛି । ଏହାର…

ଏଇ ଭାରତରେ

ବାୟୁ ପ୍ରଦୂଷଣ ରୋକିବା ଲାଗି ସୁପ୍ରିମକୋର୍ଟ ନଡ଼ାପୋଡ଼ା ଉପରେ କଟକଣା ଲଗାଇଥିଲେ ବି ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ଚାଷୀମାନେ ଏଥିରୁ କ୍ଷାନ୍ତ ହେଉନାହାନ୍ତି। କିନ୍ତୁ ଏଭଳି ପ୍ରଦୂଷଣ ଦୂର କରିବା ଲାଗି ଦିଲ୍ଲୀର ଦୁଇ ବନ୍ଧୁ ଆୟୁଷୀ ଅଗ୍ରଓ୍ବାଲା ଓ…

ଭୟର ପାଣ୍ଠି

ଭାରତରେ କୋଭିଡ୍‌-୧୯ ବ୍ୟାପିବା ପରେ ୨୮ ମାର୍ଚ୍ଚ ୨୦୨୦ରେ ପ୍ରାଇମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ୍‌ ରିଲିଫ୍‌ ଇନ୍‌ ଏମର୍ଜେନ୍ସି ସିଚ୍ୟୁଏସନ୍ସ ବା ପିଏମ୍‌ କେୟାର୍ସ ଫଣ୍ଡ୍‌ ଗଠନ କରାଯାଇଥିଲା। କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଓ ଆକ୍ରାନ୍ତଙ୍କୁ ସହାୟତା ଯୋଗାଇ ଦେବା…

ବୈଜ୍ଞାନିକଙ୍କୁ ଅଧୁରା ନ୍ୟାୟ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ଯେଉଁମାନଙ୍କ ନିଃସ୍ବାର୍ଥପର ସାଧନାର ଭିତ୍ତିଭୂମି ଉପରେ ବିକଶିତ ହୋଇ ମାନବ ସଭ୍ୟତା ବର୍ତ୍ତମାନର ଉତ୍କର୍ଷ ସ୍ତରରେ ଉପନୀତ ହୋଇପାରିଛି ସେମାନେ ହେଲେ ବୈଜ୍ଞାନିକ। ତାଙ୍କ ନୂତନ ନୂତନ ଚିନ୍ତାଧାରା ଏବଂ ତାହାକୁ ବାସ୍ତବ ରୂପ…

କର୍ପୋରେଟୀକରଣ କୃଷି ସଙ୍କଟର ସମାଧାନ ନୁହେଁ

ଭାଲଚନ୍ଦ୍ର ଷଡ଼ଙ୍ଗୀ   କରୋନା ମହାମାରୀ ଓ ଲକ୍‌ଡାଉନ୍‌ର ଦୋହରା ମାଡ଼ର ଶିକାର କୃଷକ ଶ୍ରେଣୀ ଭୟଙ୍କର ଦୁର୍ଦ୍ଦଶା ଭିତରେ ଥିବାବେଳେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ବିିଲ୍‌ ‘ବେଡ଼ି ଉପରେ କୋରଡ଼ା ମାଡ଼’ ପରି ହୋଇଛି। ଗତ ଛଅ ବର୍ଷର…

ଏଇ ଭାରତରେ

ଛାତ୍ର ଜୀବନରେ ଭଲ ହକି ଖେଳୁଥିଲେ ବେନେଡିକ୍ଟ କୁଜୁର । ହକି ଥିଲା ତାଙ୍କ ନିଶା। ଦେଶ ପାଇଁ ଖେଳିବାକୁ ଆଶା ବାନ୍ଧିଥିଲେ, କିନ୍ତୁ ତାଙ୍କ ଆଶା ଆଶାରେ ହିଁ ରହିଗଲା। ହେଲେ ଅନ୍ତର୍ଜାତୀୟ ସ୍ତରର ହକି ଖେଳାଳି ସୃଷ୍ଟିି କରିବାରେ…

ସଂସ୍କୃତ ସଂସ୍କୃତି

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ସରକାରୀ ବିଜ୍ଞପ୍ତି ସଂସ୍କୃତ ଭାଷାରେ ପଠାଯିବା ଆରମ୍ଭ ହୋଇଛି। ପୂର୍ବରୁ ଇଂଲିଶ, ହିନ୍ଦୀ ଓ ଊର୍ଦ୍ଦୁ ଭାଷାରେ ଏସବୁ କରାଯାଉଥିଲା। ଏବେ ଚତୁର୍ଥ ଭାଷା ଭାବେ ସଂସ୍କୃତରେ ଯେଉଁ ପ୍ରେସ୍‌ ରିଲିଜ୍‌ ବାହାରିବ…

ବିକାଶର ସଂଜ୍ଞା ନୁହେଁ ଘରୋଇକରଣ

ଡ. ଷ୍ଟାଲିନ ମିଶ୍ର ଗତ କିଛିବର୍ଷ ହେଲା ‘ବିକାଶ’ ଶବ୍ଦର ବହୁଳ ପ୍ରୟୋଗ ଓ ପ୍ରଚାର ଆପଣମାନେ ଲକ୍ଷ୍ୟ କରୁଥିବେ। ରାଜନୈତିକ ଘୋଷଣା ହେଉ ଅବା ନିର୍ବାଚନ ପ୍ରଚାର, ସରକାରୀ ଯୋଜନା ହେଉ କିମ୍ବା ରାଷ୍ଟ୍ରାୟତ୍ତ ସମ୍ପତ୍ତିଗୁଡିକର ଘରୋଇକରଣ ସବୁଥିରେ ଏହି…

ପୋଲାଖିଆ

ଦ୍ୱିତୀ ଚନ୍ଦ୍ର ସାହୁ ଆଦିବାସୀ ନିଜ ଡଙ୍ଗର ଜମିରେ ଉତ୍ପାଦନ କରୁଥିବା ଜିନିଷକୁ ବିକିବ କେଉଁଠି ? ବଜାର ନ ଥିଲା ସେତେବେଳେ। ସର୍ବଶେଷ ଆଶା ଦେଉଥିଲା ଗାଁର କୁମୁଟି କି ଶୁଣ୍ଢି ସାଉକାର। ଅବଶ୍ୟ ସାଉକାରମାନଙ୍କ ହିସାବ କେବେ ସରୁ…

ଏଇ ଭାରତରେ

ଅଭାବ ଅନଟନର ସମୟକୁ ଏବେ ବି ଭୁଲି ପାରିନାହାନ୍ତି ଆଇଏଏସ୍‌ ଅଫିସର ରମେଶ ଘୋଲାପ। ମହାରାଷ୍ଟ୍ର ସୋଲାପୁର ଜିଲାର ମହାଗାଁରେ କଟିଥିଲା ତାଙ୍କ ପିଲାଦିନ। ବାପାଙ୍କୁ କମ୍‌ ବୟସରେ ହରାଇବା ପରେ ସେ ଓ ତାଙ୍କ ଭାଇମାନେ ମା’ଙ୍କ ସହ ଚୁଡ଼ି…

ଏଫ୍‌ସିଆର୍‌ଏ କାହା ସ୍ବାର୍ଥରେ

ଆକାର ପଟେଲ ଦି ଫରେନ୍‌ କଣ୍ଟ୍ରିବ୍ୟୁଶନ (ରେଗୁଲେଶନ) ଆକ୍ଟ ବା ବିଦେଶ ଅନୁଦାନ ନିୟନ୍ତ୍ରଣ ଆଇନ (ଏଫ୍‌ସିଆର୍‌ଏ) ଏକ ଅଜବ ପ୍ରକାରର ପୁରୁଣା ଆଇନ। ଭାରତର ନିର୍ବାଚନ ପ୍ରକ୍ରିୟା ଏବଂ ଗଣତନ୍ତ୍ର ଉପରେ ବାହାରର ହସ୍ତକ୍ଷେପକୁ ଦୂର କରିବା ଲାଗି ୧୯୭୬ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri